ପୁଣି ଏହି ଅବିନେତାଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର ।

satyaki mishra

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁରୁତ୍ୱର ଭାବେ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ଓଡିଆ ଅଭିନେତା ସାତ୍ୱକି ମିଶ୍ର ତାହାଲେ ପିଣ୍ଟୁ ନନ୍ଦ ଙ୍କ ପରେ ଆଉ ଜଣେ ଓଡିଆ ଅଭିନେତା ଏବେ ଗୁରୁତ୍ୱର ଭାବେ ହସ୍ପିଟାଲ ରେ ଭର୍ତ୍ତି ରେ ହୋଇଛନ୍ତି । ତାହାଲେ ବନ୍ଧୁଗଣ ଆପଣ ମାନେ ସାତ୍ୱକି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ବହୁତ ସିନେମା ରେ ଅଭିନୟ କରିଛନ୍ତି ସାତ୍ୱକି ମିଶ୍ର ।

ଦିର୍ଘ 20 ବର୍ଷ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଥିବା ବେଳେ ସେ ପ୍ରାୟ 50 ରୁ ଅଧିକ ଓଡିଆ ସିନେମା ଏବଂ ପ୍ରାୟ 10 ରୁ ଅଧିକ ଓଡିଆ ସିରିଏଲ ରେ ଅଭିନୟ କରି ସାରିଛନ୍ତି ସାତ୍ୱକି ମିଶ୍ର । ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ସାରା ଓଡିଶା ର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ତାହାଲେ ଜିବନ ସାଥି ସିରିଏଲ ରେ ସାତ୍ୱକି ମିଶ୍ର ଙ୍କ ବହୁତ ସୁନ୍ଦର ଅଭିନୟ ଦେଖିବା ପାଇଁ ମିଳିଥୁିବା ବେଳେ ଏବେ ସାତ୍ୱକି ମିଶ୍ର ଙ୍କ ଦେହ ଖରାପ ହୋଇଛି ।

satyaki

ଦିଲ୍ଲୀର ଏକ ହସ୍ପିଟାଲ ରେ ଆଡମିଟ ହୋଇଛନ୍ତି ସାତ୍ୱକି ମିଶ୍ର । ତାହାଲେ ବନ୍ଧୁଗଣ ସାତ୍ୱକି ମିଶ୍ର ଙ୍କୁ ହୋଇଛି କ୍ୟନସର ରୋଗ ତାଙ୍କର ମାଉଥ କ୍ୟନସର କାରଣ ରୁ ସେ ଏବେ ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଆଉ ଏବେ ତାଙ୍କର ମାଉଥ କ୍ୟନସର ର ଅପରେସନ ବି ମଧ୍ୟ ସରି ଜାଇଛି । ତାହାଲେ ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲ ରେ ରହିଛନ୍ତି ସାତ୍ୱକି ମିଶ୍ର ।

ତେବେ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ପିଣ୍ଟୁ ନନ୍ଦ ଙ୍କ ଲିଭର ଖରାପ ହେବା କାରଣ ରୁ ସେ ଏବେ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଛନ୍ତି । ଆଉ ସାହାଯ୍ୟ ର କରିବା ପାଇଁ ଅନୁରୋଧ କରିଛନ୍ତି ଓଡିଆ ଅଭିନେତା ପିଣ୍ଟୁ ନନ୍ଦ । ତାହାଲେ ପିଣ୍ଟୁ ନନ୍ଦ ଙ୍କ ପରେ ଏବେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆହୁରି ଗୋଟେ ବଡ ଝଟ୍କା ଲାଗିଛି । ତେବେ ସାତ୍ୱକି ମିଶ୍ର ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସିଛନ୍ତି ।

ତାହାଲେ ମାଉଥ କ୍ୟନସର କାରଣ ରୁ ସେ ଏବେ ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତାହାଲେ ଅତି ଗୁରୁତ୍ୱର ଅବସ୍ଥା ରେ ରହିଛନ୍ତି ଦିଲ୍ଲୀର ହସ୍ପିଟାଲ ରେ ଏହି ଓଡିଆ ଅଭିନେତା । ତେବେ ବନ୍ଧୁଗଣ ଆପଣ ମାନେ ସାତ୍ୱକି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ତାଙ୍କର ଅଭିନୟ କୁ ବି ଆପଣ ମାନେ ବହୁତ ଭଲ ଭାବେ ଦେଖିଥିବେ । ଆପଣ ମାନଙ୍କୁ ସାତ୍ୱକି ମିଶ୍ର ଙ୍କ ଅଭିନୟ କମେତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *