ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଶନ ଶକ୍ତି ବିଭାଗ ର ବଡ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ମହିଳା ମାନଙ୍କ ପାଇଁ ଆସନ୍ତା 3 ବର୍ଷ ରାଜ୍ୟର 50 ହଜାର SHG କୁ SME ରେ ପରିଣତ କରାଯିବ । ଏହି ନେଇ ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି କିଛି ବଡ ଘୋଷଣା । ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ଜଣଇବୁ କେବଳ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
SHG କୁ SME କରିବା ଲକ୍ଷ୍ୟ ରେ ପ୍ରତି ଜିଲ୍ଲାର ମହିଳା ମାନେ ଲାଗି ପଡିଛନ୍ତି । ପ୍ରତି ଜିଲ୍ଲା ର SHG ଙଅକ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଆସନ୍ତା 3 ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷେମ କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି । ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ କୁହାଜାଇଛି । ମହିଳା ଙ୍କୁ ଟ୍ରେନିଂ ସହିତ ମାର୍କଟିଂ ସୁବିଧା ପାଇଁ ଭିତ୍ତି ଭୂମି ଯୋଗେଇ ଦିଆଯିବ ।
ତେବେ ଆସନ୍ତା 3 ବର୍ଷ ରାଜ୍ୟର 50 ହଜାର SHG କୁ SME ରେ ପରିଣତ କରାଯିବ । ଏହି ନେଇ ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି ଏହି ଘୋଷଣା । ତେବେ ମିଶନ ଶକ୍ତି ମହିଳା ମାନଙ୍କୁ ନୂଆ ସରକାରୀ କାମ ଦିଆଯାଉଛି ।
ବର୍ତମାନ ସମୟ ରେ 15 ଟି ବିଭାଗ ରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ତେବେ ଆଗକୁ ମିଶନ ଶକ୍ତି ର ମହିଳା ମାନେ 5T ସ୍କୁଲ ଗୁଡିକ ର ଦାୟୁତ୍ୱ ନେବେ ସେହି ପରି ଜଙ୍ଗଲ ବିଭାଗ ର ଦାୟୁତ୍ୱ ନେବା ସହିତ ନିଆଁ ଲିଭା କାର୍ଯ୍ୟରେ ବି ସେମାନେ ନିୟୋଜିତ ହେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।