ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀ ଯିବା ପାଇଁ ରେଡ଼ି ଦେଖନ୍ତୁ କିଏ ଦେଲା ଲିଭର l

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ହସ ଏବଂ ରାଗ ବାଣ୍ଟି ଆସୁଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ କ୍ରୋନିସ ହେପାଟାଇଟିସ୍ ରୋଗରେ ପୀଡିତ ହୋଇ ପୁଣ୍ଟୁ ଙ୍କ ଲିଭର ନଷ୍ଟ ହୋଇଛି । ତାଙ୍କୁ ଉଚ୍ଛ ମାନର ଚିକିତ୍ସା ଦେବା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ ।

ଆଉ ଏହି କ୍ରମ ରେ ଆସନ୍ତା କାଲି ପିଣ୍ଟୁ କୁ ଦିଲ୍ଲୀ ନିଆଯିବ । ଆସନ୍ତା କାଲି ସକାଳ 7.00 ଟା ରେ ସେ ବିମାନ ଯୋଗେ ଦିଲ୍ଲୀ ଯିବେ ସେଠାରେ ତାଙ୍କର ଚିକିତ୍ସା କରାଯିବ । ଉଲ୍ଲେଖ ରହିଛି ଯେ ତାଙ୍କର ଚିକିତ୍ସା ପାଇଁ ଅନ୍ୟାନ୍ନ 50 ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର ମାନେ ଆକଳନ କରି କହିଛନ୍ତି । ହେଲେ ଏତେ ଅର୍ଥ ଯୋଗାଡ କରିବା ପିଣ୍ଟୁ ପାଇଁ ଅସମ୍ଭବ ଅଟେ ।

Pintu n

ତାଙ୍କୁ ଆର୍ଥିକ ସହାୟତା ଦେବା ଲାଗୁ ପିଣ୍ଟୁ ଙ୍କ ସହ କଳାକାର ଏବଂ ପ୍ରଶଂସକ ମାନେ ନିବେଦନ କରିଛନ୍ତି । ଏହା ଭିତରେ କିଛି ସୁହୃଦୟ ବ୍ୟକ୍ତି ମଧ୍ୟ ନିଜର ସାମର୍ଥ୍ୟ ଅନୁସାରେ ସହାୟତା ର ହାତ ବଢେଇଛନ୍ତି । ପିଣ୍ଟୁ ଙ୍କ ଆରୋଗ୍ୟ ପାଇଁ ଓଡିଶା ସିନେ ଆସୋସେସନ ର ସଦର୍ଶ୍ୟ ମାନେ ବି ଏକାଠି ହୋଇଛନ୍ତି । ତେବେ ଓଡିଶା ର ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁତ ବର୍ଷ ହେବା ଓଡିଆ ସିନେମା ରେ ସକ୍ରିୟ ରହିଛନ୍ତି ।

ଦର୍ଶକ ପିଣ୍ଟୁ କୁ କେତେ ବେଳେ ଖଳନାୟକ ତ କେତେ ବେଳେ ସହ ନାୟକ ତ ପୁଣି ଆଉ କେତେ ବେଳେ କମେଡି ଚରିତ୍ରରେ ଦେଖିଛନ୍ତି । ତେବେ ପୁଣି ଥରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ପୁଣି ଥରେ ସୁସ୍ଥ ହୋଇ ଓଡିଆ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ । ସେହିଥି ପାଇଁ ଆସନ୍ତା କାଲି ସକାଳ 7.00 ଟା ରେ ସେ ବିମାନ ଯୋଗେ ଦିଲ୍ଲୀ ଯିବେ ସେଠାରେ ତାଙ୍କର ଚିକିତ୍ସା କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *