୨୦୨୩ ବଜେଟ ଆସିଲା ବଡ଼ ଘୋଷଣା । ଏବେ ହିଁ ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଥିଲା ବଜେଟ 2023 କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ଆଜି ଲୋକସଭା ରେ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ତେବେ ଏହି ଅବସର ରେ ସେ ଅନେକ କିଛି ବଡ ଘୋଷଣା ଜାରି କରିଛନ୍ତି । ତେବେ ଏହି ବଜେଟ ରେ କୃଷକ ମାନଙ୍କ ଠାରୁ ଆରମ୍ଭ କରି ନୂଆ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ । ଏମିତି କି ଆପଣ ମାନଙ୍କ ପାଖରେ କେତେ ଟଙ୍କା ରଖିଲେ ଆପଣ ମାନଙ୍କୁ ଟେକ୍ସ ଦେବାକୁ ପଡିବ ନାହିଁ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ବଜେଟ ଉପସ୍ଥାପନ ହୋଇଛି ।

ଆସନ୍ତୁ ଜାଣିନେବା କଣ ରହିଛି ଏହାର ହାଇଲାଇଟ । ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍ ଘୋଷଣା ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍ ପାଇଁ 10 ହଜାର କୋଟିର ବ୍ୟବସ୍ଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ ଆକାଂକ୍ଷୀ ଜିଲ୍ଲା ଭଳି 500 ବ୍ଲକ ହେବ ଆକାଂକ୍ଷୀ ବ୍ଲକ ।

Sitharaman

ମିଶନ ପାଇଁ 3 ବର୍ଷରେ ଖର୍ଚ୍ଚ ହେବ 15 ହଜାର କୋଟି ଟଙ୍କା ଏକଲବ୍ୟ ସ୍କୁଲ୍ ପାଇଁ 38, 800 ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ 50 ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ ,KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ । 2023 ଶସ୍ତା ହେବ ମୋବାଇଲ , କ୍ୟାମେରା , ଟିଭି , ସାଇକେଲ . ଏବଂ ଇଲୋକ୍ଟ୍ରନିକ୍ସ ବାଇକ ଦାମ୍ ,

ବଜେଟ 2023 ରେ ଶସ୍ତା ହେଲା ଅଟୋ ମୋବାଇଲ ସାମଗ୍ରୀ ମୋବାଇଲ , କ୍ୟାମେରା , ଟିଭି , ସାଇକେଲ . ଏବଂ ଇଲୋକ୍ଟ୍ରନିକ୍ସ ବାଇକ ଉପରୁ କୋଷ୍ଟମ ଡ୍ୟୁଟି ହ୍ରାସ କରାଯିବ । ଏବଂ ଲିଥିୟମ , ଆଇରନ ଉପରେ ସୀମା ଶୁକ୍କ କମିଲା । କିଚେନ ଚିନି ଉପରେ 15 ପ୍ରତିଶତ ଟିକସ ହ୍ରାସ ପାଇଛି । ଔଷଧିତ ଗ୍ଲିସରନ ଉପରେ 2.5 ପ୍ରତିଶତ ଟିକସ ହ୍ରାସ ପାଇଛି ମୋବାଇଲ ଶ୍ଲୀପ ରେ ବ୍ୟବହୃତ କ୍ୟାମେରା ଲେନ୍ସ , ବ୍ୟାରେଟି କଷ୍ଟମ୍ ଡ୍ୟୁଟି ହ୍ରାସ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *