ହ୍ୟୁମାନ ଶ୍ରେୟାଙ୍କ ମଧ୍ୟରେ କାହିଁକି ଲାଗିଲା କଳି ଆସିଲା ରିପୋର୍ଟ || ଏହି ବଡ କାରଣ

human sagar 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ମାଁ କହିବା କଥା ଯେ ହ୍ୟୁମାନ ସାଗର ଯେତେ ପଇସା ରୋଜଗାର କରିକି ଆଣେ ସିଏ ତା ସ୍ତ୍ରୀ ଶ୍ରିୟାଙ୍କୁ ଦେଇଦିଏ । ଆଉ ଶ୍ରିୟା ତା ଲକପ ରେ ରଖିଦିଏ । କିନ୍ତୁ ହ୍ୟୁମାନ କୁ ସେମିତି କିଛି ବି ଦିଏନି ଖର୍ଚ୍ଚ କରିବା ପାଇଁ । ଆଉ ଯେତେବେଳେ ହ୍ୟୁମାନ ଏକ ଘର କିଣିବା ପାଇଁ ପଇସା ମାଗୁଥିଲା ସେତେବେଳେ ଶ୍ରିୟା ହିଁ ଏଭଳି ବାଗ ବାହାର କରିଛି ବୋଲି ହ୍ୟୁମାନଙ୍କ ମାଁ ମଧ୍ୟ କହିଛନ୍ତି ।

ହ୍ୟୁମାନଙ୍କ ମାଁ କହିବା କଥା ହ୍ୟୁମାନ ସାଗର ଏକ ଘରଟିଏ ନାହିଁ ବୋଲି ସେ ଘର ଭଡ଼ା କରି ରହୁଛି । ଆଉ ଯେତେବେଳେ ତା ସ୍ତ୍ରୀକୁ ପଇସା ମାଗୁଥିଲା ସେତେବେଳେ ତା ସ୍ତ୍ରୀ ଦେଇନଥିଲା । ଏଭଳି କିଛି ହ୍ୟୁମାନଙ୍କ ମାଁ ମଧ୍ୟ କମ୍ପଲେନ୍ ଦେଇଛନ୍ତି । ସେପଟେ ହ୍ୟୁମାନ ସାଗରଙ୍କ ଶଶୁର ଯିଏ ଶ୍ରେୟାଙ୍କ ବାପା ମଧ୍ୟ କହିଛନ୍ତି ଯେ ମୋ ଝିଅକୁ ମାରଧର କରୁଛି ଏବଂ ଜାତି ବଦଳିବାକୁ କହୁଛି ।

human sagar

ଆଉ ଠାକୁର ଜଗନ୍ନାଥଙ୍କୁ ପୂଜା କରିବାକୁ ଯାଉଛି ତେବେ ତାକୁ ନିହାତି ମାଡ ମାରୁଛି । ଆଉ ଦୈନିକ ମନ୍ଦ ପି ମୋ ଝିଅକୁ ବାଡିଆ ବାଡେଇ କରୁଛି । ଆଉ ସେଥିପାଇଁ ମୋ ଝିଅ ପାଞ୍ଚ ମାସ ହେବ ଆସି ମୋ ଘରେ ରହିଛି । ଏମିତି ଦୁଇ ପରିବାର ଅଭିଯୋଗ କରିଛନ୍ତି ଥାନାରେ । ସେହି ଦୁଇ ଅଭିଯୁକ୍ତଙ୍କୁ ଥାନାରେ ପଚରା ଉଚରା ଚାଲିଥିଲା ।

କିନ୍ତୁ ଶ୍ରେୟା ତାଙ୍କର ମତ ରଖିଛନ୍ତି ଯେ ଦୁଇଦିନ ପରେ ସେ ସଠିକ୍ ଉତ୍ତର ଦେବେ ବୋଲି କହିଛନ୍ତି ତେବେ ହ୍ୟୁମାନ ସାଗର ମଧ୍ୟ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ତାଙ୍କର ଏଭଳି କୌଣସି କିଛି ବି କାମ କରି ନାହାଁନ୍ତି ଯାହା ଫଳରେ ତାଙ୍କୁ ଏବେ ଅସମ୍ମାନ ହେବାକୁ ପଡିବ । ସେ ମଧ୍ୟ ଆହୁରି ପ୍ରତିକ୍ରିୟା ଦେଇଛନ୍ତି ଏ ବାବଦରେ ଶ୍ରିୟା ମଧ୍ୟ ଦୁଇଦିନ ସମୟ ମାଗିଛନ୍ତି ଥାନାକୁ । ସେ ଦୁଇଦିନ ଭିତରେ ତାଙ୍କର ସମାଧାନ ହେବ ବୋଲି ଆଶା ଅଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *