ଛିଃ…ଛିଃ…ଲଜ୍ୟା ସ୍କୁଲ ଭିତରେ ଯୁବତୀଙ୍କୁ KISS କଲେ ଯୁବକ,ଆଉ ତାପରେ ଯାହା ହେଲା…ଦେଖନ୍ତୁ VIRAL ଭିଡ଼ିଓ ଟିକୁ….

girl in school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ଜିନିଷ ଭାଇରାଲ ହେବାରେ ଲାଗିଛି । କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେବେ ଏ ସବୁ କୁ ଲୋକେ ଜାଣି ଶୁଣି ଖରାପ୍ ଦୃଷ୍ଟିରେ ଦେଖୁଛନ୍ତି । ଆଉ ସୋସିଆଲ ମିଡିଆରେ ଆପଣ ବହୁତ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ । ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ପ୍ରବଳ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓ କୁ ଦର୍ଶକ ମାନେ ତୀବ୍ର ନିନ୍ଦା କରିଥାନ୍ତି ।

ଠିକ୍ ସେମିତି ଗୋଟିଏ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦର୍ଶକ ମାନେ ବହୁତ ସମାଲୋଚନା କରିଛନ୍ତି। ପ୍ରେମ ଏକ ପବିତ୍ର ଭାବନାକୁ ବୁଝାଇ ଥାଏ। ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା । ପ୍ରେମର ପଡ଼ିଥିବା ଦୁଇଟି ହୃଦୟ ଉଡ଼ି ବୁଲନ୍ତି ଖୋଲା ଆକାଶ ତଳେ । ହେଲେ ଆଜିର ଦିନରେ ପବିତ୍ର ପ୍ରେମ ଆଉ ଦେଖିବାକୁ ମିଳୁନାହିଁ ।

ପ୍ରେମ କୁ ନେଇ ପ୍ରତିଦିନ ଆମ ସମାଜରେ କିଛି ନା କିଛି କାଣ୍ଡ ଦେଖିବା ପାଇଁ ମିଳୁଛି ତାହା ଆଜିର ଯୁବପିଢି ମାନେ ପ୍ରେମ କୁ ନେଇ ଯେଉଁ ଭଳି ଭାବେ ଖେଳ ଖେଳୁଛନ୍ତି ତାହା ବହୁତ ଲଜ୍ୟାର ବିଷୟ ହୋଇଛି । ପ୍ରତ୍ୟୋକ ଦିନ ପ୍ରେମ କୁ ନେଇ ଟିଭି ଖବର କାଗଜ ଆଦିରେ ଲଜ୍ୟାଜନକ ଖବର ପ୍ରକାଶ ପାଉଥିବା ର ଦେଖିବାକୁ ମିଳୁଛି । ଆଉ ପ୍ରେମ କୁ ନେଇ କିଛି ଭିଡିଓ ଏବେ ଏପରି ରହିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଉଠିବେ ।

video

ଠିକ୍ ସେହି ସେହିପରି ଗୋଟିଓ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏଠାରେ ଭାଇରାଲ ହେଉଥିବା ଭିଡିଓ ରେ ଯାହା ଦେଖିବା ପାଇଁ ମିଳିଛି ଆପଣ ମାନେ ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ । କଲେଜ ଆସି ଜଣେ ଯୁବକ ଓ ଯୁବତୀ ଯାହା କରିଛନ୍ତି ତାହା ଖୁବ୍ ଲଜ୍ୟାଜନକ ଅଟେ ।

ଯୁବତୀ ଆଉ ଏ ଯୁବକ ଜଣଙ୍କ କଲେଜ୍ ଲାଟିନ ପଖାକୁ ଆସି ଲୁଚାଛପା ପ୍ରେମ ଚଲାଉଛନ୍ତି । କଲେଜ୍ କୁ ପାଠ ପଢିବା ପାଇଁ ଆସି ଯୁବକ ଆଉ ଯୁବତୀ ଏଠାରେ ଏପରି ରାସଲୀଳା କରୁଛନ୍ତି ଯାହା ବର୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *