10 ଫ୍ରେବୃଆରୀ 2023 ରାଶିଫଳ – ଆଜିଠୁ ବଦଳୁଛି ଏହିସବୁ ରାଶିଙ୍କ ଭାଗ୍ୟ।

rasiphala

ମେଷ ରାଶି : ଆଜି ହୁଏତ ଆପଣଙ୍କ ପ୍ରେମ ଜୀବନକୁ ଉନ୍ନତ କରିବାର ଆବଶ୍ୟକତା ଦେଖିପାରନ୍ତି , ଆପଣଙ୍କ ଶତ୍ରୁ କିଛି ବିଗାଡି ପାରିବେ ନାହିଁ , ଆଜି ଲୋକ ଆପଣଙ୍କ ଠାରୁ ପ୍ରଭାବିତ ହେବେ , ଆଜି ଆପଣଙ୍କୁ ଧନର ପ୍ରାପ୍ତି ହେବାର ସଙ୍କେତ ଅଛି , ସାମାଜିକ ଲୋକପ୍ରିୟତାକୁ ନେଇ ଆପଣ ଆକର୍ଷଣର କେନ୍ଦ୍ର ହେବେ , ନିଜ ଭାବନାକୁ ସକରାତ୍ମକ ରଖନ୍ତୁ , ମନରେ ହୀନ ଭାବନା ଆଣିବାକୁ ଦିଅନ୍ତୁ ନାହିଁ ନିଜ ଶକ୍ତିଗୁଡିକ ଉପରେ ଅଧିକା ଭରସା କରନ୍ତୁ ନାହିଁ , ସଂନ୍ଧ୍ୟାରେ ଛୁଆଙ୍କ ସହ ଭଲ ସମୟ ଅତିବାହିତ ହେବ ।

ବୃଷ ରାଶି : ବୃଷ ରାଶି ଲୋକମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ | ସାଙ୍ଗମାନଙ୍କ ସହିତ ମଜା ସମୟ ବିତାଇବ | ବ୍ୟବସାୟରେ ବହୁତ ଲାଭ ମିଳୁଛି | ଆପଣ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରିପାରିବେ, କିନ୍ତୁ ଯେକୌଣସି ସ୍ଥାନରେ ବିନିଯୋଗ କରିବା ପୂର୍ବରୁ, ନିଶ୍ଚିତ ଭାବରେ ଘରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ | ବେକାର ଲୋକ ଭଲ ଚାକିରି ପାଇବାର ସମ୍ଭାବନା ଅଛି | ସରକାରୀ କାର୍ଯ୍ୟ ସମାପ୍ତ ହେବ

ମିଥୁନ ରାଶି : ଆଜି ଆପଣଙ୍କୁ ବହୁତ ସାରା ନୁଆ ଜିନିଷ ଶିଖିବାକୁ ଅବସର ମିଳିବ , ପାରିବାରିକ ଜୀବନରେ ସାମାନ୍ୟ ରହିବ । କେଉଁ ପ୍ରକାରର ଆଲୋଚନା ପଛରେ ଆପଣଙ୍କୁ ବହୁତ ସାରା ଫାଇଦା ଲୁଚି ରହିଛି , ଏଥିପାଇଁ ବିଚାରଗୁଡିକ ଉପରେ ବିନମ୍ରତା ରଖନ୍ତୁ , ପ୍ରେମୀ ନିଜ ସାଥୀଙ୍କ ପ୍ରତି ଅତ୍ୟାଧିକ ଭାବୁକ ହୋଇପାରନ୍ତି । ମନରେ ଅଜ୍ଞାନ ଭୟରୁ ଗ୍ରସିତ ହେବ , ରଚନାତ୍ମକ କାର୍ଯ୍ୟରୁ ପ୍ରଗତି ହେବ , କାହା ସହ ମତାନ୍ତର ହୋଇପାରନ୍ତି । ଏମିତିରେ ରାଗକୁ ଶାନ୍ତ ରଖିବା ଭଲ ପ୍ରମାଣିତ ହେବ ।

କର୍କଟ ରାଶି : ଆଜି ନୁଆ ଦାୟିତ୍ୱ ଭାର ଆପଣଙ୍କ କାନ୍ଧରେ ପକାଯାଇପାରେ । ଆପଣଙ୍କୁ ନିଜ ବରିଷ୍ଠଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ଶବ୍ଦରେ ଭଲ ଭାବେ ଯାଞ୍ଚ କରିନିଅନ୍ତୁ , ଯେଉଁ ବ୍ୟକ୍ତିକୁ ଆପଣ ଭଲ ପାଉଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅଚାନକ ଚିନ୍ତାର ବିଷୟ ହୋଇପାରେ , ମିତ୍ରଙ୍କର ସହଯୋଗ ମିଳିବ , ଆଜି ଆପଣଙ୍କ ନିଜ ସ୍ୱଭାବରୁ ଟିକିଏ ନିୟନ୍ତ୍ରଣ ରଖିବାକୁ ହେବ , ଆଜି ଆପଣଙ୍କୁ ନିଜମଧ୍ୟରେ ଚିଡଚିଡାପଣ ଦେଖାଦେଇପାରେ ,

ସିଂହ ରାଶି : ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବ୍ୟତିତ ହେବ , ମାଙ୍କ ତରଫରୁ ଲାଭ ହେବ , ଶତ୍ରୁଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରରୁ ସାବଧାନ ରହିବାର ଆବଶ୍ୟକତା ଅଛି , ଆଜି କିଛି ନୁଆ ଡିଲ୍ ଅଥବା କେଉଁ ବିଶେଷ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ , ବସ୍ତୁଗୁଡିକ ସଂମ୍ଭାଳୀକରି ରଖନ୍ତୁ , କିଛି ଜିନିଷ ହରାଇପାରନ୍ତି , କେଉଁ ଅପ୍ରିୟତାରୁ ଦୁର କରିବାପାଇଁ ଶବ୍ଦର ଅହ ଚାଲାକ୍ ତରିକାରେ ପ୍ରୟୋଗ କରନ୍ତୁ , ଆପଣ ଅନ୍ୟଙ୍କ ପାଇଁ ସାହାଯ୍ୟକାରୀ ହୋଇପାରନ୍ତି , ପୁରୁଣା ସାଙ୍ଗଙ୍କ ଠାରୁ କିଛି ଭଲ ଖବର ମିଳିପାରେ ।

କନ୍ୟା ରାଶି : ବ୍ୟକ୍ତିଗତ ସଂବନ୍ଧରେ ସୁଧାର ଆସିପାରେ , ପାର୍ଟନରସିପ୍ ବେପାରରେ ଆପଣଙ୍କୁ ଟିକିଏ ଚିନ୍ତା  ରହିବ , ବାପଘରେ ଆପଣଙ୍କୁ ଲାଭ ହୋଇପାରେ , ଓ ଭଲ ସମାଚାର ମିଲିପାରେ , ଆର୍ଥିକ ଲାଭ ହେବାର ସଂମ୍ଭାବନା ଅଛି , ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ , ଆପଣଙ୍କ କ୍ରୋଧରେ ନିଆଯାଈଥିବା ନିର୍ଣ୍ଣୟ କାରଣରୁ ପଛରେ ଏହାର ପ୍ରାୟଶ୍ଚିତ କରିବାକୁ ପଡିପାରେ , କିଛି ଅନପେକ୍ଷିତ ଓ ଭଲ ଘଟଣା ହେବାର ଯୋଗ ଅଛି , ସେଥିରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ।

ତୁଳା ରାଶି : ଆଜି ଆପଣଙ୍କ ସକରାତ୍ମକତା ପୁରା ମାହୋଲ୍ ସକରାତ୍ମକ ବନାଇବ , ବଡ ଅଧିକାରୀଙ୍କ ସହ ଖୁବ୍ ତାଳମେଳ ରହିବ , ଚାକିରି ଓ ବେପାରରେ ଲାଭ ହେବାର ଅନୁବନ୍ଦ ଅଛି , କେଉଁ ଲୋକ ସହ ତେବେ ବନ୍ଧୁତା କରନ୍ତୁ , ଯେବେ ପୁରା ଜାନକାରୀ ମିଳିବ , ଓ ତାକୁ ଭଲ ଭାବେ ବୁଝିଥିବେ , କିଛି ଲୋକଙ୍କର କାରଣରୁ ଆପଣ ଭାବନାତ୍ମକ ରୁପରେ ଚିନ୍ତିତ ହୋଇପାରନ୍ତି , ଏହି ପ୍ରକାର କିଛି ଲୋକଙ୍କର ସହ ଯୁକ୍ତି ତର୍କ ହୋଇପାରେ , ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରିବେ ।

ବିଛା ରାଶି : ପାରିବାରିକ ବାତାବାରଣ ଖୁସିମୟ ରହିବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସଂବନ୍ଧରୁ ଲାଭ ମିଳିବ , ଆପଣଙ୍କ କିର୍ତ୍ତିରେ ବୃଦ୍ଧି ହେବ । କାର୍ଯ୍ୟକୁ ଟାଳିବାକୁ ପ୍ରୟାସ କରନ୍ତୁ ନାହିଁ । ଆପଣଙ୍କ ଶତ୍ରୁ ବି ଆଜି ଆପଣଙ୍କ ବନ୍ଧୁ ହୋଇଯିବେ , ପାର୍ଟନରଙ୍କ ମୁଡ୍ ବି ଭଲ ରହିବ । ଆପଣଙ୍କ ଲଭ୍ ଲାଇଫ୍ ରେ ପରିବର୍ତ୍ତନ ଦେଖାଦେବ , ସବୁଦିନର କାର୍ଯ୍ୟ ପୁରା ହେବ , ପାରିବାରିକ ସହଯୋଗ ମୀଳିବ । ଜୀବନସାଥୀଙ୍କ ସହ ଆନନ୍ଦପୁର୍ଣ୍ଣ ବ୍ୟବହାର ରହିବ , ଆୟର ସାଧନ ମଜବୁତ୍ ହେବ ।

ଧନୁ ରାଶି : ବେପାର ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ନୁଆ ସଫଳତା ମିଳିବ , ଧନୁ ରାଶିର ଲୋକେ କମାଇବାପାଈଁ ନୁଆ ସ୍କିଲ୍ସ ଶିଖିବେ , କାର୍ଯ୍ୟକ୍ଷେତ୍ରରେ ଆପଣ ଭଲ କାମ କରିବେ , ଛୁଆଙ୍କ ସହ ସମୟ ଅତିବାହିତ କରିବେ , କେଉଁ କାମକୁ ଲିଡ୍ କରିବେ ତାହା ଆପଣଙ୍କ ପାଇଁ ଭଲ ରହିବ , ବଡ ଲୋକଙ୍କ ସହ ସାକ୍ଷାତ କରିବାର ଅବସର ଆସିବ ଯାହାର ଲାଭ ଭବିଷ୍ୟରେ ମିଲିବ , ଛୁଆଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ୍ ରହିବ , ଆପଣଙ୍କ କାର୍ଯ୍ୟକ୍ଷମତାରେ ବୃଦ୍ଧି ରହିବ ।

ମକର ରାଶି : ଘର ପରିବାରର ସମସ୍ୟା ରହିବ , ଆପଣଙ୍କ ଆକ୍ରମକତା ଓ ରାଗର କାରଣରୁ ସମସ୍ୟା ଆସିପାରେ , ଆପଣଙ୍କୁ ଆର୍ଥିକ ରୁପରେ ମଜବୁତ୍ ହେବାରେ ସାହାଯ୍ୟ ମୀଳିବ , ସ୍ତ୍ରୀଙ୍କ ସହଯୋଗ ମିଳିବ , ନିଜ ଅଭ୍ୟାସ ସୁଧାରିବାକୁ ଚେଷ୍ଟା କରିବେ , ବିଗିଡିଥିବା ସଂମ୍ପର୍କରେ ସୁଧାର ଆସିବ , ଶନିଙ୍କ ସ୍ରୋତ୍ ପାଠ କରନ୍ତୁ , ଆପଣଙ୍କ ସହ ସବୁ ଭଲ ରହିବ , ଆପଣଙ୍କୁ ନିଜ ଖରାପ ଅଭ୍ୟାସରୁ ନିୟନ୍ତ୍ରଣ ରଖିବାକୁ ହେବ , ଦାମ୍ପତ୍ୟ ଜୀବନରେ କ୍ରୋଧର ସ୍ଥାନ ଆଣିବାକୁ ଦିଅନ୍ତୁ ନାହିଁ ।

କୁମ୍ଭ ରାଶି : ଆଜି ଆପଣଙ୍କ ଦିନ ଭଲ ରହିବ, ଜୀବନ ସାଥୀଙ୍କ ସାହାଯ୍ୟରେ କିଛି ଅଧୁରା କାମ ପୁରା କରିବେ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବାର ଆଶା ଅଛି, ଘରେ ଖୁସିର ମାହୋଲ୍ ରହିବ, ତାହା ସହ ପାର୍ଟିର ଆୟୋଜନ କରିପାରନ୍ତି, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଜମିବାଡି ସହ ଯୋଡି ହୋଇଥିବା ମାମଲାରୁ ଲାଭ ମିଳିବ ।

ମୀନ ରାଶି : ଆଜି ଅଚାଣକ ଆପଣଙ୍କୁ ଭାରି ଧନ ଲାଭ ମିଳିବାର ସଂମ୍ଭାବନା ଅଛି , କାରୋବାରୀ ଲୋକଙ୍କୁ ଅଧିକା ପଇସା କମାଈବାର ନୁଆ ବେପାର ଖୋଜିବେ , ନିଜ ସଂମ୍ପର୍କୀୟଙ୍କ ମାଧ୍ୟମରେ ବଡ କାର୍ଯ୍ୟ ସଂମ୍ପାଦିତ କରିବେ , ଖର୍ଚ୍ଚ କରୁଥିବା ମାମଲାରେ ମନରେ ନିୟନ୍ତ୍ରଣ ରଖିବାରେ ଚେଷ୍ଟା କରିବେ , ସକରାତ୍ମକ ବିଚାରକୁ ବନାଇ ରଖନ୍ତୁ , ଓ ଆଜି ନକରାତ୍ମକ ରୁ ଦୁରେଇ ରହିବେ , ତେବ୍ ଭଲ ରହିବ , ମ୍ୟାଥ୍ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଭଲ ଅଛି , କେଉଁ ପ୍ରଶ୍ନରେ ଆସୁଥିବା ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *