କାର୍ କି ଘୋଡା ନୁହେଁ ଜେସିବି ଚଢ଼ି ବିବାହ କରିବାକୁ ଆସିଲା ବର | ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ !!

jcb

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଜେସିବି ରେ ବସି କନ୍ୟା ଘରକୁ ଗଲା ବର ଭାଇରଲ ହୋଇଛି ସୋସିଆଲ ମିଡିଆ ରେ ଭିଡିଓ । ହଁ ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏମିତି ଏକ ଘଟଣା ଘଟିଛି ରାଜସ୍ତାନ ରେ । ତେବେ ବନ୍ଧୁଗଣ ବିବାହ ଉତ୍ସବ କୁ ବହୁତ ଧୁମଧାମ୍ ରେ ଲୋକ ମାନେ ପାଳନ କରିଥାନ୍ତି । ଏହି ସବୁ ଭିତରେ ବର ଗାଡି କୁ ଅଧିକ ପ୍ରାଧାନ୍ୟ ଦିଆଜାଇ ଥାଏ ।

ଏକ ଲଗ୍ଜୋରୀ ଗାଡିରେ ବର କନ୍ୟା ଘରକୁ ଜାଇଥାନ୍ତି । ହେଲେ କେବେ କିଏ ଜେସିବି ରେ ବସି ବିବାହ କରିବାକୁ ଯାଉଥିବାର ଆପଣ ମାନେ ଦେଖିଛନ୍ତି କି ? ଗୁଜୁରାଟ ରୁ ଆସିଛି ଏମିତି ଏକ ନିଆରା ବିବାହ ର ଚିତ୍ର । ଦେଖନ୍ତୁ ଜେସିବି ମେସିନ କୁ ଫୁଲ ରେ ଅତି ସୁନ୍ଦର ଭାବେ ସଜା ଜାଇଛି । ଆଉ ଜେସିବି ଉପରେ ବସିଛନ୍ତି ବର ଏବଂ ତାଙ୍କ ସହିତ ବସିଛନ୍ତି ପରିବାର ର ଆଉ ଦୁଇ ଜଣ ସଦସ୍ୟ ।

jcb

ଆଉ ତଳେ ଡିଜେ ବାଜୁଛି ବରଯାତ୍ରୀ ନାଚି ଗାଇ କନ୍ୟା ଘରକୁ ଯାଉଛନ୍ତି । ଆଉ ଜେସିବି ରେ ବସି ବାହାହେବାକୁ ଯାଉଥିବା ବରକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ ଏହି ଦୃଶ୍ୟ ଗୁଜୁରାଟ ର ନବସାରୀ ର ଚିଖିଲି ରୁ ଆସିଛି । ଯେଉଁଠି କେଇୟୁର ପଟେଲ ତାଙ୍କ ବିବାହ ପାଇଁ ଜେସିବି ରେ କନ୍ୟା ଘରେ ପହଁଚି ଥିଲେ ।

ତେବେ ବର ଜଣଙ୍କ କହିଛନ୍ତି ସେ ନିଜର ବିବାହ ରେ କିଛି ନିଆରା କରିବା ପାଇଁ ଚାହୁଁଥିବା ବେଳେ ଏହି ପରି ସେ ଜେସିବି ରେ ଯିବାର ବ୍ୟବସ୍ଥା କରିଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ଆପଣ ମାନଙ୍କୁ କେଇୟୁର ପଟେଲ ଙ୍କ ଆଇଡିଆ ବିଷୟ ରେ କଣ ମତାମତ ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *