ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଡୁଆ ରେ ରବୀନ୍ଦ୍ର ଜାଡେଜା । ରବୀନ୍ଦ୍ର ଜାଡେଜା ଙ୍କୁ ମିଳିଲା ଦଣ୍ଡ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଆଚରଣ ବିଧି ଉଲଂଘନ । ରବୀନ୍ଦ୍ର ଜାଡେଜା ଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ନେଲା ICC ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବୋର୍ଡର ଗାଭାସ୍କର ଟ୍ରୋଫି ର ପ୍ରଥମ ମୁକାବିଲା କୁ ବଡ ବ୍ୟବଧାନ ରେ ଜିତି ନେଇ ଟିମ୍ ଇଣ୍ଡିଆ । ମାତ୍ର ଅଢେଇ ଦିନରେ ପ୍ରଥମ ଟେଷ୍ଟ ଶେଷ ହୋଇଥିବା ବେଳେ ଭାରତ ଏହି ମୁକାବିଲା କୁ ଗୋଟିଏ ଇନିଂଙ୍ଗ୍ସ ସହିତ 132 ରନ ରେ କବ୍ଜା କରି ନେଇଛି ।
ପ୍ରଥମ ଇଂନିଂଙ୍ଗ୍ସ ର ଉଭୟ ବେଟ ଏବଂ ବଲିଂ କରିଥିଲେ ରବିନ୍ଦ୍ର ଜାଡେଜା ପରେ ଦ୍ୱିତୀୟ ଇଂନିଙ୍ଗ୍ସ ରେ ରବି ଚନ୍ଦ୍ର ଅଶ୍ୱନୀ ଙ୍କ ଘାତକ ବୋଲି କୁ ସାମ୍ନା କରି ନପାରି ମାତ୍ର 91 ରନ୍ ରେ ଅଲଆଇଟ ହୋଇଜାଇଛି ଅଷ୍ଟ୍ରେଲିଆ ଟିମ୍ । ଅନ୍ୟ ପଟେ ଜାଡେଜା ଙ୍କ ଉପରେ ଆଚରଣ ବିଧା ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଟାନ ନେଇଛି ICC ପ୍ରଥମ ଇଂନିଂଙ୍ଗ୍ସ ରେ ସେ ଏମିତି କିଛି ଆଚରଣ କରିଥିଲେ ଯେଉଁଥି ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ ହୋଇଛି ।
ସେ ଆମ୍ପାୟାର ଙ୍କ ବିନା ଅନୁମତିରେ ନିଜ ଆଙ୍ଗୁଠି ରେ ଯନ୍ତ୍ରଣା ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ପିନ୍ ଲଗେଇଥିଲେ । ଜାହା ଫଳରେ ରବୀନ୍ଦ୍ର ଜାଡେଜା ଙ୍କ ଏପରି କରିବାର ଦୃଶ୍ୟ ଅଷ୍ଟ୍ରେଲିଆ ଗଣ ମାଧ୍ୟମ ରେ ଖୁବ ଭାଇରଲ ହୋଇଥିଲା । ପ୍ରଥମେ ରବୀନ୍ଦ୍ର ଜାଡେଜା ବଲ ରେ କିଛି କ୍ରିମ୍ ଲଗାଉ ଥିବାର ଭିଡ଼ିଓ ରେ ଦେଖା ଜାଇ ଥିବା ବେଳେ ପରେ ସେ ନିଜ ଆଙ୍ଗୁଠି ରେ କ୍ରିମ୍ ଲଗାଉ ଥିବାର ଦେଖିବା ପାଇଁ ମିଳିଥିଲା । ତେବେ ସେ ଏମିତି ଆମ୍ପାୟାର ଙ୍କ ବିନା ଅନୁମତି ରେ କରୁଥିବାରୁ ତାଙ୍କର ମ୍ୟାଚ ଫି 25 ପ୍ରତିଶତ କଟାଜାଇଛି ।
ତେବେ ସେ ବିନା ଅନୁମତି ରେ କ୍ରିମ୍ ଲଗେଇ ICC କୋଣ୍ଡକ୍ଟ ଲେବୁଲ 1 ରୁ ଉଲଙ୍ଘନ କରିଛନ୍ତି । ଏହିଥି ପାଇଁ ତାଙ୍କୁ ଗୋଟେ ଡିମେଡରିଡ ପୟେଣ୍ଟ ମିଳିଥିବା ବେଳେ ତାଙ୍କର ମ୍ୟାଚ ଫି 25 ପ୍ରତିଶତ କଟାଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।