ହ୍ୟୁମାନ ସାଗର ଙ୍କ ଫଟୋ ଧରି କାନ୍ଦିଲେ ସ୍ତ୍ରୀ ଶ୍ରୀୟା ।

photo

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମାନ ସାଗର ଙ୍କ ଠାରୁ ଦୂରରେ ରହି ସ୍ୱାମୀ ଙ୍କୁ ମନେ ପକାଉଛନ୍ତି ହ୍ୟୁମାନ ସାଗର ଙ୍କ ସ୍ତ୍ରୀ । ଆପଣ ମାନେ ଜାଣିଥିବେ ଶ୍ରୀୟା ପ୍ରତିଯୋଗୀ ଭାବେ ସଂଙ୍ଗିତ ଭିତ୍ତିକ ରିଆଲିଟି ସୋ ରେ ଭାଗ ନେଇଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଆଉ ପରବର୍ତି ସମୟ ରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ତେବେ ସୋ ରେ ହ୍ୟୁମନ ସାଗର ବିଜେତା ହୋଇଥିଲେ ଏବଂ ପରେ 2017 ମସିହା ରେ ଉଭୟ ବିବାହ କରିଥିଲେ ।

ତେବେ ଶ୍ରୀୟା ବାଲେଶ୍ୱର ର ବାସିନ୍ଦା ହୋଇଥିବା ବେଳେ ହ୍ୟୁମନ ସାଗର ଙ୍କ ଘର ଅନାଙ୍ଗିର ରେ ଏବଂ ଉଭୟ ବହୁତ ଗୀତ ବି ଗାଇଛନ୍ତି । ଉଭୟ ଙ୍କ ମଧ୍ୟ ଗୋଟିଏ ଝିଅ ମଧ୍ୟ ରହିଛି । ଆଉ ଏହା ପର ଠାରୁ ସେ କେବେବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ 5 ହଜାର ରୁ ଅଧିକ ଗୀତ ଗାଇ ସାରିଲେଣି ହ୍ୟୁମନ ସାଗର ସେ ଲଭ ସଙ୍ଗ୍ ହେଉ , ପେଥେଟିକ୍ ହେଉ ବା ସୀନେମା ଗୀତ ସବୁଥିରେ ହ୍ୟୁମନ ସାଗର ଙ୍କର ଜବର୍ଦୋସ୍ତ ଜଲ୍ବା ଦେଖିବା ପାଇଁ ମିଳୁଛି ।

human sagar

ତାହାଲେ ହ୍ୟୁମନ ସାଗର 2012 ମସିହା ଠାରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସକ୍ରିୟ ହୋଇଛନ୍ତି । ଆଉ ଏହା ପୂର୍ବରୁ ସେ ନିଜର କେରିଅର ରେ ବହୁତ ସାରା ଗୀତ ଗାଇଥିବାର ନଜର ଆସିଛନ୍ତି । 2012 ମସିହା ର ରିଆଲିଟି ସୋ ଓଡିଶା ର ସୁଟିଂ ସେଟ ରୁ ହିଁ ସେ ଶ୍ରୀୟା ମିଶ୍ର ଙ୍କୁ ଭଲ ପାଇଥିଲେ । ଆଉ ଏହି ପ୍ରେମ ସଂମ୍ପର୍କ ମଧ୍ୟରେ ଆସିଥିଲା ଝଗଡା । ବାହାଘରର କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିଥିଲା ।

ଏହିଥି ପାଇଁ ବର୍ତମାନ ସମୟ ରେ ହ୍ୟୁମନ ସାଗର ଙ୍କ ସ୍ତ୍ରୀ ଥାନା ରେ ହାଜର ହୋଇଛନ୍ତି । ଆଉ ଏବେ 5 ମାସ ଧରି ତାଙ୍କ ପାଖରୁ ଦୂରରେ ରହିଛନ୍ତି ଶ୍ରୀୟା ମିଶ୍ର । ଆଉ ଏବେ ନିଜର ଭୁଲ ବୁଝି ହ୍ୟୁମନ ସାଗର ଙ୍କ ସହିତ କମ୍ପ୍ରମାଇଜ କରି ଚଳିବେ ବୋଲି କହିଛନ୍ତି ହ୍ୟୁମନ ସାଗର ଙ୍କ ସ୍ତ୍ରୀ । ଆଉ ଏହାରି ମଧ୍ୟରେ ହ୍ୟୁମନ ସାଗର ଙ୍କୁ ମନେ ପକେଇ ଗୀତ ଗାଉଥିବାର ନଜର ଆସିଛନ୍ତି ।

ତେବେ ଗତ ଦିନ ମାନଙ୍କରେ ମଦ ପିଇ ନିଜ ସ୍ତ୍ରୀ ଙ୍କୁ ବାଡଉଛନ୍ତି ବୋଲି ଅଭିଯୋଗ କରିଥିଲେ ହ୍ୟୁମନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା ଆଉ ପରେ ପରେ ଏହି ପରି କିଛି ଘଟଣା ଦେଖବା ପାଇଁ ମିଳିଥିଲା । ତେବେ ଆପଣ ମାନଙ୍କୁ ହ୍ୟୁମନ ସାଗର ଏବଂ ତାଙ୍କ ସ୍ତ୍ରୀ ଙ୍କ ଯୋଡି କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *