ଆଉ ଲୁଚିକି କରନା ,ମୋ ବୋହୂକୁ ପୁରା ନେଇଯା I ଶ୍ୱଶୁର ଧରିଥିଲା, ସକାଳୁ ସେହି ପ୍ରେମିକକୁ ବୋହୂ ସହ ବାହା କରେଇ ଦେଲା

bahu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଲ କରି ଦେଖି ନିଅନ୍ତୁ ଏହି ଦୃଶ୍ୟ କୁ ଯେଉଁଠି ଘରର ବୋହୁ କୁ ତା ପ୍ରେମିକ ସହ ବିବାହ କରି ଗାଡିରେ ପୁରେଇ ଶାଶୁ ଘର ପଠାଉଛି ଶସୁର । ହଁ ବନ୍ଧୁଗଣ ଏହି ସଜ ସଜ ଘଟିଥବା ଗୋଟ ଘଟଣା ଆପଣ ମାନଙ୍କର ବି ମନେ ଥିବ । ରାତି ଅଧରେ ଘର ଭିତରେ ପସିଥିଲା ପ୍ରେମିକ ଆଉ ବୋହୁ ସହିତ ପ୍ରେମିକ କୁ ଧରି ଦେଇଥିଲେ ଶସୁର । ଆଉ ସେହି ଦିନ କଣ ହୋଇଥିଲା ଆପଣ ମାନଙ୍କର ବି ମନେ ଥିବ ।

ଦେଖିଲେ ତ ବନ୍ଧୁଗଣ ଯେଉଁ ଘରେ ବୋହୁ ସହିତ ଆଉ ଗୋଟେ ପୁଅ ଆସି ପ୍ରେମ କରୁଛି । ଆଉ ସେତିକି ବେଳେ ଶାସୁ ଶାସୁର ସମସ୍ତେ ଧରି ଦେଇଛନ୍ତି । ଶସୁର ପ୍ରେମିକ କୁ ପଚାରୁଛି ତୁ ମୋ ବୋହୁ ସହିତ କେତେ ଥର କରିଛୁ ଆଉ କେତେ ଟଙ୍କା ନେଇଛୁ କହ । ପ୍ରେମିକ କହୁଛି 5000 ହଜାର ଟଙ୍କା ଦେଇଥିଲି । ଆଉ ତା ପରେ ଜାହା ଗାଳି ପଡିଥିଲା ଆପଣ ମାନେ ସୁଣିଥିଲେ ।

bahu

ଆଉ ଆଜି ଆଉ ଗୋଟେ ଭିଡ଼ିଓ ଭାଇରଲ ହେଉଛି । ଯେଉଁଥିରେ ଯେଉଁ ପୁଅ ସହିତ ବୋହୁ କୁ ଶସୁର ଧରିଥିଲା ସେହି ପ୍ରେମିକ ପ୍ରବର ସହିତ ନିଜ ବୋହୁ କୁ ବାହାଘର କରି ଦେଇଛି । ଥରେ ଦେଖନ୍ତୁ ଶାସୁ କେମିତି ବୋହୁ ର ହାତକୁ ନେଇ ପ୍ରେମିକର କାନ୍ଧ ଉପରେ ଥୋଇ ଦେଉଛି । ଆଉ ସକାଳୁ ସକାଳୁ ବୋହୁ ବିଦା ହେବା ଭଳି ବୋହୁ କୁ ବିଦା କରାଯାଉଛି ।

ଆଉ ବୋହୁ ବି ଲାସି ଟହ ଟହ ବିଦାୟ ସାଢି ପିନ୍ଧିଛି ହାତରେ ଆଞୁଳୀ ନେବା ପରିବର୍ତେ ଘରର କିଛି ଲୋକେ ଟେକି ନେଇ କାର ରେ ବସେଇ ଦେଉଛନ୍ତି । ଆଉ ତା ପରେ ନିଜ ପ୍ରେମିକ ପ୍ରବର ସହିତ ବୋହୁ ଶାସୁ ଘରକୁ ଯାଉଛି । ଆଉ ଏହି ଦୃଶ୍ୟ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ଧନ୍ୟବାଦ ସଶୁର । ଏମିତି ବୋହୁ ସହିତ ଶସୁର ଏମିତି କରିବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *