ମୋତେ ଡାଉଟ କ୍ଲିୟର ପାଇଁ ଡାକି,ମୋ ଦେ-ହରେ ହାତ ମାରିଲେ ସାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଡାଉଟ କ୍ଲିୟର ପାଇଁ ସାର ଡାକିଲେ ଯେମିତି ଛାତ୍ରଛାତ୍ରୀ ମାନେ ଚାଲିଗଲେ ମତେ କ୍ଲାସ ରୁମ୍ ଭିତରେ ଏକୁଟିଆ ରହିବାକୁ କହିଲେ । ତା ପରେ ରୁମ୍ ର ସବୁ ଝରକା କୁ ବନ୍ଦ କରିଦେଲେ ଆଉ ତା ପରେ ମୋ ଦେ-ହ ର ସବୁଆଡେ ହାତ ମାରିଲେ । ମୁଁ ଯେତେ ମନା କରିଲି ସୁଣିଲେ ନାହିଁ ।

କହିଲେ ଯଦି ତୁ ମୋ କଥା ସୁଣିବୁନି ତେବେ ମୁଁ ସବୁ ଥିରେ ଫେଲ କରେଇ ଦେବି । ମତେ ଭୟ ଦେଖେଇ ମତେ ବିଲକୁଲ ବି ଛାଡିଲେ ନାହିଁ । ଏମିତି କଥା କହି କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଛାତ୍ରୀ ଜଣଙ୍କ । ସେପଟେ ଟିଉସନ ଭିତରେ ପସି ଟିଉସନ ମାଷ୍ଟର ଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ସ୍ଥାନିୟ ଲୋକେ ଜାହା ପରେ ଟିଉସନ ସାର ସଂମ୍ପର୍ଣ୍ଣ ନିର୍ଦ୍ଦୋଶ ସେ ସଂମ୍ପର୍ଣ୍ଣ ନିର୍ଦ୍ଧୋଶ ବୋଲି କହିଛନ୍ତି ଟିଉସନ ସାର ଙ୍କ ସ୍ତ୍ରୀ ।

girl

ତେବେ ସ୍ତ୍ରୀ ଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଆଜକୁ ପ୍ରାୟ ପନ୍ଦର 16 ବର୍ଷ ହେବ ସେ ଏହି ଟିଉସନ ସେଣ୍ଟର ଚଳାଇ ଆସୁଛନ୍ତି ଆଉ ସେ ଯେତିକି ତାଙ୍କ ସ୍ୱାମୀ ଙ୍କୁ ଜାଣିଛନ୍ତି ସେ ଏମିତି କାମ କେବେ ବି କରିବେ ନାହିଁ । ଆଉ ସେ ପିଲା ମାନଙ୍କୁ ପାଠ ପଢାନ୍ତି , ବହୁତ ସମୟ ଧରି ପାଠ ପଢାନ୍ତି କାରଣ ସେ ପିଲା ମାନଙ୍କ କେରିୟର କୁ ଦେଖନ୍ତି ।

ସେ ଏମିତି କାମ କରି ପାରିବେ ନାହିଁ । ହଠାତ ଏମିତି 15 ଜଣ ପିସି ଆସିଲେ ଆଉ ତାଙ୍କୁ ବାଡା ବାଡି କଲେ ଏମିତି ରେ ତାଙ୍କର କୈଣସି ଦୋଷ ପ୍ରମାଣିତ ନ ନକରି ତାଙ୍କୁ କେମିତି ଦୋଶୀ କହୁଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *