୧୦ ପାସ କରିଥିଲେ ବିନା ପରୀକ୍ଷାରେ ମିଳିବ ପୋଷ୍ଟାଲ ଏବଂ ରେଲୱେ ଚାକିରି । ଏବେ ହିଁ ଦେଖନ୍ତୁ…

Job

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ 10ମ ପାସ୍ କରିଥିଲେ ବିନା ପରିକ୍ଷା ରେ ମିଳିବ ସରକାରୀ ଚିକିରୀ ରେଲୱେ ଏବଂ ପୋଷ୍ଟାଲ ଚାକିରୀ ରେ ସିଧା ମିଳିବ ଏଣ୍ଟ୍ରୀ । ଦରମା 15 ହଜାର ରୁ 30 ହଜାର ପର୍ଯ୍ୟନ୍ତ ମିଳିବ । ଆପଣ ମାନେ ସରକାରୀ ଚାକିରି ପାଇଁ ଅଧର୍ଯ୍ୟ ହେଉଛନ୍ତି କି ? ଯଦି ଚାକିରୀ ର ଆବଶ୍ୟକତା ରହିଛି । ତେବେ ଏହି ଖବର ଆପଣ ମାନଙ୍କ ପାଇଁ । କାରଣ 10 ମ ପାସ କରିଥିଲେ ସଂଙ୍ଗେ ସଂଙ୍ଗେ ମିଳିବ କେନ୍ଦ୍ର ସରକାର ଙ୍କ ଅଧିନ ରେ ଚାକିରି ।

ଯେଉଁ ମାନେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କାରଣ ରେଲୱେ ଏବଂ ପୋଷ୍ଟାଲ ଅନେକ ଖାଲି ପଦବୀ ପ୍ରକାଶ କରିଛ । ଜାହା ପାଇଁ କେବଳ ଦଶମ ପାସ ହିଁ ଆବଶ୍ୟକତା ରହିଛି । ଉତ୍ତର ପଶ୍ଚିମ ରେଳବାୟୀ 2000 ଖାଲି ପଦବୀ ଖାଲି ଥିବା ପ୍ରକାଶ କରିଛି । କେବଳ ରେଲୱେ ନୁହେଁ ଡାକ ବିଭାଗ ମଧ୍ୟ 40 ହଜାର ରୁ ଅଧିକ ଖାଲି ପଦବୀ ବାହାର କରିଛି । ଆଉ ଏହି ସବୁ ପଦବୀ ପାଇଁ କେବଳ 10 ମ ପାସ୍ ହୋଇଥିବା ନିହାତି ଦରକାର ।

Railway Jobs

ଉତ୍ତର ପଶ୍ଚିମ ରେଲୱେ , ଇଲେକ୍ଟ୍ରିକାଲ କାରପେଣ୍ଟର ଫିଟର , ୱେଲଡର , ମେକାନିକାଲ , ପେଣ୍ଟର ସମେତ ବିଭିନ୍ନ ଡିପାର୍ଟମେଣ୍ଟ ରେ 2000 ରୁ ଅଧିକ ପଦବୀ ବାହାର କରିଛି । ଯେଉଁ ମାନେ ଆଗରୁ ଆବେଦନ କରି ନାହାଁନ୍ତି ଜଲ୍ଦି RRC ଜୟପୁର ୱେବସାଇଟ RRCJAYPUR.in ରେ ଅନଲାଇନ ମାଧ୍ୟମରେ ରେ ଆବେଦନ କରି ପାରିବେ । ତେବେ ଯୋଗ୍ୟ ହୀତାଧିକାରୀ 10 ଫେବୃଆରୀ 2023 ସୁଧା ନିର୍ଦ୍ଧିଷ୍ଟ ଫର୍ମାଟ ରେ ଆବେଦନ କରି ପାରିବେ ।

ସେହି ପରି ଭାରତୀୟ ଡାକ ବିଭାଗର ରେ ସାକ୍ଷା ପୋଷ୍ଟ ମାଷ୍ଟର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ପାଇଁ ମୋଟ 40 ହଜାର 889 ଟି ଖାଲି ପଡିଛି । ଏହି ଆବେଦନ ପକ୍ରିୟା 27 ଜାନୁଆରୀ ରୁ ଆରମ୍ଭ ହୋଇଛି । ଏବଂ ଶେଷ ତାରିଖ ହେଲା 16 ଫେବୃଆରୀ 2023 ତେବେ ଫି ଦାଖଲ କରିବା ପାଇଁ 16 ଫେବୃଆରୀ ହେଉଛି ଶେଷ ତାରିଖ । ତେବେ ହୀତାଧିକାରୀ ମାନେ 10 ମ ରେ 50 ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ଅଟେ । ଏହା ସହିତ ବ୍ୟକ୍ତି ଙ୍କ ବୟସ ସୀମା 18 ରୁ 40 ବର୍ଷ ହେବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *