ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢିବାକୁ ଯାଉଥିବା ସମସ୍ତ ପ୍ରଥମ ଶ୍ରେମୀ ଛାତ୍ର ଛାତ୍ରୀ ଙ୍କ ଲାଗି ଆସି ଜାଇଛି କିଛି ବଡ ଖବର ଏଣିକି ନାମ ଲେଖା ବୟସ ରେ ହୋଇଛି ପରିବର୍ତନ ଏତିକି ବୟସ ନ ହେବା ଯାଏ ଆପଣ ମାନଙ୍କ ପିଲାର ନାମ ଲେଖେଇ ପାରିବେ ନାହିଁ । ଏହି ନେଇ ସରକାର ଙ୍କ ପକ୍ଷରୁ ଜାରି ହୋଇଛି ନୂଆ ବିଜ୍ଞ୍ୟପ୍ତି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅରଡେଟ ଜାଣିନେବା । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ପିଲାକୁ 6 ବର୍ଷ ହେଲେ ପ୍ରଥମ ଶ୍ରେଣୀ ରେ ପଢିବେ । ତା ପୂର୍ବରୁ ନୁହେଁ । ଜଣେ ଶିଶୁ 6 ବର୍ଷରେ ପହଁଚିବା ପରେ ପ୍ରଥମ ଶ୍ରେଣୀ ରେ ନାମ ଲେଖେଇବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ନାମା ଜାରି କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାଶୀତ ଅଞ୍ଚଳ କୁ ଏହି ଭଳି ଏକ ଚିଠି ରେ ଲେଖା ଜାଇଛି । ଏହିଥିରେ ପ୍ରଥମ ଶ୍ରେଣୀ ରେ ନାମ ଲେଖେଇବାକୁ ହେଲେ ବୟସ ସୀମା 6 ବର୍ଷ ଧାର୍ଯ୍ୟ କରିବାକୁ କୁହାଜାଇଛି ।
ନୂତନ ଶିକ୍ଷା ନୀତି ଅନୁସାରେ ଶିଶୁ ଟିଏ 3 ରୁ 8 ବର୍ଷ ମଧ୍ୟରେ 5 ବର୍ଷ ପାଇଁ ଯେଉଁ ଆଦୈ ଶୈଶବ ଯତ୍ନ ଶିକ୍ଷା ପାଇବ ତାହାର ପ୍ରଥମ ତିନି ବର୍ଷ ଅଙ୍ଗୱାଡୀ ଏବଂ ଶିଶୁ ଶ୍ରେଣୀ ରେ କଟିବ ଏବଂ ପରବର୍ତି ଦୁଇ ବର୍ଷ ସେ ବିଦ୍ୟାଳୟ କୁ ଜାଇ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ରେ ପଢିବ । ଏହା ପରେ ସେ 8 ରୁ 11 ବର୍ଷ ବୟସ ଯାଏ ତିନି ବର୍ଷ ପ୍ରାରମ୍ଭିକ ଶିକ୍ଷା ପାଇବ ।
ଏହା ଶିକ୍ଷା ନୀତି ଆଶା କରେ ଯେ ତୃତୀୟ ଶ୍ରେଣୀ ବେଳକୁ ଶିଶୁ ଟିଏ ମୈଳିକ ଭାଷା ସଂଖ୍ୟା ଜ୍ଞାନ ସେ ଯଥେଷ୍ଟ ରୂପେ ପାଇ ସାରିଥିବ । ଜାହା ଦ୍ୱାରା ସେ ପରବର୍ତି ଶ୍ରେଣୀ ମାନଙ୍କରେ ପାଠ ସେ ସହଜ ରେ ବୁଝି ପାରିବ ।
ତୃତୀୟ ରୁ ପଞ୍ଚମ ଶ୍ରେଣୀ ଭିତରେ ଅଧିକ ଶ୍ରେଣୀ ଗୃହ ଭିତ୍ତିକ ହୋଇ ଶିଶୁ ଟିର ବୈଦ୍ଧ ଶକ୍ତିରେ ବୃଦ୍ଧି ଘଟିବ । ଏବଂ ସେ ପାଠ୍ୟ ପୁସ୍ତକ ପଢି ବୁଝିବା ଭାବ ବ୍ୟକ୍ତ କରିବା ଏବଂ ଗାଣିତିକ କର୍ମଣ କରିବା ଇତ୍ୟାଦି କ୍ଷେତ୍ରରେ କୁଶଳତା ହାସଲ କରିବ । ଜାହାକି ବଡ ଅପଡେଟ ମୁତାବକ ଏଣିକି ଆପଣ ମାନେ 6 ବର୍ଷ ହେଲେ ଆପଣ ମାନେ ନାମ ଲେଖେଇ ପାରିବେ ପ୍ରଥମ ଶ୍ରେଣୀରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।