ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରିବାର ସମ୍ପତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କ ଅବସ୍ଥା ଏବେ ଗୁରୁତ୍ୱର ରହିଛି । ତାଙ୍କ ଉପରେ ଗୁଳୀ ମାଡ ହୋଇଛି ଜାହା ଫଳରେ ତାଙ୍କୁ ଏୟାର ଲିଫ୍ଟ ଯୋଗେ ମେଡିକାଲ ରେ ସେ ଚିକିତ୍ସିତ ହେଉଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନବଦାସ ଙ୍କ ପରିବାର ରେ କେଉଁ ମାନେ ରହିଛନ୍ତି । ନବଦାସ ଙ୍କ ସଂମ୍ପତୀ ର ପରିମାଣ ରେ କେତେ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢିଲେ ଆପଣ ମାନେ ମନ୍ତ୍ରୀ ନବ ଦାସ ଙ୍କ ବିଷୟ ରେ ସବୁ କିଛି ଜାଣି ପାରିବେ ।

ତେବେ ବନ୍ଧୁଗଣ ନବିନ ଙ୍କ କେବିନେଟ ରେ ସବୁଠୁ ଧନୀ ମନ୍ତ୍ରୀ ହେଲେ ନବଦାସ । ତାଙ୍କର ସ୍ଥାବର ଅସ୍ଥାବର ସଂମ୍ପତୀ ର ମୂଲ୍ୟ ପାଖା ପାଖି 40 କୋଟି ଟଙ୍କା ହେବ । ଭାରତ ବେଞ୍ଚ୍ , ଟାଟା ମଟର୍ସ , ମହିନ୍ଦ୍ରା ର ନାମୀ ଦାମୀ 70 ଟି ଗାଡି ତାଙ୍କ ପାଖରେ ରହିଛି । କୋଭିଡ ସମୟ ରେ ସେ 18 ଟି ଗାଡି କିଣିଛନ୍ତି । କେବଳ ସେତିକି ନୁହେଁ । ନବଦାସ ଙ୍କ ପାଖରେ ତିନୋଟି ବନ୍ଧୁକ ମଧ୍ୟ ରହିଛି । ତିନୋଟି ବନ୍ଧୁକ ର ଦାମ୍ 3 ଲକ୍ଷ 55 ହଜାର ଟଙ୍କା ମଧ୍ୟ ହେବ । ସେହିଥିରୁ ଗୋଟିଏ ରାଇଫଲ ର ମୂଲ୍ୟ 1 ଲକ୍ଷ 25 ହଜାର ଟଙ୍କା ହେବ ।

Naba Das

ତେବେ ବନ୍ଧୁଗଣ ଗୁଳି ମାଡ ପରେ ତାଙ୍କୁ ଭୁବନେଶ୍ୱର ରୁ ଗ୍ରୀନ କୋରିଡୋର ଭାବେ ଆପୋଲ ହସ୍ପିଟାଲ କୁ ନିଆଜାଇ ଥିଲା । ତେବେ ହସ୍ପିଟାଲ ରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରି ଥିବା ବେଳେ ଏକ ସ୍ପେସିଆଲ ଟିମ୍ ତାଙ୍କର ଚିକିତ୍ସା ମଧ୍ୟ କରୁଥିଲେ । ଅନ୍ୟ ପଟେ ମନ୍ତ୍ରୀ ନବ ଦାସ ହସ୍ପିଟାଲ ରେ ପହଁଚିବା ପୂର୍ବରୁ ବିଜେଡି ର ତମାମ ନେତା ହସ୍ପିଟାଲ ରେ ମଧ୍ୟ ପହଁଞ୍ଚି ଥିଲେ ।

ସୂଚନା ଯୋଗ୍ୟ ଯେ କାଲି ମଧ୍ୟନ୍ନ ସମୟ ରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳିମାଡ କରାଜାଇ ଥିଲା ଗାନ୍ଧି ଛକ ଏ ଏସ ଆଇ ଗୋପାଳ ଦାସ ତାଙ୍କୁ ସାନ୍ନାରୁ ଗୁଳି ମାଡ କରିଥିଲେ ତେବେ ସେ କାହିଁକି ମନ୍ତ୍ରୀ ଙ୍କୁ ଗୁଳି ମାଡ କରିଥିଲେ ସେହି ନେଇ କୈଁଣସି ସୂଚନା ମିଳିନାହିଁ । ଗୋପାଳ ଦାସ କୁ କାବୁ କରି ପୋଲିସ ପଚରା ଉଚୁରା କରୁଛି । ତେବେ ଘଟଣା ସ୍ଥଳରେ 4 ରୁ 5 ରାଉଣ୍ଡ ଗୁଳି ଫୁଟିଥିବା ବେଳେ ମନ୍ତ୍ରୀ ଙ୍କ ଦେହରେ ଗୁଳି ବାଜିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *