ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଗଲେ ଓଲିଉଡ ଅଭିନେତା ପିଣ୍ଟୁନନ୍ଦ । ତେବେ ଦିଲ୍ଲୀ ଯିବା ପୂର୍ବରୁ ପୁଅ ଙ୍କୁ କଣ କହିଲେ ଅଭିନେତା ପିଣ୍ଟୁ ନନ୍ଦ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ସେ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇଛନ୍ତି ।
ତେବେ କ୍ରୋନିକ୍ ହେପାଟାଇଟିସ୍ ରେ ପୀଡିତ ହୋଇ ପିଣ୍ଟୁ ଙ୍କର ଲିଭର ନଷ୍ଟ ହୋଇଛି । ତାଙ୍କର ଉଚ୍ଛ ମାନର ଚିକିତ୍ସା ପାଇଁ ସେ ଦିଲ୍ଲୀ ଜାଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଲିଭର ବଦଳେଇବା ବା ଟ୍ରାନ୍ସପ୍ଲାଣ୍ଟ ଛଡା ଆଉ କିଛି ବାଟ ନାହିଁ । ପିଣ୍ଟୁ ନନ୍ଦ ଙ୍କ ଏଙି ରୋଗ ଗମ୍ଭୀର ହୋଇ ଗଲାଣି ସେହିଥି ପାଇଁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ତାଙ୍କର ପରିବାର ର କେହି ଦେଇ ପାରନ୍ତି ନହେଲେ ଯେଉଁଠାରେ ମୃ-ତ ବ୍ୟକ୍ତି ହେବାକୁ ଥିବାର ଲିଭର ଦାନ କରି ପାରେ ।
ଏହି ଅପରେସନ ମଧ୍ୟ ଦୁଇ ପ୍ରକାରର ହୋଇଥାଏ । ଏହି ଟ୍ରାନ୍ସପ୍ଲାଣ୍ଟ ବହୁତ ଭୟ ବହୁଳ ଅଟେ ଏହି ଅପରେସନ ପାଇଁ 12 ରୁ 13 ଘଣ୍ଟା ଲାଗେ । ଏହି ଅପରେସନ ପାଇଁ ଅନେକ ପ୍ରକାରର ସୁବିଧା ଥିବା ଦରକାର । ତାଙ୍କର ରିପୋର୍ଟ ବହୁତ ଖରାପ ରହିଛି ହେଲେ ସେ ବହୁତ ଭଲ ରହିଛନ୍ତି । ତେବେ ପ୍ରଥମେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କେହି ଜଣେ ଲିଭର ଦେଇ ସାରିବା ପରେ ଆଉ ସବୁ କିଛି ଟେଷ୍ଟ କରାଯିବ । ପରେ ତାଙ୍କର ଅପରେସନ କରାଯିବ ।
ଏହି ରୋଗ ବିଷୟ ରେ ଏମିତି ଅନେକ କଥା କହିଛନ୍ତି ଡାକ୍ତର ଜଣଙ୍କ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଆଜି ବିମାନ ଯୋଗେ ଦିଲ୍ଲୀ ନିଆଜାଇଛି । ତେବେ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀ ଯିବା ପୂର୍ବରୁ ଡକ୍ଟର ଅଚ୍ୟୁତନନ୍ଦ ଙ୍କୁ ଭଗବାନ ଙ୍କ ରୂପ ବୋଲି ମାନିଛନ୍ତି । କାରଣ ସେ 2 ଲକ୍ଷ ଟଙ୍କା ତାଙ୍କୁ ସାହାଯ୍ୟ ର ହାତ ବଢେଇଛନ୍ତି । ତା ପରବର୍ତି ପର୍ଯ୍ୟାୟ ରେ ତାଙ୍କୁ ତାଙ୍କ ପିଲା ମାନଙ୍କର ସବୁ କିଛି ଦୟୁତ୍ୱ ନେବେ ତେବେ ଅଭିନେତା ପିଣ୍ଟୁ ଙ୍କ ଆଶୁ ଆରୋଗ୍ୟର କାମନା କରନ୍ତୁ ଏବଂ ତାଙ୍କୁ ସାହାଯ୍ୟ ର ହାତ ବଢାନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।