ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ନିହାତି ଭାବେ ବ୍ୟାଙ୍କ ଏକାଉଣ୍ଟ ଟିଏ ନିହାତି ଭାବେ ରହିଛି । ଆଉ ବେଳେ ବେଳେ ବ୍ୟାଙ୍କ୍ ମନ ଇଚ୍ଛା ପେନାଲିଟି ମଧ୍ୟ ଲଗେଇ ଦେଇଥାଏ । ତେବେ ଏହାକୁ ନେଇ RBI ଜାରି କରିଛି ଆଉ କିଛି ନୂଆ ନିୟମ । ଜାହାକି ବଡ ଖୁସୀ ଖବର ବ୍ୟାଙ୍କ୍ ଖାତା ଧାରୀ ମାନଙ୍କ ପାଇଁ ।
ଲୋନ EMI ପୈଠ କରିବାରେ ବିଳମ୍ଭ ହେଲେ ବ୍ୟାଙ୍କ୍ ଏବଂ MBSE ମାନଙ୍କ ଦ୍ୱାରା ଲଗା ଯାଉଥିବା ଜୋରିମନା ଉପରେ ଅଙ୍କୁଶ ଲଗେଇବାକୁ ନିସ୍ପତି ନେଇଛି RBI ବ୍ୟାଙ୍କିଂ ନିୟମ କୁ RBI ଗ୍ରାହାକ ମାନଙ୍କ ଉପରେ । ବ୍ୟାଙ୍କ୍ ଗୁଡିକୁ ଲଗାଜାଉଥିବା ଏହି ଭଳି ପେନାଲିଟି ଚାର୍ଜ ସୀମା ଧାର୍ଯ୍ୟ କରିବ । RBI କହିଛି ଯେ ବ୍ୟାଙ୍କ୍ ଏବଂ MBSE ଏହି ଭଳି ଜୋରିମାନା କୁ ନିଜ ଆୟର ମାଧ୍ୟମ କରି ପାରିବେ ନାହିଁ ।
ମୁଦ୍ରାନିତି ଘୋଷଣା କରି RBI ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତମାନ ବ୍ୟାଙ୍କ ଏବଂ ଅନ୍ୟ ନିୟନ୍ତ୍ରିତ ଆର୍ଥିକ ସଂସ୍ଥା ମାନଙ୍କରେ ଋଣ କିସ୍ତି ପରିଶୋଦ ନକଲେ ଦଣ୍ଡ ବିଧାନ କରିବାର ନିତି ରହିଛି ହେଲେ ଏହି ସଂସ୍ଥା ମାନେ ଜୋରାମନା କରିବାର ଭିନ୍ନ ଭିନ୍ନ ନିତି ଆପଣାଉଛନ୍ତି । କେତେକ ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥା ଅଧିକ ପେନାଲିଟି ଚାର୍ଜ କରନ୍ତି ।
ଏହି ପରି ସ୍ଥିତିରେ RBI ହିତାଧିକାରୀ ଙ୍କ ଠାରୁ ପେନାଲିଟି ଚାର୍ଜ କରିବ ଏହାକୁ ସୀମିତ ରଖିବା ଏବଂ ଗ୍ରାହାକ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ପେନାଲିଟି ଚାର୍ଜ ଲାଗୁ କରିବା ପାଇଁ ଗାଇଡ ଲାଇନ ଜାରି କରିବ । ତେବେ ଋଣ ପରିଶଦ ରେ ତଦନ୍ତ କିମ୍ବା ଖିଲାପ ପାଇଁ ପେନାଲିଟି ସୀମିତ ଏବଂ ସ୍ୱସ୍ଥା ହେବ । ଏବଂ ଏହା ଋଣ ସୁଧ ଉପରେ ଲଗାଯାଉ ଥିବା ପେନାଲିଟି ର ସୁଧ ହାର ଭାବେ ଚାର୍ଚ୍ଚ କରି ପାରିବେ ନାହିଁ । ପେନାଲିଟି ଚାର୍ଜ ପ଼ୃଥକ ଭାବେ ଆଦାୟ ହେବ ଏବଂ ବକେୟା ମୂଳ ରାଶି ସହିତ ଯୋଡା ଯିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।