ଦିପ୍ତିରେଖା ଙ୍କ ଘରକୁ ଆସିଲା ବହୁତ ବଡ଼ ଖୁସୀର ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିପ୍ତିରେଖା ଙ୍କ ଘରକୁ ଆସିଜାଇଛି ଗୋଟେ ବହୁତ ବଡ ଖୁସୀର ଖବର । ତେବେ ବନ୍ଧୁଗଣ ଅଲିଉଡ ର ଏହି ଜବର୍ଦୋସ୍ତ ଗାୟିକା ଦିପ୍ତି ରେଖା ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ଗତ ଦିନ ମାନଙ୍କରେ ଦିପ୍ତିରେଖା ଙ୍କ ବିବାହ ହୋଇଥିଲା । ଏବଂ ବାହାଘର ଟି ବହୁତ ଧୁମ ଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ।

ତେବେ ବାହାଘର ପରେ ଦିପ୍ତି ରେଖା ନିଜର ଶାଶୁ ଘରେ ଗୋଟିଏ ଓଡିଆ ଘରର ବୋହୁ ପରି ଚଳୁଥିବାର ଦେଖା ଦେଇଛନ୍ତି । ତେବେ ଏହାରି ମଧ୍ୟରେ ଦିପ୍ତି ରେଖା ଙ୍କ ଘରକୁ ଆସିଜାଇଛି ଗୋଟେ ବହୁତ ବଡ ଖୁସୀର ଖବର । ତେବେ ଏବେ ପିଇସୀ ବନି ଜାଇଛନ୍ତି ଓଲିଉଡ ର ଏହି ଜବର୍ଦୋସ୍ତ ଗାୟିକା ଦିପ୍ତି ରେଖା । ଆଉ ଦିପ୍ତି ରେଖା ଙ୍କ ଭାଇଙ୍କର ଗୋଟିଏ କନ୍ୟା ସନ୍ତାନ ଟିଏ ଜନ୍ମ ନେଇଛନ୍ତି ।

Diptirekha

ତେବେ ଏହା ପରେ ଦିପ୍ତି ରେଖା ଏବେ ବହୁତ ଖୁସୀ ରହିଥିବାର ଦେଖା ଦେଇଛନ୍ତି । ଗତ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଦିପ୍ତି ରେଖା । ନିଜର ବାପ ଘର ଛାଡି ଏବେ ନିଜର ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି ଦିପ୍ତି ରେଖା । ତେବେ ଦିପ୍ତି ରେଖା ଙ୍କ ସ୍ୱାମୀ ହେଲେ ଜଣେ ବହୁତ ବଡ ବିଜନେସ ମ୍ୟାନ । ଦୁଇ ବର୍ଷ ଧରି ପ୍ରେମ ସଂମ୍ପର୍କ ରେ ରହିବା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ଆଉ ବାହାଘର ପରେ ଦିପ୍ତି ରେଖା ନିଜର ଗୀତ ଗାଇବା ଜାରି ରଖିଛନ୍ତି । ତେବେ ଏବେ ପିଇସୀ ବନି ଜାଇଛନ୍ତି ଓଲିଉଡ ର ଏହି ଜବର୍ଦୋସ୍ତ ଗାୟିକା ଦିପ୍ତି ରେଖା । ଆଉ ଦିପ୍ତି ରେଖା ଙ୍କ ଭାଇଙ୍କର ଗୋଟିଏ କନ୍ୟା ସନ୍ତାନ ଟିଏ ଜନ୍ମ ନେଇଛନ୍ତି । ତେବେ ଏହା ପରେ ଦିପ୍ତି ରେଖା ଏବେ ବହୁତ ଖୁସୀ ରହିଥିବାର ଦେଖା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *