ଦିଲ୍ଲୀରେ ପିଣ୍ଟୁ ନନ୍ଦକୁ ଦେଖି ଏମିତି କିଛି କହିଲେ ଅଭିନେତା ଅଖିଳ ପଟ୍ଟନାୟକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ତା ବର୍ତମାନ ସମୟ ରେ ଗୁରୁତ୍ୱର ରହିଛି । ଆଉ ଏତିକି ବେଳେ କିଏ 50 ହଜାର ଟଙ୍କାର ଚେକ୍ ଦେଇ ବାଉନ୍ସ କରୁଛି । ତ ଆଉ କିଏ ଚାନ୍ଦା ଗୋଟାଉଛି । ଏହାରି ମଧ୍ୟରେ ପିଣ୍ଟୁ ନନ୍ଦ ଏହାକୁ ଘୋର ନିନ୍ଦା କରିଛନ୍ତି । ଆଉ ଏତିକି ବେଳେ ଦିଲ୍ଲୀରେ ପହଁଚି ପିଣ୍ଟୁ ନନ୍ଦ ଙ୍କୁ ଭେଟିଛନ୍ତି ଓଡିଆ ସିନେ କଳାକାର ଅକ୍ଷୟ ପଟ୍ଟନାୟକ ।

ଆଉ ଅକ୍ଷୟ ପଟ୍ଟନାୟକ ଙ୍କୁ ଦେଖିବା ପରେ ବହୁତ ଭାବ ବିହୋଲ ହୋଇ ପଡିଥିଲେ ପିଣ୍ଟୁ । ଆଉ କହି ରଖିଥିଲେ ଏହି ସବୁ ଜାହା ଚାଲିଛି ତାହାକୁ ବନ୍ଦ କର ଏମିତି ଜିବନ ଜିଇଁବା କଷ୍ଟ ଲାଗୁଛି । ଆଉ ସେପଟେ ଦିଲ୍ଲୀର ସ୍ଥିତି ନେଇ ଅକ୍ଷୟ ପଟ୍ଟନାୟକ କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତ୍ୱର ଥିବା ବେଳେ ପ୍ରତୁି ଦିନ 40 ହାଜର ରୁ ନେଇ ଦେଢ ଲକ୍ଷ ଯାଏ ଖର୍ଚ୍ଚ ହେଉଛି ।

Pintu

ତେବେ ଡୋନର ଯେତେ ଯାଏ ମିଳି ନାହାଁନ୍ତି । ସେତେ ବେଳଯାଏ ଏମିତି ଖର୍ଚ୍ଚ ହେବ । ତେବେ ଯେଉଁ ମାନେ ଓଡିଶା ରେ ବିଜନେସ କରୁଛନ୍ତି ସେମାନେ କିଛି ସାହାଯ୍ୟ କରନ୍ତୁ । ସମସ୍ତ ଙ୍କୁ ମୋର ଅନୁରୋଧ ସବୁ କାଳାକାର ଭାଇ ଫିଲ୍ମ ପ୍ରଡ୍ୟୁସର ମାନଙ୍କୁ ବିଶେଷ କରି ରାଜନେତା ମାନଙ୍କୁ ସମସ୍ତେ ଟିକେ ସହଯୋଗ ର ହାତ ବଢେଇଲେ ପିଲାଟା ବଞ୍ଚିଯିବ ।

ତେବେ ସୁଣିଲେତ ବନ୍ଧୁଗଣ ଯେଉଁଠି 50 ଲକ୍ଷ ରୁ ଅଧିକ ଟଙ୍କା ଦରକାର ସେଠାରେ ବର୍ତମାନ ସୁଧା 21 ରୁ 22 ଲକ୍ଷ ଟଙ୍କା ଯୋଗାଡ ହୋଇଛି । ତେବେ ଦେଖିବାକୁ ବାକି ରହିଲା ପିଣ୍ଟୁ ନନ୍ଦ ଙ୍କ ଆବଶ୍ୟକ ଥିବା ଅର୍ଥ କେବେ ଯୋଗାଡ ହେଉଛି । ଆଉ ପିଣ୍ଟୁ ନନ୍ଦ କେବେ ସୁସ୍ଥ ହୋଇ ଓଡିଶା କୁ ଫେରୁଛନ୍ତି । ତା ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *