ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତଙ୍କ ପାଖରେ ଆଧାର କାର୍ଡ ଟେ ନିହାତି ଭାବେ ରହିଛି । ତେବେ ଏହି ଆଧାର କାର୍ଡ କୁ ନେଇ ଆସୁଛି କିଛି ନୂଆ ସୂଚନା । ଜାହାକୁ ନେଇ ଏବେ ନିଜେ UIDI ନିଜେ ମଧ୍ୟ ଟୁଇଟ କରି ସୂଚନା ଜାରି କରିଛି । ତେବେ ଆସନ୍ତୁ ଏହି ଉପରେ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହାକି ଆଧାର କାର୍ଡ ଧାରୀ ମାନଙ୍କୁ ନେଇ ଆସିଛି କିଛି ନୂଆ ସୂଚନା ।
ଆଧାର ନିୟମକ ସଂସ୍ଥା ଇୟୁନିକ୍ ଆଇଡିଫିକେସନ ଅଥୁରିଟି ଅଫ ଇଣ୍ଡିଆ । ଇଣ୍ଟ୍ରାଟିଭ୍ ଭୟେସ୍ ଅର୍ଥାତ IVR ଟେକ୍ନୋଲୋଜିରେ ବାସିନ୍ଦା ଙ୍କ ପାଇଁ ନୂତନ ସେବା ଆରମ୍ଭ କରିଛି । ଯାହା ଦିନ ରାତି ଉପଲବ୍ଧ ହେବ । ଗ୍ରାହାକ ମାନେ ଏବେ ଦିନ ରାତି ସେମାନଙ୍କ ଆଧାରର ନାମ ଲେଖା ଆପଡେଟ ସ୍ଥିତି PVC କାର୍ଡ ସ୍ଥିତି । କିମ୍ବା SMS ମାଧ୍ୟମ ରେ ସୂଚନା ପାଇବା ପାଇଁ UIDI ଟୋଲ ଫ୍ରୀ ନଂ 1947 ରେ କଲ କରି ପାରିବେ ।
ଦେଖନ୍ତୁ ଏହି ନେଇ ମଧ୍ୟ ଆଜି ଆଧାର ତରଫ ରୁ ଟୁଇଟ ଯୋଗେ ସୂଚନା ଦିଆଜାଇଛି । ଏବଂ ଏହି ହେଲ୍ପଲାଇନ ନମ୍ବର ଜାରି ହୋଇଛି ଜାହାକି ରହିଛି 1947 । ଏହି ନମ୍ବର ରେ କଲ କରି ଆପଣ ମାନେ ସମସ୍ତ ପ୍ରକାରର ତଥ୍ୟ ବହୁତ ସହଜରେ ପାଇ ପାରବେ । ତେବେ ଆପଣ ମାନଙ୍କୁ ଏହି ଥିରେ କଣ କଣ ସୁବିଧା ମିଳିବ ଜାହା ଆପଣ ମାନେ ବି ଦେଖି ପାରୁଥିବେ ।
ଆଧାରର ନାମ ଲେଖା ଆପଡେଟ ସ୍ଥିତି PVC କାର୍ଡ ସ୍ଥିତି । କିମ୍ବା SMS ମାଧ୍ୟମ ରେ ସୂଚନା ପାଇବା ପାଇଁ ଆପଣ ମାନେ ଏହି ନମ୍ବର ରେ କଲ କରି ପାରିବେ । ଏବଂ ଆପଣ ମାନଙ୍କୁ ଏଠାରେ ଏହି ସବୁ ସୁବିଧା 1947 ରେ କଲ କରି 24 ଘଣ୍ଟିଆ ସୁବିଧା ଆପଣ ମାନଙ୍କୁ ମିଳି ପାରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।