ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାମ କରିବାକୁ ଆନ୍ଧ୍ର ପ୍ରଦେଶ ଗଲେ ଆଉ ସେହିଠାରେ ଗୋଟେ ଝିଅକୁ ପ୍ରେମ କରି ପ୍ରେଗ୍ନେଣ୍ଟ କରି ଚାଲି ଆସିଲେ । ଆଉ ଯୁବତୀ ଏବେ ଘର ଆଗକୁ ଆସିଛନ୍ତି ଧାରଣା ଦେବାକୁ । ଯୁବତୀ ଙ୍କ ବୟସ ଯେତେ ବେଳେ କମ୍ ଥିଲା ସେହି ସମୟ ଠାରୁ ଶା-ରୀ-ରିକ ସଂ-ମ୍ପ-ର୍କ ରଖି ଆସୁଥିଲେ । ଯେତେ ସୁଖ ପାରୁଥିଲେ ସେତେ ନେଉଥିଲେ ।
ଆଉ ଏବେ ଏବର୍ସନ ହେଲାନି ଯେତେ ବେଳେ ଡାକ୍ତର ଯେତେ ବେଳେ ମନା କରିଦେଲେ । ଏବେ ପେଟରେ ରହିଜାଇଛି 6 ମାସର ଶିଶୁ । ଆଉ ରସିକ ପ୍ରେମିକ ଏହି କଥା ସୁଣି ଆନ୍ଦ୍ର ପ୍ରଦେଶ ରୁ ଡିଆଁ ମାରିଥିଲା । ଆଉ ଏବେ ଯୁବତୀ ଆସି ଘରେ ପହଁଚି ଜାଇଛନ୍ତି । ତେବେ ନିମା ପଡାର ଜଣେ ଯୁବକ ଯୁବତୀ ଙ୍କୁ ବିବାହ ର ପ୍ରତିଶୃତି ଦେଇ ଯୁବତୀ ଙ୍କୁ ପ୍ରେଗ୍ନେଣ୍ଟ କରିଦେବା ପରେ ସେଠାରେ ତାଙ୍କୁ ଛାଡି ଦେଇ ଚାଲି ଆସିଥିଲେ । ଆଉ ଯୁବତୀ ନିମା ପଡା ରେ ଆସି ତାମିଲ ନାଡୁ ରୁ ପହଁଚି ଜାଇଥିଲେ ।
ତେବେ ଯୁବକ ଏବଂ ତାଙ୍କ ପରିବାର ଲୋକେ ଗାଳି ଗୁଳଜ କରି ମାଡ ମାରିଥିବା ଗର୍ଭବତୀ ଯୁବତୀ ଅଭିଯୋଗ କରିଛନ୍ତି ନିମାପଡା ଥାନା ରେ ବିଶାଖା ପାଟଣା ଜିଲ୍ଲା କେକେ ବିଧି ଦାରକତା ଅଞ୍ଚଳ ର କିଲୋ ସକୁନ୍ତଳା ନାମକ ଯୁବତୀ ତାମିଲନାଡୁ ବିରୁ ପୁର ଅଞ୍ଛଳ ରେ ଏକ କମ୍ପାନୀ ରେ ରହି କାମ କରୁଥିଲେ ଆଉ ସେହି ସମୟ ରେ ପୁରୀ ଜିଲ୍ଲା ନିମା ପଡା ଥାନା ବିଷ୍ଣୁ ପୁର ଗ୍ରାମର ପ୍ରକାଶ ବେହେରା ବିବାହିତ ହୋଇ ମଧ୍ୟ ତାମିନ ନାଡୁରେ ଗୋରୁ ଫାର୍ମ ରେ କାମ କରୁଥିବା ବେଳେ ଯୁବତୀ ଙ୍କୁ ଅବିବାହିତ କହି ଯୁବତୀ ଙ୍କ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିଲେ ।
ଏମିତି କି ବିଶ୍ୱାସ ଜନ୍ମେଇବା ପାଇଁ ଯୁବତୀ ଙ୍କୁ ମନ୍ଦିର କୁ ନେଇ ସିନ୍ଦୁର ବି ଦେଲେ । ଶା-ରୀ-ରିକ ସଂ-ମ୍ପ-ର୍କ ପରେ ପେଟରେ ରହିଲା ପିଲା ଆଉ ଏବେ ଏବର୍ସନ ହେଲାନି ଯେତେ ବେଳେ ଡାକ୍ତର ଯେତେ ବେଳେ ମନା କରିଦେଲେ । ଏବେ ପେଟରେ ରହିଜାଇଛି 6 ମାସର ଶିଶୁ । ଆଉ ରସିକ ପ୍ରେମିକ ଏହି କଥା ସୁଣି ଆନ୍ଦ୍ର ପ୍ରଦେଶ ରୁ ଡିଆଁ ମାରିଥିଲା । ଆଉ ଏବେ ଯୁବତୀ ଆସି ଘରେ ପହଁଚି ଜାଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।