ସିନେମା ଜଗତ ପାଇଁ ପୁଣି ଆସିଲା ବଡ଼ ଦୁଃଖ ଖବର । ଏହି ପ୍ରସିଦ୍ଧ ଅଭିନେତାଙ୍କ ହଠାତ୍ ଘଟିଲା ମୃ-ତ୍ୟୁ l

Actor

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଚଳଚିତ୍ର ଜଗତ ପାଇଁ ଜାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାର ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋରର ଲହରୀ ଖେଳିଜାଇଛି । ଏହି ପ୍ରସିଦ୍ଧ କଳାକାର ଏକ ଘୋରଇ ହସ୍ପିଟାଲ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କାଳାକାର ମାନେ ରହିଛନ୍ତି । ଭାରତ ସବୁଠାରୁ ଆଗରେ ବିଗତ କିଛି ଦିନ ହେଲା ଏହି ପ୍ରସିଦ୍ଧ କଳାକାର ଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ନଥିଲା । ତାଙ୍କୁ ଏକ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା । ତେବେ ତାଙ୍କୁ ଡାକ୍ତର ଖାନା ରେ ଭର୍ତ୍ତି ହେବା ଏବଂ ମୃ-ତ୍ୟୁ ବରଣ କରିବା କାରଣ ଏବେ ଯାଏ ଜଣା ପଡି ନାହିଁ ।

ସୋସିଆଲ ମିଡିଆ ରେ ତାଙ୍କର ପ୍ରିୟଜନ ମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ସେ ଅଭିନୟ ସହିତ ଚଳଚିତ୍ର ନିର୍ମାତା ମଧ୍ୟ ତେବେ ସେ ହସ୍ପିଟାଲ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଅନେକ ସାମାଜିକ ଗଣ ମାଧ୍ୟମ ଜରିଆରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Papular Actor

ଉତ୍ତର ପ୍ରବେଷ୍ଟିତ ପୌତୃକ ଘରେ ଆଜିମ୍ ଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ଲୋକ ପ୍ରିୟ ଚଳଚିତ୍ର ନିର୍ମାତା ଆଜିମ୍ ହୋସେନ ଙ୍କ ଆଜି ପୋରଲୋକ ଘଟିଛି ତାଙ୍କର ପରଲୋକ ରେ ଅନେକ କଳାକାର ମାନେ ଶୋକ ପ୍ରକାଶ କରିଛନ୍ତି । ଏବଂ ତାଙ୍କ ପାଇଁ ମନୋରଂଞନ ଜଗତ ରେ ଶୋକର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *