ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସିଲା ନୂଆ ନିୟମ । ଘର ପାଇବାକୁ ଚହୁଁଥିଲେ କରି ଦିଅନ୍ତୁ ଏହି କାମ

Awas

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ରେ ଜାରି ହୋଇଛି ଆଉ କିଛି ନୂଆ ସୂଚନା । ଏହି ନେଇ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି କିଛି ବଡ ଘୋଷଣା । ଜାହାକି ବଡ ପରିବର୍ତନ ହୋଇଛି ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ଅଧିନ ରେ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାହ ରହିଛି । ଏପରି କି ପ୍ରଧାନ ଘର ଗୁଡିକ ରେ PMAYଲୋଗ ସହିତ ବିଜୁ ପକ୍କାଘର ଲୋଗ ଲଗେଇବାକୁ ନେଇ ବିଜେଡି ସହିତ ମୁହାଁ ମୁହିଁ ହେଉଛି ରାଜ୍ୟ ବିଜେପି । ତେବେ କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରବର୍ତିକ ଯୋଜନା କୁ ରାଜ୍ୟ ସରକାର ନିଜ ନାମରେ କରେଇ ନେଉଥିବା ଅଭିଯୋଗ କରେଇ ଆସୁଛି ଭାରତୀୟ ଜନତା ପାର୍ଟି ।

pm

ତେବେ ଏହାକୁ ଚେକ୍ ଦେବା ପାଇଁ ବଡ ପଦେଷପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଙ୍କ ରାଜ୍ୟ କୁ ଧମକ ଏଣିକି କେନ୍ଦ୍ର ପ୍ରୋଜୋଜିତ ନାମରେ ନାମ ବଦଳେଇଲେ ବନ୍ଦ ହେବ ପାଣ୍ଠୀ । କେନ୍ଦ୍ରିୟ ଯୋଜନା ର ମାର୍ଗଦର୍ଶିକା ପରିବର୍ତନ କଲେ ଭାଗ ଦେବ ନାହିଁ କେନ୍ଦ୍ର । ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ରେ ଲଗେଇ ପାରିବେ ନାହିଁ ।

ରାଜ୍ୟର ଲୋଗ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ଅର୍ଣ୍ନ ଯୋଜନା ରେ ନାମ ବଦଳେଇଲେ ବନ୍ଦ ହେବ ଅନୁଦାନ । ଆୟୁସମାନ ଭାରତ ହେଲ୍ଥ ଏବଂ ୱେଲନେସ ଯୋଜନା କୁ ନିଜ ନାମରେ କରେଇ ନେଉଛନ୍ତି ରାଜ୍ୟ ଏହାକୁ ନେଇ କେନ୍ଦ୍ରସରକାର ପକ୍ଷରୁ ଜାରି ହୋଇଛି ବଡ ଘୋଷଣା ଜାହାକି କେନ୍ଦ୍ର ଦେଉଥିବା ଯୋଜନା ମାନଙ୍କ ନାମ ପରିବର୍ତନ କରି ପାରିବେ ନାହିଁ ରାଜ୍ୟ ସରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *