ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଡିର ନମ୍ବର କୁ ନେଇ ଆସିଲା କିଛି ବଡ ଖବର ପୁଣି ବଦଳି ପାରେ ଗାଡି ନମ୍ବର ପ୍ଲେଟ୍ ଚିନ୍ତାରେ ଗାଡି ମାଲିକ । ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ଏବେ ଗାଡିରେ ଲାଗିଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । କିଛି ଗାଡି ମାଲିକ ନୂଆ ନମ୍ବର ପ୍ଲେଟ ଲଗେଇ ସାରିଥିବା ବେଳେ ଆଉ କିଛି ଲୋକ ମାନେ ଏହିଥିରେ ବୁକିଂ ବି କରି ସାରିଛନ୍ତି । ଏହିଥି ପାଇଁ ବହୁତ ବାଦ ବିବାଦ ହେଲା ଏବଂ ସରକାର ଙ୍କ ନିୟମ କୁ ମାନିବାକୁ ବାଧ୍ୟ ହେଲେ ସବୁ ଗାଡି ମାଲିକ ।
ତେବେ ଏହି ମଧ୍ୟରେ ପୁଣି ନମ୍ବର ପ୍ଲେଟ୍ ଚେଞ୍ ହେବାକୁ ନେଇ ଆସିଛି ଆଉ କିଛି ନୂଆ ସୂଚନା । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଏବେ ଲାଗିଥିବା HRCV ନମ୍ବର ପ୍ଲେଟ କେଇ ମାସ ମଧ୍ୟରେ ଏହି ନମ୍ବର ପ୍ଲେଟ ବି ଅକାମୀ ହୋଇ ଜାଇ ପାରେ ବୋଲି ଆଶଂକା କରାଜାଉଛି । ଜାତୀୟ ରାଜପଥ ରେ କୈଣସି ଅସୁବିଧା କୁ ଦୂର କରିବା ଲାଗି ନେସନାଲ ହାଇୱେ ଅଥୁରିଟି ଅଫ ଇଣ୍ଡିଆ ଉନ୍ନତ ଜ୍ଞାନ କୈଶଳ ANPR ବ୍ୟବହାର କରିବାକୁ ଯାଉଛନ୍ତି ।
ତେବେ ଏହିଥି ପାଇଁ ନମ୍ବର ପ୍ଲେଟ ବଦଳି ପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆଉ ଏଇ ଖବର ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଉଛି । ଟୋଲ ଆଦାୟ ବ୍ୟବସ୍ଥା କୁ ସହଜ କରିବା ପାଇଁ ସ୍ୱୟଂ ଚାଳିତ ନମ୍ବର ପ୍ଲେଟ ସିକୃତି ANPR ଉପରେ ବିଶୃତ ଅଧ୍ୟୟନ ପାଇଁ AI ଏକ ପରାମର୍ଶ ଦାତା ଏଜେନ୍ସି ନିଯୁତ୍ତ କରିଛି ।
ତେବେ ଗତ କିଛି ଦିନ ତଳେ ରାଜ୍ୟସଭା ରେ ଲିଖିତ ଉତ୍ତରରେ ଏହି ପରି ଉତ୍ତର ଦେଇଛନ୍ତି ନିତିନ ଗଡକରି ତେବେ କେନ୍ଦ୍ର ସରକାର ଙ୍କ ଏହି ପରି ନିସ୍ପତିରେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ୍ୟ । ଏହାସହିତ ଟୋଲ ଆଦାୟ ପକ୍ରିୟ କୁ ସହଜ କରିବା ପାଇଁ ଗାଡିରେ ଫାଷ୍ଟଟେଗ୍ ବ୍ୟବସ୍ଥା କରାଗଲା ହେଲେ ଏହାର ସେହି ପରି କୈଣସି ପ୍ରଭାବ ପଡିଲା ନାହିଁ ।
ତେବେ ଟୁଲ ଗେଟ ରେ ଗାଡିର ଲମ୍ବା ଲାଇନ ପୂର୍ବ ଭଳି ଲାଗି ରହିଲା ସେହିଥି ପାଇଁ କେନ୍ଦ୍ର ସରାକର ଏବେ ANPR ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଆଗକୁ ଟୁଲ ଗେଟ ଉଠେଇ ଅତ୍ୟାଧୁନି କ କ୍ୟାମେରା ଲଗେଇବେ କେନ୍ଦ୍ର ସରକାର । ଆଗକୁ କ୍ୟମେରା ସ୍କାନ କରିବ ଏବଂ ଟୁଲ ବାବଦ କୁ ଆପେ ଆପେ ଟଙ୍କା ଆପଣଙ୍କ ଏକାଉଣ୍ଟ ରୁ କାଟିଯିବ । ସେହିଥି ପାଇଁ ଆଗକୁ ନମ୍ବର ପ୍ଲେଟ ପରିବର୍ତନ ହେବ ବୋଲି ଆକଳନ କଲେଣି ବିଶେଷଜ୍ଞ୍ୟ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।