ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଏବେ ଏତ ବଡ ଖବର ସାମ୍ନାକୁ ଆସୁଛି । ଅଭିନେତା ପିଣ୍ଟୁ ନନ୍ଦ ଜାହାକୁ ଆପଣ ମାନେ ପିଣ୍ଟୁ ନାମରେ ଜାଣନ୍ତି । ହଁ ବନ୍ଧୁଗଣ ଅନେକ ସିନେମା , ସିରିଏଲ , ଆଲବମ୍ ରେ ଯେଉଁଥିରେ ସେ ନିଜର ଝଲକ୍ ଦେଖେଇଛନ୍ତି । ସେ ଆଜି ଲିଭର ଜନିତ ସମସ୍ୟା ରେ ପୀ଼ଡିତ ରହିଛନ୍ତି । ଆଉ ତାଙ୍କର ଅବସ୍ତା ବି ସଂଙ୍କଟା ପର୍ଣ୍ଣ ହଁ ବନ୍ଧୁଗଣ ଅଭିନେତା ପିଣ୍ଠୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂଙ୍କଟା ପର୍ଣ୍ଣ ରହିଛି ।

ଓଡିଆ ଅଭିନୟ ଜଗତ ରେ ଜଣେ ଜଣା ସୁଣା ଅଭିନେତା ଅଟନ୍ତି ପିଣ୍ଟୁ ନନ୍ଦ । ଜାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂଙ୍କଟା ପର୍ଣ୍ଣ ରହିଥିବା ସୂଚନା ରହିଛି । ସେ ବର୍ତମାନ ସମୟ ରେ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି । ଯେଉଁଥି ପାଇଁ ତାଙ୍କ ଅବସ୍ଥା ଅଧିକ ସଂଙ୍କଟାପର୍ଣ୍ଣ ହୋଇଜାଇଛି । ସେ ବହୁତ ଗୁରୁତ୍ୱର ଥିବା ବେଳେ ତାଙ୍କୁ ଉଚ୍ଛ ସ୍ଥରିୟ ଚିକିତ୍ସା ମଧ୍ୟ ଆବଶ୍ୟକ । ସବୁଠାରୁ ବଡ କଥା ଭୁବନେଶ୍ୱର ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ଦିଲ୍ଲୀ ନିଆଯିବ ବୋଲି ସୁଣିବାକୁ ମିଳିଛି ।

Pintu Nanda

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଜାହା ପିଣ୍ଟୁ ନନ୍ଦ ଙ୍କ ସାମର୍ଥ୍ୟ ବାହାରେ ଏବଂ ଏପଟେ ଚିକିତ୍ସା ପାଇଁ ସୋସିଆଲ ମିଡିଆ ରେ କେମ୍ପେନିଂ ବି ଆରମ୍ଭ ହୋଇଛି ।

ପିଣ୍ଟୁ ନନ୍ଦ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇ ଚିକିତ୍ସିତ ହେବେ । ଦୃତ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସହାୟତା ର ହାତ ବଢାନ୍ତୁ ବୋଲି ବର୍ତମାନ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ଏ ମୋବାଇଲ ରୁ ସେ ମୋବାଇଲ ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କୁ ଆର୍ଥିକ ସହାୟତା ର ହାତ ବଢାଇଛନ୍ତି ସହ ହୃଦୟ ବ୍ୟକ୍ତି ମାନେ ଆପଣ ମାନଙ୍କୁ କହି ଦେବୁ ଯେ ଏହି ନିକଟ ଅତିତ ରେ ରୁଦ୍ରାଣି ଫିଲ୍ମ ରେ ନଜର ଆସିଥିଲେ ଝିଲ୍ଲୀକ ଙ୍କ ସହିତ ।

ଆଉ ଏହା ପରେ ଜି ସାର୍ଥକ ର ଦିଦି ନମସ୍କାର ସିରିଏର ରେ ବି ନଜର ଆସିଥିଲେ । ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙଘକ ସ୍ୱାସ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେଉଛି ସେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଫେନ୍ସ ମାନଙ୍କୁ ଗଭୀର ଆଘାତ ଲାଗୁଛି । ଏହି ସବୁ ମଧ୍ୟରେ ପିଣ୍ଟୁ ନନ୍ଦ କେମିତି ସୁସ୍ଥ ହୋଇ କଳା ଜଗତ କୁ ଫେରିବେ ତାହା ହିଁ ସମସ୍ତଙ୍କର ଇଚ୍ଛା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *