ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କୁକୁର ପରି ଭୁକୁଛନ୍ତି ବ୍ୟକ୍ତି…

dog

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରୀ ଗାଡିକୁ ଦେଖିଲେ କୁକୁର ପରି ଭୋକୁଛନ୍ତି ବ୍ୟକ୍ତି ଆଉ ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ରାସନ କାର୍ଡ , ଆଧାର କାର୍ଡ , ବା ଭୋଟର କାର୍ଡ ଭୁଲ ସଂଶଧନ କରିବା ବହୁତ ସାଧାରଣ କଥା । ସରକାରୀ ବାବୁ ଙ୍କ ଖାମଖିଆଲି ମନଭାବୋ ପାଇଁ ହୋଇଥାଏ । ଆଉ ନିକଟ ରେ ଜଣେ ବ୍ୟକ୍ତି ଙ୍କ ରାସନ କାର୍ଡ ରେ ଏମିତି କିଛି ଅବହେଳା ଦେଖିବାକୁ ମିଳିଛି ।

ରାସନ କାର୍ଡ ରେ ବ୍ୟକ୍ତିଙ୍କ ସାଙ୍ଗିଆ ବଦଳେଇ ଦେଇଛନ୍ତି ସରକାରୀ ବାବୁ । ଏହାର ପ୍ରତିବାଦ ରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଉକ୍ତ ବ୍ୟକ୍ତି ଜଣଙ୍କ । ବ୍ୟକ୍ତି ଜଣଙ୍କ ହେଲେ ପଶ୍ଚିମ ବଙ୍ଗର ବାଙ୍କୁରା ର ଶ୍ରୀକାନ୍ତ ଦତ୍ତା । ରାସନ କାର୍ଡ ରେ ବଦଳି ଜାଇଛି ତାଙ୍କର ଉପନାମ । ଦତ୍ତା ବଦଳରେ ଲେଖାଜାଇଛି କୁତ୍ତା ।

Kant

ପ୍ରକୃତ ରେ ରାସନ କାର୍ଡ ରେ ସାଙ୍ଗିଆ ବଦଳିଜାଇ ଥିବା ଦେଖି ଶ୍ରୀ କାନ୍ତ ଏହାକୁ ଠିକ୍ କରିବା ପାଇଁ ଦସ୍ତାବିଜ୍ ନେଇ ସରକାରୀ ଅଫିସ ରେ ପହଁଚିଥିଲେ । ହେଲେ କର୍ମଚାରୀ ମାନେ ତାଙ୍କର ଉପହାସ କରି ତାଙ୍କୁ ସେଠାରୁ ଘୂରେଇ ଦେଇଥିଲେ । ଏହା ପରେ ଶ୍ରୀ କାନ୍ତ ବରୋଧ କରିବା ପାଇଁ ଏମିତି ଉପାୟ ଆପଣେଇ ଥିଲେ ।

ଘଟଣା ସାମ୍ନା କୁ ଆସିବା ପରେ ଶ୍ରୀ କାନ୍ତ ଦତ୍ତା ସରକାରୀ କର୍ମଚାରୀ ଙ୍କ ଆଗରେ ଭିନ୍ନ ଢଙ୍ଗରେ ବିରୋଧ ପଦର୍ଶନ କରୁଛନ୍ତି । ଜଣେ ସରକାରୀ ବାବୁ ଜାଉଥିବା ବେଳେ ଶ୍ରୀ କାନ୍ତ ତାଙ୍କର ଗାଡି ଅଟକେଇ କୁକୁର ପରି ଭୋକି ଭୋକି ନିଜର ଅଭିଯୋଗ ଜଣାଉଛନ୍ତି । ଆଉ ଏହାର ଭିଡ଼ିଓ ବି ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହା ଆପଣ ମାନେ ଏଠାରେ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *