ତୁଟୁନି ବିବାଦ ଅଡୁଆରେ ବର୍ଷା ଏବଂ ଅନୁଭବଙ୍କ ଓକିଲ, ଦୁହିଁଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି

barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଏବଂ ଅନୁଭବ ଙ୍କ ଓକିଲୋ ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି । ଦୁହେଁ ଦୁିହିଁଙ୍କ ମଧ୍ୟରେ ପ୍ରତ୍ୟାରୋପ ଲଗେଇଲେ । ଅନୁଭବ ଙ୍କ ଓକିଲୋ ବର୍ଷା ଙ୍କୁ ଶାଳିନତା ର ସହିତ ପ୍ରଶ୍ନ ପଚାରିଲେ ନାହିଁ । ଜଣେ ମହିଳା ଙ୍କୁ କେମିତି ପ୍ରଶ୍ନ କରିବା କଥା ଜାଣିନାହାଁନ୍ତି ବୋଲି କହିଲେ ବର୍ଷା ଙ୍କ ଓକିଲୋ ।

କିନ୍ତୁ ଏହାକୁ ହସି କରି ଏଡାଇ ଦେଇଛନ୍ତି ଅନୁଭବ ଙ୍କ ଓକିଲୋ ଗୀତା ଲୋତ୍ରା । ସେପଟେ ସମାଧାନ ହେଉ ନାହିଁ ବର୍ଷା ଏବଂ ଅନୁଭବ ଙ୍କ ବିବାଦ ମାମଲା ଆଉ କୋର୍ଟରେ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ତାରିଖ । ଆଉ ଏତିକି ମଧ୍ୟରେ ଉଭୟ ଓକିଲୋ ଙ୍କ ମଧ୍ୟରେ କୋର୍ଟ ମଧ୍ୟରେ ପ୍ରଶ୍ନ ବାଣ ର ଫାଇଟିଂ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

anubhav

ତେବେ କୋର୍ଟ ଙ୍କ ନିର୍ଦ୍ଦେଶ ପରେ 16 ତାରିଖ ରେ ଉଭୟ ବର୍ଷା ଏବଂ ଅନୁଭବ ହାଜର ହୋଇଥିଲେ । କୋର୍ଟ ରେ ହାଜର ହେବା ପରେ ଅନୁଭବ ଙ୍କ ଓକିଲୋ ଗୀତା ଲୋତ୍ରା ବର୍ଷା ଙ୍କୁ ପ୍ରଶ୍ନ ପଚାରିଥିଲେ ହେଲେ ଏହାକୁ ବର୍ଷା ଙ୍କ ଓକିଲୋ ଅନାବଶ୍ୟକ ବୋଲି କହିଥିଲେ ।

ତେବେ କୋର୍ଟ ମଧ୍ୟ ଉଭୟ ପ୍ରଶ୍ନ ପଚରା ପଚିରି ରେ ସମାଧାନ ହୋଇ ନଥିଲା ମାମଲା ଜାହାକୁ ନେଇ କୋର୍ଟ ଆଉ ଏକ ତାରିଖ ଦେଇଛନ୍ତି ଏହି ମାମଲା ର ସୁଣାଣି ପାଇଁ । ତେବେ ବର୍ତମାନ ସମୟ ରେ ଅନୁଭବ ବର୍ଷା ଙ୍କ ବିବାଦ ଶେଷ ହେଉ ନଥିବା ବେଳେ ଆପଣ ମାନେ କେତେ ପରିମାଣ ରେ ଏହି ଦୁଇ ଯୋଡି ଙ୍କୁ ପସନ୍ଦ କରନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *