ବାହା ହେଇକି ଆଉ ନଟର ପଟରରେ ନପସନ୍ତୁ ..ବାହା ତ ହେଲେ ଗଲା ରାତିରେ ଶୋଇଲେ ଗଲା :ସୁର ରାଉତରାୟ

Sura Routray

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁର ରାଉତରାୟ ଏହି ଦିନରେ ଏକ ଟୀପଣି ରେ କିଛି ଏହି ପରି କହିଛନ୍ତି । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ବନ୍ଧୁଗଣ ସୁର ରାଉତରାୟ କହିଛନ୍ତି ଯେ ବାହା ହୋଇ ଯେଉଁ ପିଲା ମାନେ ଅନ୍ୟ ମହିଳା ଙ୍କ ଉପରେ ନଜର ଦେଉଛନ୍ତି ସେମାନେ ବାହା ହୋଇ ଆଉ ନଟର ପଟର ରେ ନପସନ୍ତୁ । ଯେଉଁଠି ବାହା ହେଲେ ଗଲା ରାତିରେ କେବଳ ଶୋଇଲେ ଗଲା ସେହିଥିରେ କିଛି ଅସୁବିଧା ନାହିଁ ।

ଯଦି ମନ ତମର ପାଇଛି । ମନ୍ଦିରରେ ହେଉ କିମ୍ବା ଘରେ ହେଉ , ଅଗଣା ରେ ହେଉ କିମ୍ବା ନଈ କୂଳ ରେ ହେଉ କିଛି ଆପତ୍ତି ନାହିଁ । ତେବେ ଦିବ୍ୟ ସଙ୍କର କେତେ ଥର ବାହା ହେଉଛନ୍ତି ମୁଁ ଜାଣି ନାହିଁ ହେଲେ ଏବେ କଣ ମୁଁ ସୁଣିଛି ତାଙ୍କ ପୁଅ ଙ୍କର ସାଙ୍ଗ ଙ୍କୁ ବାହା ହେଉଛନ୍ତି । ତାଙ୍କ ପୁଅ ଙ୍କୁ 22 ବର୍ଷ ସେହି ଝିଅଟିକୁ 19 ବର୍ଷ । ହଁ ଯଦି ବାହା ହେଉଛନ୍ତି ବାହା ହୋଇଜାଆନ୍ତୁ ଭଲରେ ତାଙ୍କର ଦାମ୍ପତ୍ୟ ଜିବନ କଟୁ ଶାନ୍ତିରେ ରୁହନ୍ତୁ ଭଲରେ ରୁହନ୍ତୁ ହେଲେ ବାହା ହୋଇ ଆଉ ନଟର ପଟର ରେ ନପସନ୍ତୁ ।

Baha

ଯେଉଁଠି ବାହା ହେଲେ ଗଲା ରାତିରେ କେବଳ ଶୋଇଲେ ଗଲା ସେହିଥିରେ କିଛି ଅସୁବିଧା ନାହିଁ । ଯଦି ମନ ତମର ପାଇଛି । ମନ୍ଦିରରେ ହେଉ କିମ୍ବା ଘରେ ହେଉ , ଅଗଣା ରେ ହେଉ କିମ୍ବା ନଈ କୂଳ ରେ ହେଉ କିଛି ଆପତ୍ତି ନାହିଁ । ଏହା ଗୋଟେ ଅନୁଚିତ ବାହାଘର ତେଣୁ ଆମକୁ ଇନଭିଷ୍ଟେସନ ଆଉ ମିଳିବ ନାହିଁ ।

ସେ ଗୋଟେ ସାନ ଭାଇ ର ପୁଅ ମୋ ପୁତୁରା କଣ ହୋଇଛି କଣ ନାଇ ମୁଁ ଜାଣି ନାହିଁ । ତାଙ୍କ ନାମ ବର୍ତମାନ ସମୟ ରେ ବାରମ୍ବାର ଉଠୁଛି । ମୁଁ ସବୁ ବେଳେ ତାଙ୍କୁ ଦେଖିଲେ କୁହେ କଣ ପାଇଁ ଏହିଥିରେ ନଟର ପଟର ହେଉଛୁ ଗୋଟେ ବିଧାୟକ ର ମୂଲ୍ୟ ରଖେ ଗୋଟେ ସମ୍ମାନ ରଖେ ନହେଲେ ଅତି କଦର୍ଯ୍ୟ ପରିସ୍ଥିତି ସୃଷ୍ଟି ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *