ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା କାଣ୍ଡର ରିପିଟ ଘଟଣା ଦେଖିବାକୁ ମିଳିଛି । ଗୁରୁତ୍ୱର ଅବସ୍ଥା ରେ ନେତା ଜଣଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି । ଏପଟେ ନବ ଦାସ ଙ୍କ ଘଟଣା ସାରା ଓଡିଶା କୁ ସ୍ତବ୍ଧ କରି ଦେଇଥିବା ବେଳେ ପୁଣି ଜଣେ ନେତା ଙ୍କୁ ଗୁଳି ମାଡ କରାଜାଇଛି । ଏପଟେ ଲୋକ କହିଲେଣି ରାଜନୀତି ଲୋକ ମାନେ ଅସୁରକ୍ଷିତ ରହିଛନ୍ତି । ଦିନ ଦ୍ୱିପ୍ରହର ରେ ସର୍ବସମ୍ମୁଖ ରେ ନବଦାସ ଙ୍କୁ ଗୁଳି କରି ହ-ତ୍ୟା କରିଥିଲେ । ପୋଲିସ ASI ଗୋପାଳ ହେଲେ ।
କାହିଁକି ମାରିଲେ ବୋଲି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ଥିବା ବେଳେ ପୁଣି ଜଣେ ନେତା ଙ୍କୁ ଗୁଳି ମରାଜାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ରେ ଜାହାକୁ ନେଇ ଏବେ ଚର୍ଚ୍ଚା ଜୋର ଲାଗିଛି । ଆନ୍ଧ୍ର ପ୍ରଦେଶ ର ତେଲଗୁ ଦେସମ ପାର୍ଟି ନେତା ବିନା ବାଲା କୋଟି ରେଡି ନିଜର ବାସ ଭବନ ରେ ଗୁଳି କରି ତାଙ୍କୁ ହ-ତ୍ୟା ଉଦ୍ୟମ କରାଜାଇଛି ।
ପୋଲିସ ର କହିବା ଅନୁସାରେ ଟିଡିପି ନେତା ତଥା ପୂର୍ବତନ ସାଂସଦ ବିନା ବାଲା କୋଟି ରେଡିଙ୍କୁ ରାତି 10.30 ରେ ଗୁଳି କାରାଜାଇଛି । ତାଙ୍କୁ ପି ଭେଙ୍କେଟେସ୍ୱର ନାମକ ଜଣେ ବ୍ୟକ୍ତି ଗୁଳି କରିଛନ୍ତି । ତାଙ୍କୁ ଏବେ ଗୁରୁତ୍ୱର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଜାଇଛି । ତେବେ ଏହି ଘଟଣା ଗୁଣ୍ଡୁର ଜିଲ୍ଲାର ରୋମବିଜ ରେଲା ରେ ଘଟିଥିବା ସାମ୍ନାକୁ ଆସିଛି ।
ଭେଙ୍କେଟଶ୍ୱର ପ୍ରଥମେ ବାଲା କୋଟି ରେ ପହଁଚି କବାଟ ବଡେଇଥିଲେ କବାଟ ଠକ୍ ଠକ୍ ସୁଣି ବାଲାକୋଟି ଭିତରୁ କବାଟ ଖୋଲିଥିଲେ । ଆଉ ଏହି ସମୟ ରେ ତାଙ୍କୁ ଗୁଳି କରିଥିଲା ଭେଙ୍କେଟେଶ୍ୱର ରେଡି । ଗୁଳି ଶବ୍ଧ ସୁଣି ଆଖ ପାଖରେ ଥିବା ଲୋକେ ଦୈଡି ଆସିଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ସେପଟେ ଟିଡିପି ନେତା ଙ୍କ ଅଭିଯୋଗ ଯେ ଏହି ଗୁଳି କାଣ୍ଡ ପଛରେ ୱାଇ ଆରସିପି ନେତାଙ୍କ ସଂମ୍ପୃକ୍ତି ରହିଛି । ଏହି ନେଇ ପୋଲିସ ଏକ ମାମୱା ରୁଜୁ କରିଛି । ଅଭିଯୁକ୍ତ ପି ଭେଙ୍କେଟେଶ୍ୱର ରେଡି ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି । ତେବେ ଗୁଳି କାଣ୍ଡ ପଛରେ ଥିବା କାରଣ ଏବେ ଯାଏ ଜଣା ପଡି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।