ବଡ ଖୁସି ଖବର – ମୋଦି ଦେଉଛନ୍ତି ଚାଷୀଙ୍କୁ ପଇସା । ଏମିତି ଚେକ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପିଏମ୍ କିଶାନ ଯୋଜନା ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ପିଏମ୍ କିଶାନ ଯୋଜନା ଆଜି ସରକାର ଙ୍କ ପକ୍ଷରୁ 2 ହଜାର ଟଙ୍କା ଲେଖାଏଁ ପଠା ଜାଇଛି । ଆପଣ ମାନେ ଚାହିଁଲେ ପିଏମ୍ କିଶାନ ଯୋଜନା ର ୱବେସାଇଟ ରହିଛି PMkisan.gov.in ସେହିଠାରେ ଭିଜିଟ୍ କରି ଆପଣ ମାନେ ଦେଖି ପାରିବେ ।

ଉପରେ ଯେଉଁଠାରେ ଲେଖାଜାଇଛି 13 ତମ କିସ୍ତି ଆଜି ଫେବୃଆରୀ 27 ତାରିଖ 2.00 ଟା ସମୟ ରେ ମଧ୍ୟ ଏହି କିସ୍ତି ପଠାଜାଇଛି । ତେବେ ଆପଣ ମାନଙ୍କୁ ଆସିଛି କି ନାହିଁ ବା ଲିଷ୍ଟ ଦେଖିବାକୁ ହେଲେ ଆମେ ଏଠାରେ ଦେଇଥିବା ୱେବସାଇଟ ମାଧ୍ୟମ ରେ ଆପଣ ମାନେ ଚେକ୍ କରି ପାରିବେ । ତେବେ ଯଦି ଆପଣ ମାନଙ୍କୁ ପୂର୍ବରୁ ପଇସା ଆସେ ଏବଂ ଏହିଥର ପଇସା ଆସିଛି କି ନାହିଁ ତାହା ଆପଣ ମାନଙ୍କୁ ବ୍ୟାଙ୍କ୍ କୁ ଯିବାକୁ ପଡିବ ନାହିଁ । ଆପଣ ମାନେ ଘରେ ବସି ବି ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିପାରିବେ ।

pm

ତେବେ ଆପଣ ମାନେ ଚେକ୍ କରିବାକୁ ହେଲେ ଆପଣ ମାନେ ନିଜର ସ୍ମାର୍ଟ ଫୋନ ରେ ଏକ ଆପ୍ଲିକେସନ ଡାଉନ ଲୋର୍ଡ କରିବେ । ଜାହାକୁ ବ୍ୟାଙ୍କ ବେଲେନ୍ସ ଚେକ୍ ଭାବେ କୁହାଯାଏ । ଆପଣ ମାନଙ୍କୁ ପ୍ଲେ ଷ୍ଟୋର ରେ ମିଳିଯିବ । ତେବେ ଆପଣ ମାନେ ଡାଉନ ଲୋର୍ଡ କରି ନିଶ୍ଚିତ ଭାବେ ନିଜର ବ୍ୟାଙ୍କ୍ ସିଲେକ୍ଟ କରି ଆପଣ ମାନେ ସେହିଠାରେ ବ୍ୟାଙ୍କ୍ ବାଲାନ୍ସ ଚେକ୍ ରେ କ୍ଲିକ୍ କରିବେ । ତେବେ ଆପଣ ମାନେ ସେଠାରେ ଚେକ୍ କରି ପାରିବେ ।

ତେବେ ଆପଣ ମାନେ ଯେମିତି ଚେକ୍ ବେଲେନ୍ସ ଉପରେ କ୍ଲିକ୍ କରିବେ ଗୋଟେ ମିସ୍ କଲ ହୋଇଯିବ ଆପଣଙ୍କ ମୋବାଇଲ ରୁ ତେବେ କିଛି ସମୟ ପରେ ଆପଣ ମାନଙ୍କ ପାଖକୁ ଆପଣ ମାନଙ୍କ ବ୍ୟାଙ୍କ୍ ଏକାଉଣ୍ଟ ର ବେଲେନ୍ସ ଷ୍ଟେଟମେଣ୍ଟ ମିଳିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *