ପୁଣି ଆସିଲା ବଡ଼ ଦୁଃଖ ଖବର । ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃ-ତ୍ୟୁରେ ଖେଳିଯାଇଛି ଶୋକର ଲହରୀ l

odia Actress

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଅଲିଉଡ ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପୋରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ଓଲିଉଡ ଜଗତ ରେ ଶୋକର ଲହରୀ ଖେଳିଜାଇଛି ।

ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି ନାଚ ହେଉ ବା ଗୀତ ହେଉ ଭାରତ ସବୁଠାରୁ ଆଗରେ । ତେବେ ଏହି ଲୋକ ପ୍ରିୟ ଓଡ଼ିଆ ଅଭିନେତ୍ରୀ ଙ୍କ ପରଲୋକ ଘଟିଛି । ମୃ-ତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ହୋଇଥିଲା । ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସା ଧୀନ ଅବସ୍ଥା ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ମାତ୍ର 9 ବର୍ଷ ବୟସ ରୁ ଏକ କାଳିନ ବ୍ରାହ୍ମଣ ପରିବାର ରୁ ଆସି ଅର୍ଣ୍ଣପୂର୍ଣ୍ଣା ଥେଟର ରେ ଯୋଗ ଦେଇ ନାଟକ ରେ ଅଭିନୟ କରିଥିଲେ । ଅଭିନୟ ଜଗତରେ ଲକ୍ଷ୍ମୀ ପ୍ରିୟା ସେହି ସମୟ ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତେବେ ସେ ଅର୍ଣ୍ଣପୂର୍ଣ୍ଣା ଥେଟର ର ଜଣେ ଆଗ ଧାଡି ର ଅଭିନେତ୍ରୀ ଥିଲେ । ସେ ତାଙ୍କ ଜିବନ କାଳ ମଧ୍ୟରେ ଅର୍ଣ୍ଣପୂର୍ଣ୍ଣ ରଙ୍ଗ ମଞ୍ଚରେ ସେ ପ୍ରାୟ 35 ଟି ନାଟକ ରେ ଅଭିନୟ କରିଥିଲେ ।

Lakshmi Priya

ସେହି ଗୁଡିକ ମଧ୍ୟରେ ଚଣ୍ଡାଳିନି ହରିଷଚନ୍ଦ୍ର , ଦେବଜାନୀ , ବକ୍ସି ଜଗବନ୍ଧୁ , କୃଷ୍ଣ ଲୀଳା , ସୀତା ପରିକ୍ଷା , ଝିମିଟି ଖେଳ , ସୂର୍ଣ୍ଣଚମ୍ପା ପ୍ରଭୂତି ରହିଛି । ଶ୍ରୀ ଗୁରୁ କେଳି ଚରଣ ମହାପାତ୍ର ଏବଂ ଗୁରୁ ଗୋପି କୃଷ୍ଣ ବେହେରା ଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ପ୍ରିୟା ମିଶ୍ର ଙ୍କ ବିୟୋଗ ରେ ନାଟ୍ୟ ଜଗତ ରେ ଶୋକର ଛାୟା ଖେଳିଜାଇଛି । ପୁରୀ ଆର୍ଟିଷ୍ଟ ଆସୋସେସନ ତରଫ ରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *