ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନୟ ଛାଡିବା ପରେ ଏବେ ଶାଶୁ ଘରେ କେମିତି ଚଳୁଛନ୍ତି ଓଡିଆ ଅଭିନେତ୍ରୀ ପୂଜା ଚକ୍ରବର୍ତି । ତେବେ ବନ୍ଧୁଗଣ ଆପଣ ମାନେ ପୂଜାକୁ ଆଗରୁ ବହୁତ ସାରା ସିନେମା ରେ ଅଭିନୟ କରିଥିବାର ଦେଖିଥିବେ । ହେଲେ ବାହାଘର ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି ।
ତେବେ ଆଜକୁ ପ୍ରାୟ 4 ବର୍ଷ ପୂର୍ବେ ପୂଜା ଙ୍କ ବାହାଘର ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ତାହାଲେ ପୂଜା ଙ୍କ ସ୍ୱାମୀ ହେଲେ ଜଣେ କ୍ୟାମେରା ମ୍ୟାନ । ଆଉ ସୁଟିଂ ସେଟ୍ ରୁ ହିଁ ସେ ତାଙ୍କ ସ୍ୱାମୀ ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ହେଲେ ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି । ଆଉ ଏବେ ତାଙ୍କର ଗୋଟିଏ କୁନି ପୁଅ ଜନ୍ମ ନେଇଛନ୍ତି । ତାହାଲେ ପୁଅଙ୍କୁ ଏବେ ପ୍ରାୟ 3 ବର୍ଷ ବୟସ ହୋଇଜାଇଛି । ତେବେ ବର୍ତମାନ ସମୟ ରେ ନିଜର ଘର ସଂସ୍କାର ସଜାଡିବାରେ ଲାଗି ପଡିଛନ୍ତି ପୂଜା ଚକ୍ରବର୍ତି । ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସେ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି । ଆଉ ନିଜ ପରିବାର ଲୋକଙ୍କ ସହିତ ସେ ବହୁତ ଖୁସୀରେ ରହୁଛନ୍ତି ।
ଆଉ ଆଗାମୀ ଦିନ ରେ ତାଙ୍କର ପୁଅ ବଡ ହେବା ପରେ ସେ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରିବେ ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ପୂଜାଙ୍କର ବହୁତ ସାରା ସିରିଏଲ ନିଶ୍ଚିତ ଭାବେ ଦେଖିଥିବେ । ତାଙ୍କର ସୁନ୍ଦର ଅଭିନୟ ଆଜି ଯାଏ ବି ତାଙ୍କର ଫେନ ମାନେ ମନେ ରଖିଛନ୍ତି । ତେବେ ଆପଣ ମାନଙ୍କୁ ପୂଜା ଚକ୍ରବର୍ତି କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।