ଆଧାର କାର୍ଡ ରେ ଆସିଲା ନୂଆ ନିୟମ | ଏବେ ହିଁ ଦେଖନ୍ତୁ…

Aadhaar Card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଆଧାର କାର୍ଡ ଟେ ନିହାତି ଭାବେ ରହିଛି । ତେବେ ଏହି ଆଧାର କାର୍ଡ କୁ ନେଇ ଜାରି ହୋଇଛି ଆଉ କିଛି ବଡ ଅପଡେଟ । ଆପଣ ମାନଙ୍କୁ ମିଳିଲା ଆଉ କିଛି ଖୁସୀ ଖବର । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଯଦି ଆପଣ ମାନଙ୍କର ଆଧାର କାର୍ଡ ଟେ ରହିଛି ।

ଆଧାର କାର୍ଡ ର ନିୟମକ ସଂସ୍ଥା ଇୟୁନିକ୍ ଆଇଡିଫିକେସନ ଅଥୁରିଟି ଅଫ ଇଣ୍ଡିଆ ଇଣ୍ଟରାକ୍ଟିଭ ଭୟେସ୍ ରେଫେରେନ୍ସ ଟେକ୍ନୋଲୋଜି ର ବାସିନ୍ଦା ଙ୍କ ପାଇଁ ନୂତନ ସେବା ଆରମ୍ଭ କରିଛି । ଯାହା ଦିନ ରାତି ଉପଲବ୍ଧ ହେବ । ଗ୍ରାହାକ ମାନେ ଯେକୈଣସି ସମୟ ରେ ସେମାନଙ୍କ ଆଧାର ର ନାମ ଲେଖା କିମ୍ବା ଅପଡେଟ ସ୍ଥିତି PVC କର୍ଡ ସ୍ଥିିତି କିମ୍ବା SMS ମାଧ୍ୟମ ରେ ସୂଚନା ପାଇବା ପାଇଁ UIDI ର ଟୋଲ ଫ୍ରୀ ନମ୍ବର 1947 କୁ କଲ୍ କରି ପାରିବେ ।

Aadhaar card

ତେବେ ଏହିଥି ପାଇଁ ଟୁଇଟ ଯୋଗେ ନୂଆ ହେଲ୍ପ ଲାଇନ ନମ୍ବର ଜାରି କରିଥିବା ଏକ ଟୁଇଟ କରି ସୂଚନା ଦେଇଛି । ଜାହା ମଧ୍ୟ ଆପଣ ମାନେ ସ୍କ୍ରୀନ ରେ ଦେଖି ପାରୁଥିବେ 1947 ଟୋଲ ଫ୍ରୀ ନମ୍ବର UIDI ଉପରେ IVR ସୁପର ରେ ନିର୍ମିତ ନୂତନ ସେବାକୁ ଅନୁଭବ କରନ୍ତୁ ।

ତେବେ ଅଧିବାସୀ ମାନେ ସେମାନଙ୍କ ନାମ ଲେଖାକୁ କିମ୍ବା ସେମାନଙ୍କ PVC କାର୍ଡ ର ଯାଞ୍ଚ କରିବାରୁ କିମ୍ବା ଅପଡେଟ କରିବାକୁ UIDI ର ଟୋଲ ଫ୍ରୀ ନଂ 1947 କୁ 24 ଘଣ୍ଟା ଏଥିରେ ସେବା ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *