ସାମ୍ନାକୁ ଆସିଲା ଅନୁଭବଙ୍କ ଦ୍ଵିତୀୟ ସ୍ତ୍ରୀଙ୍କ ଫୋଟୋ !ସତରେ କଣ ଦ୍ଵିତୀୟ ବିବାହ କରିଛନ୍ତି ଅନୁଭବ

ANUBHAB

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆ ରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ସ୍ପଷ୍ଟିକରଣ ରଖିଛି ଅନୁଭବ ମହାନ୍ତି ଦା ରିୟଲ ହିରୋ ଅଫ କେନ୍ଦ୍ରାପଡା । ହଁ ବନ୍ଧୁଗଣ ଅନୁଭବ ମହାନ୍ତି ଦା ରିୟଲ ହିରୋ ଅଫ କେନ୍ଦ୍ରାପଡା ରେ ଏହାର ସ୍ପଷ୍ଟିକରଣ ରଖାଜାଇଛି। ଯେଉଁଥିରେ ଲେଖା ହୋଇଛି ମୂଳରୁ ଡିଆସିିଲି ଲଗା ହୋଇନି ହେଲେ ସେପଟେ ନିଆଁ ଲାଗି ଧୂଆଁ ବାହାରିଲାନି ।

ଅର୍ଥାତ ଏହିଥିରୁ ଜଣା ପଡୁଛି ଯେଉଁ ଚର୍ଚ୍ଚା ହେଉଥିଲା ତାହା ମିଛ । ଅନୁଭବ ଦ୍ୱିତୀୟ ବିବାହ କଲେ । ଅନୁଭବ ଦିଲ୍ଲୀ ବାନ୍ଧବି ଙ୍କୁ କୁଆଡେ ଦ୍ୱିତିୟ ବିବାହ କଲେ । ଏମିତି ଅନେକ ଗୁଡିଏ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଥିଲା । ଜାହାର ପଷ୍ଟିକରଣ ରଖିଛି ଅନୁଭବ ମହାନ୍ତି ଦା ରିୟଲ ହିରୋ ଅଫ କେନ୍ଦ୍ରାପଡା । ଏବଂ ସେଠାରେ ଦୁଇଟି ଫୋଟ ସେୟାର ହୋଇଛି । ଅନୁଭବ ଙ୍କ ସହିତ ତାଙ୍କ ସ୍ତ୍ରୀ ଙ୍କ ଫୋଟ ରହିଛି ।

ହଁ ବନ୍ଧୁଗଣ ଏହା ରିୟଲ ନୁହେଁ ଏହା ଥିଲା ରିଲ । ଜାହାର ସ୍ପଷ୍ଟିକରଣ ରଖିଛି ଅନୁଭବ ମହାନ୍ତି ଦା ରିୟଲ ହିରୋ ଅଫ କେନ୍ଦ୍ରାପଡା । ଏହି ଫେସବୁକ ସାଇଟ ରେ ଯେଉଁ ଫୋଟ ସେୟାର ହୋଇଛି । ହେପି ୱେଣ୍ଡିଂ ଏହି ବିବାହ କୁ ଆପଣ ମାନଙ୍କୁ ସ୍ୱାଗତ କରୁଛୁ ପ୍ରେମ୍ ଏବଂ ସ୍ୱେତା ତେବେ ଅନୁଭବ ଙ୍କ ନାମ ପ୍ରେମ ହୋଇଥିବା ବେଳେ ସ୍ୱେତା ନାମରେ ଅଭିନୟ କରୁଛନ୍ତି ସେ ତାଙ୍କର ସ୍ତ୍ରୀ ଭୂମିକା ରେ ନଜର ଆସୁଛନ୍ତି ।

ANUBHAB

ତାଙ୍କ ଆପକୋମିଂ ଫିଲ୍ମ ଲଭ ଇନ ଲଣ୍ଡନ ରେ ଏହି ଫୋଟ ମାଧ୍ୟମ ରେ ସୋସିଆଲ ସାଇଟ ରେ ଲେଖା ଜାଇଛି । ମୂଳରୁ ଡିଆସିିଲି ଲଗା ହୋଇନି ହେଲେ ସେପଟେ ନିଆଁ ଲାଗି ଧୂଆଁ ବାହାରିଲାନି । ଅର୍ଥାତ ଏହଥିରୁ ଜଣା ପଡୁଛି କି କଣ ସତରେ ଅନୁଭବ ମହାନ୍ତି ଦିଆସିଲି ଲଗେଇବେ । ନିଆଁ ଲଗେଇବେ ଆଉ ବାହାରେ ଧୁଆଁ ଉଡିବ । ତେବେ ସେହି ଦିନ କେବେ ଯେତେ ଅନୁଭବ ମହାନ୍ତି ପୁଣି ସତ ସତକା ଦ୍ୱିତୀୟ ବିବାହ କରିବେ । ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

 

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *