ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ +2 ପରିକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ଆଉ କିଛି ବଡ ଖବର । ଅଧ୍ୟାପକ ଙ୍କ ଅଭିଯୋଗ ପିଲାଙ୍କ ସ୍ୱାର୍ଥ ଆଗ ଆଲୋଚନା ଚାଲିଛି । ତେବେ ପରିକ୍ଷା ରେ ସହଯୋଗ କରନ୍ତୁ ବୋଲି ଏହି ନେଇ ଗଣ ଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା କଣ ରହିଛି +2 ଛାତ୍ରଛାତ୍ରୀ ଙ୍କ ପାଇଁ ନୂଆ ସୂଚନା । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ମାର୍ଚ୍ଚ ପହିଲା ରୁ +2 ପରିକ୍ଷା ହେବାକୁ ଥିବା ବେଳେ ଅଧ୍ୟପକ ଙ୍କ ଆନ୍ଦୋଳନ ଚାଲିଛି । ଏହି ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି କିଛି ଅଧ୍ୟାପକ ଙ୍କ ଦାବି ପୂରଣ ନହେଲେ ପରିକ୍ଷା ବର୍ଜନ କରିବାକୁ ଚେତାବନି ଦେଇଥିବା ବିଭାଗ କୁ ନଜର କୁ ଆସିଛି । ଏହା ସହିତ ସେ ଅଧ୍ୟାପକ କୁ ଅନୁରୋଧ କରି ସେ କହିଛନ୍ତି ପିଲାଙ୍କ ସ୍ୱାର୍ଥ ଆଗ ତେଣୁ ପରିକ୍ଷା ରେ ସହଯୋଗ କରିବା ପାଇଁ ଅନ୍ଦୋଳନ ରତ ଅଧ୍ୟପକ ଙ୍କୁ ବିରୋଧ କରୁଛନ୍ତି ।
ତେବେ ପରିକ୍ଷା ପାଇଁ ଅଧିକାଶଂ ହବ୍ ରେ ପ୍ରଶ୍ନ ପତ୍ର ପହଁଚି ସାରିଛି ହେଲେ ଏବେ ପରିକ୍ଷା ପରିଚାଳନା କୁ ନେଇ ସମସ୍ୟା ସୃଷ୍ଟି ହେବା ନେଇ ଆଶଂକା ଦେଖା ଦେଉଛି । କାରଣ ସମାନ ଗ୍ରେଡ ପେ କୁ ସମାନ ଦରମା ଏବଂ ଅନ୍ୟାନ ଦାବି କରି ଆଜିଠୁ ବିଶାଳ ସମାବେଶ କରିବାକୁ ଯାଉଛନ୍ତି 626 ବର୍ଗ କଲେଜ ଅଧ୍ୟପକ ଙ୍କ ସଂଙ୍ଘ ।
ତେବେ ଚାରି ଦଫା ଦାବିରେ 662 +2 ଏବଂ +3 ବେସରକାରୀ କଲେଜ ଅଧ୍ୟପକ ଏବଂ କର୍ମଚାରୀ ସଂଙ୍ଘ 15 ଦିନ ହେଲା ରାଜଧାନୀ ରେ ଆନ୍ଦୋଳନ କରୁଛନ୍ତି । ତେବେ ଚଳିତ ବର୍ଷ 1145 ପରିକ୍ଷା କେନ୍ଦ୍ରରେ କଳା , ବିଜ୍ଞାନ ଏବଂ ବାଣିଜ୍ୟ କେନ୍ଦ୍ର ର ଧନ୍ଦା ମୂଳକ ପାଠ୍ୟ କ୍ରମ ର 3 ଲକ୍ଷ 58 ହଜାର ପରିକ୍ଷାର୍ଥି ରହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।