ଅଭିନେତା ପିଣ୍ଟୁ ଦିଲ୍ଲୀ ଯିବା ପରେ ଡାକ୍ତର କଣ କହିଲେ ଦେଖନ୍ତୁ l

Delhi

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ସେ ଆଜି ଦିଲ୍ଲୀ ଜାଇଛନ୍ତି । ତେବେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ସେ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇଛନ୍ତି ।

ତେବେ କ୍ରୋନିକ୍ ହେପାଟାଇଟିସ୍ ରେ ପୀଡିତ ହୋଇ ପିଣ୍ଟୁ ଙ୍କର ଲିଭର ନଷ୍ଟ ହୋଇଛି । ତାଙ୍କର ଉଚ୍ଛ ମାନର ଚିକିତ୍ସା ପାଇଁ ସେ ଦିଲ୍ଲୀ ଜାଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଲିଭର ବଦଳେଇବା ବା ଟ୍ରାନ୍ସପ୍ଲାଣ୍ଟ ଛଡା ଆଉ କିଛି ବାଟ ନାହିଁ । ପିଣ୍ଟୁ ନନ୍ଦ ଙ୍କ ଏହି ରୋଗ ଗମ୍ଭୀର ହୋଇ ଗଲାଣି ସେହିଥି ପାଇଁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ତାଙ୍କର ପରିବାର ର କେହି ଦେଇ ପାରନ୍ତି ନହେଲେ ଯେଉଁଠାରେ ମୃ-ତ ବ୍ୟକ୍ତି ହେବାକୁ ଥିବାର ଲିଭର ଦାନ କରି ପାରେ ।

pintu 3

ଏହି ଅପରେସନ ମଧ୍ୟ ଦୁଇ ପ୍ରକାରର ହୋଇଥାଏ । ଏହି ଟ୍ରାନ୍ସପ୍ଲାଣ୍ଟ ବହୁତ ଭୟ ବହୁଳ ଅଟେ ଏହି ଅପରେସନ ପାଇଁ 12 ରୁ 13 ଘଣ୍ଟା ଲାଗେ । ଏହି ଅପରେସନ ପାଇଁ ଅନେକ ପ୍ରକାରର ସୁବିଧା ଥିବା ଦରକାର । ତାଙ୍କର ରିପୋର୍ଟ ବହୁତ ଖରାପ ରହିଛି ହେଲେ ସେ ବହୁତ ଭଲ ରହିଛନ୍ତି । ତେବେ ପ୍ରଥମେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କେହି ଜଣେ ଲିଭର ଦେଇ ସାରିବା ପରେ ଆଉ ସବୁ କିଛି ଟେଷ୍ଟ କରାଯିବ । ପରେ ତାଙ୍କର ଅପରେସନ କରାଯିବ ।

ଏହି ରୋଗ ବିଷୟ ରେ ଏମିତି ଅନେକ କଥା କହିଛନ୍ତି ଡାକ୍ତର ଜଣଙ୍କ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଆଜି ବିମାନ ଯୋଗେ ଦିଲ୍ଲୀ ନିଆଜାଇଛି । ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ଆପଣ ମାନେ ଭଗବାନ ଙ୍କ ପାଖରେ ପାର୍ଥନା କରନ୍ତୁ । ତାଙ୍କୁ ସାହାଯ୍ୟ ର ହାତ ବଢାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *