ପୁଣି ଭାଇରାଲ ହେଉଛି ପିଣ୍ଟୁ ନନ୍ଦଙ୍କ ଏହି ଭିଡିଓ । ଦେଖି ନିଅନ୍ତୁ ଏବେ ହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ନିଜର ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ତାଙ୍କୁ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉ ଥିଲା । ହେଲେ ପିଣ୍ଟୁ ନନ୍ଦ ଙ୍କୁ ପାରିଲେନି ଭୁବନେଶ୍ୱର ଡାକ୍ତର । ତାଙ୍କର ଉନ୍ନତ ଚିକିତ୍ସା ପାଇଁ ବର୍ତମାନ ସମୟ ରେ ତାଙ୍କୁ ଦିଲ୍ଲୀ ପଠାଜାଇଛି । ତେବେ ଦିଲ୍ଲୀ ଯିବା ପୂର୍ବରୁ ପିଣ୍ଟୁ ନନ୍ଦ ସ୍ତ୍ରୀ ପିଲା ଙ୍କୁ କଣ କହିଥିଲେ ଜାଣିବାକୁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ସବୁ ବେଳେ ହସ ଏବଂ ରାଗ ବାଣ୍ଟି ଆସୁଥିଲା ପିଣ୍ଟୁ ନନ୍ଦ । ଏବେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ତେବେ କ୍ରୋନିକ୍ ହେପାଟାଇଟିସ୍ ରେ ସେ ପୀଡିତ ହୋଇ ପିଣ୍ଟୁ ନନ୍ଦ ଙ୍କ ଲିଭର ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଛି । ତେଣୁ ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇ ଯିବାକୁ ଡାକ୍ତର ମାନେ ପରାମର୍ଶ ମଧ୍ୟ ଦେଇଥିଲେ । ଏବଂ ଏବେ ତାଙ୍କୁ ଦିଲ୍ଲୀ ନିଆଯାଇଛି ।

Pintu Nanda

ସୂଚନା ଥାଉ କି ତାଙ୍କର ଚିକିତ୍ସା ଲାଗି ଅନନ୍ୟ 50 ଲକ୍ଷ ଟଙ୍କା ଜରୁରୀ ରହିଛି । ଏବଂ ଏହାକୁ ନେଇ ଡାକ୍ତର ମାନେ ଆକଳନ କରି କହିଛନ୍ତି । ହେଲେ ଏତେ ଅର୍ଥ ଯୋଗାଡ କରିବା ପିଣ୍ଟୁ ନନ୍ଦ ଙ୍କ ପାଇଁ ଅସମ୍ଭବ ଅଟେ । ଏହାରି ମଧ୍ୟରେ କିଛି ସୁହୃଦୟ ର ବ୍ୟକ୍ତି ମାନେ ମଧ୍ୟ ନିଜର ସାମର୍ଥ ଅନୁସାରେ ତାଙ୍କୁ ସହଯୋଗ ର ହାତ ବଢେଇଛନ୍ତି । ପିଣ୍ଟୁ ନନ୍ଦ ଙ୍କ ଆରୋଗ୍ୟ ପାଇଁ ଓଡିଆ ସିନେ କଳାକାର ସଂଙ୍ଘର ସଦସ୍ୟ ମାନେ ବି ଏକାଠି ହୋଇଛନ୍ତି ।

ପିଣ୍ଟୁ ନନ୍ଦ ଦିଲ୍ଲୀ ଯିବା ପୂର୍ବରୁ ଡାକ୍ତର ଅଚ୍ୟୁଚ ସାମନ୍ତ 2 ଲକ୍ଷ ଟଙ୍କା ଚିକିତ୍ସା ପାଇଁ ପ୍ରଦାନ କରିଥିଲେ । ତେବେ ଏହାକୁ ନେଇ ସ୍ତ୍ରୀ ପିଲା ଏବଂ ସାମାଜିକ ଗଣ ମାଧ୍ୟମ କେ ପିଣ୍ଟୁ ନନ୍ଦ କହିଥିଲେ ଯେ ଡାକ୍ତର ଅଚ୍ୟୁତ ସାମନ୍ତ 2 ଲକ୍ଷ ଟଙ୍କା ସାହାଯ୍ୟ କରିବା ସହିତ ତାଙ୍କ ପିଲାଙ୍କର ଭବିଷ୍ୟତ କଥା ବି ଚିନ୍ତା କରିବେ ବୋଲି ପିଣ୍ଟୁ ନନ୍ଦ କହିଥିଲେ । ଆଉ ଯାହା ଦରକାର ହେବ ତାଙ୍କର ଚିକିତ୍ସା ପାଇଁ ବି ସେ ସାହାଯ୍ୟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *