ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ବିଭିନ୍ନ ପ୍ରକାରର ସେକେଣ୍ଡ ହେଣ୍ଡ ବାଇକ୍ ହେଉ କିମ୍ବା କାର କିଣିବାର ଶୈକିନ୍ ରହିଥାନ୍ତି । ଏବଂ ବହୁତ ସମୟ ରେ ବହୁତ ସୁନ୍ଦର ସୁନ୍ଦର ବାଇକ ଏବଂ କାର ଆପଣ ମାନଙ୍କୁ ବହୁତ କମ୍ ଦାମ୍ ରେ ମିଳିଯାଏ ସେ ଅନଲାଇନ କୈଣସି ୱେବସାଇଟ ମାଧ୍ୟମ ରେ ହେଉ କିମ୍ବା ଆପଣ ମାନଙ୍କୁ ଲୋକାଲ ବଜାର ରେ ବି ଆପଣ ମାନଙ୍କୁ ମିଳିଯାଏ ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ସେମିତି କିଛି ବାଇକ୍ ଏବଂ ସ୍କୁଟି ର କଲେକ୍ସନ ଦେଖେଇବୁ ଜାହାକୁ ଆପଣ ମାନେ ବହୁତ ସୁଲଭ ମୂଲ୍ୟ ମାନେ କେବଳ 12 ହଜାର ରେ ବି ନେଇ ପାରିବେ । ତେବେ ଏବେ ନିକଟ ରେ ଓଡିଶା ର ଭୁବନେଶ୍ୱର ଠାରେ ଏମିତି ଏକ ସେକେଣ୍ଡ ହେଣ୍ଡ ବାଇକ୍ ସୋ ରୁମ୍ ଖୋଲିଛି । ଯେଉଁଠାରେ ଆକ୍ଟିଭା 5g ଆକ୍ଟିଭା 6g ସହିତ ଆଭେଞର୍ , ପଲ୍ସର , ବହୁତ ସାରା ସୁପର ସ୍ପେଲେଣ୍ଡର ରହୁଛି ।
ତେବେ ବନ୍ଧୁଗଣ ଆମେ ମାନେ ସାହୁ ସେକେଣ୍ଡ ହେଣ୍ଡ ବାଇକ ସୋ ରୁମ୍ ର କଥା କହୁଛୁ ତାହା ଚୋରା ବଜାର , ଭରତ ପୁର , ତାରିଣୀ ଟେମ୍ପଲ ପାଖରେ । ତେବେ ଏହା ସହିତ ଆପଣ ମାନେ ଚାହିଁଲେ 8249019574 ମୋବାଇଲ ନମ୍ବର ରେ ଫୋନ କରି ନିଶ୍ଚିତ ଭାବେ ଏହି ସୋ ରୁମ୍ ବିଷୟ ରେ ଅଧିକ ଭାବେ ଜାଣି ପାରିବା ସହିତ ଆପଣ ମାନେ ଏଠାକୁ ଭିଜିଟ କରି ପାରିବେ ।
ତଥା ଆପଣ ମାନେ ନିଜର ମନ ମୁତାବକ ବିଭିନ୍ନ ପ୍ରକାରଲ ସେକେଣ୍ଡ ହେଣ୍ଡ ବାଇକ୍ ଏଠାରେ ଆପଣ ମାନେ ପାଇ ପାରିବା ସହିତ । ବହୁତ ସୁଲଭ ମୂଲ୍ୟ ରେ ଯେଉଁ ବାଇକ୍ ଗୁଡିକ 7 ରୁ 15 ହଜାର ମଧ୍ୟରେ ଚାଲିଛି । ଜାହାକୁ ଆପଣ ମାନେ 12 ହଜାର ଠାରୁ ଆରମ୍ଭ କରି 60 ହଜାର ମଧ୍ୟରେ ନେଇ ଘରକୁ ଜାଇ ପାରିବେ । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସବୁ ବାଇକ୍ ର କଣ୍ଡିସନ ସଂମ୍ପର୍ଣ୍ଣ ନୂଆ ପରି ରହିଛି ।
ତେବେ ଏହା ସହିତ ଆପଣ ମାନଙ୍କୁ ଏକ ବଡ ସୁବିଧା ମିଳିଯିବ । ଆପଣମାନେ ଏହି ସବୁ ବାଇକ୍ କୁ ଆରାମ୍ ରେ ସେକେଣ୍ଡ ହେଣ୍ଡ ମୂଲ୍ୟ ରେ ବି ଫାଇନାନ୍ସ ବି ଆପ୍ଲାୟ କରି ପାରିବେ । ଏବଂ ବହୁତ କମ୍ ଦାମ୍ ମଧ୍ୟରେ ଆପଣ ମାନେ ଏଠାରେ ନିଜ ମନ ପସନ୍ଦ ର ଗାଡି ଘର କୁ ନେଇ ଜାଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।