ଦ୍ୱିତୀୟ ବିବାହ କଲେ ଅର୍ଚ୍ଚିତା । ଭିଡ଼ିଓ ହେଲା ଭାଇରାଲା…

Archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି ଅର୍ଚ୍ଚିତା ତେବେ ବନ୍ଧୁଗଣ ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ କରି ଜାଣିଥିବେ । ଗତ ଦୁଇ ବର୍ଷ ତଳେ ସେ ସବ୍ୟସାଚୀ ଙ୍କୁ ବାହା ହୋଇଥିଲେ । ସୁଟିଂ ସେଟ ରୁ ସବ୍ୟସାଚୀ ଏବଂ ଅର୍ଚ୍ଚିତା ପରସ୍ପର ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହାଲେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ବହୁତ ସାରା ସିନେମା ରେ ଅଭିନୟ କରିଛନ୍ତି । ଏମିତି ତାଙ୍କର ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ଏହି ଲୋକ ପ୍ରିୟ ଯୋଡି ଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

ତେବେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ରାଜସ୍ତାନ ରେ 2 ବର୍ଷ ତଳେ ବିବାହ କରିଥିଲେ । ବିବାହ ରେ କିଛି ପରିବାର ଲୋକ ମାନଙ୍କ ସହିତ କିଛି ଓଲିଉଡ ର ସେଲିବ୍ରେଟି ମାନେ ବି ସାମିଲ ରହିଥିଲେ । ଆଉ ବିବାହ ଟି ବହୁତ ଧୁମ୍ ଧାମ୍ ରେ ହୋଇଥିଲା । ତେବେ ଏବେ ପୁଣି ଥରେ 2 ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅର୍ଚ୍ଚିତା ଏବଂ ସବ୍ୟସାଚୀ ।

Archita

ଆଉ ଏହି ବାହାଘର ରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ପରିବାର ଲୋକ ମାନେ ରହିଥିବାର ନଜର ଆସିଛନ୍ତି । ଆଉ ବିବାହ କୁ ନିଜ ହାତରେ ସଂମ୍ପର୍ଣ୍ଣ କରିଛନ୍ତି ସବ୍ୟସାଚୀ ଙ୍କ ମାଆ । ତେବେ ବିବାହ ରେ ଦୁହେଁ ବହୁତ ଖୁସୀ ଥିବାର ନଜର ଆସିଛନ୍ତି । ବର୍ତମାନ ସମୟ ରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଗରିବ ଲୋକ ମାନଙ୍କର ସାହାଯ୍ୟ କରୁଥିବାର ମଧ୍ୟ ଦେଖା ଦେଇଛନ୍ତି ।

ଗତ ଦିନ ମାନଙ୍କରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏକାଠି ବହୁତ ସାରା ସିନେମା ରେ ଅଭିନୟ କରିବାରେ ଲାଗିିଥିଲେ । ହେଲେ ଏବେ ଏକାଠି ମିଶି ବହୁତ ସାରା ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବା ପାଇଁ ମିଳିଛନ୍ତି ।

ବାହାଘର ପରେ ଅର୍ଚ୍ଚିତା ଓଡିଆ ସିନେମା ରେ ଅଭିନୟ କରୁଥିବା ବେଳେ ସବ୍ୟସାଚୀ କିନ୍ତୁ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଛନ୍ତି । ହେଲେ ଆଗାମୀ ଦିନ ମାନଙ୍କରେ ଦୁହିଁଙ୍କର ଗୋଟେ ଫିଲ୍ମ ଏକାଠି ଆସିବା ପାଇଁ ଯାଉଛି ବୋଲି ସୁଣିବାକୁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଜବର୍ଦୋସ୍ତ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀ କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *