ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବୋହୁ ହାତ ଧରିଲେ ଶସୁର । 28 ବର୍ଷିୟ ବିଧବା ବୋହୁ କୁ ବିବାହ କଲେ 70 ବର୍ଷିୟ ଶସୁର । ଦର୍ଶକ ବନ୍ଧୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଘଟଣା ଚି ଘଟିଛି ଉତ୍ତର ପ୍ରଦେଶ ର ଗୋରଖ ପୁର ବାଦଲ ଗଞ୍ କଟ ଭାଲି ଅଞ୍ଚଳର ଜାତୀୟ ଉମ୍ରାଲ ଗାଁ ରେ ଏହି ବିବାହ ର ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି । ଏହି ବିବାହ କୁ ନେଇ ଚାରି ଆଡେ ଆରମ୍ଭ ହୋଇଜାଇଛି ଚର୍ଚ୍ଚା ।
ତେବେ ଏହି ବ୍ୟକ୍ତି ଜଣଙ୍କ କଣ ପାଇଁ ଏମିତି କଲେ ଏହି ବ୍ୟକ୍ତି ଜଣଙ୍କ ହେଲେ ଉମ୍ରାଲ ଗାଁ ର ବାସିନ୍ଦା କୈଳାସ ଜାତ ଜାହାଙ୍କ ବୟସ 70 ବର୍ଷ 12 ବର୍ଷ ତଳେ କୈଳାସ ଙ୍କ ପତ୍ନୀ ଙ୍କ ମୃ-ତ୍ୟୁ ହୋଇଥିଲା । ଏହା ପରେ ଗତ ବର୍ଷ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ମୃ-ତ୍ୟୁ ବରଣ କରିଥିଲେ । ପୁଅ ଙ୍କର ଦୁଇ ପୁଅ ଝିଅ ମଧ୍ୟ ରହିଛନ୍ତି ।
ଏହାରି ମଧ୍ୟରେ ତାଙ୍କ ପୁଅ ଙ୍କ ବିଧବା ସ୍ତ୍ରୀ ମାନେ ଜାହାଙ୍କ ବୟସ 28 ବର୍ଷ ବୋହୁ ଏବଂ ଏମିତି ମଧ୍ୟରେ ଶସୁର ଜଣଙ୍କ ନିଜର ପରିବାର କୁ ରକ୍ଷା କରିବାକୁ ଜାଇ ପରିବାର ଅନ୍ୟ ଲୋକ ମାନଙ୍କ ସହିତ ଆଲୋଚନା କରି ନିଜର ବୋହୁ ଙ୍କୁ ବିବାହ କରିବା କଥା ମନ ବଳେଇ ଥିଲେ ।
ତେବେ ମନ୍ଦିର ରେ ତାଙ୍କ ବୋହୁ ସହିତ ବିବାହ କରିଥିବା ବେଳେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି । ଏବଂ ଏବେ ସୋସିଆଲ ମିଡିଆ ରେ ଏମିତି ଚର୍ଚ୍ଚା ଲାଗିଛି ଯେ ବୋହୁ ର ବିବାହ ଅନ୍ୟ କେଉଁଠି କରିବାର ଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।