ଓଡ଼ିଆ ହିରୋ ସାବ୍ୟସଚୀଙ୍କୁ ଏମିତି ଅବସ୍ଥା କିଏ କଲା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନାକୁ ଆସିଛି । ଓଲିଉଡ ର ସୁପର ଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଏମିତି ଅବସ୍ଥା କିଏ କରିଲା । ଆପଣ ମାନେ ଦେଖି ପାରୁଥିବେ ସବ୍ୟସାଚୀ ମିଶ୍ର ବେଳା ଭୂମି ଉପରେ ଶୋଇଛନ୍ତି । ଆଉ ତାଙ୍କ ଉପରେ କିଛି ଧୋତି ଘୋଡା ହୋଇଛି । ଏବଂ ଫୁଲ ମାଳବି ତାଙ୍କ ଉପରେ ପଡିଛି ।

ତେବେ ଓଲିଉଡ ର ସୁପର ଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଏମିତି ଅବସ୍ଥା କିଏ କରିଲା ଜାଣି ନେବା ଆସନ୍ତୁ , ତେବେ ବନ୍ଧୁଗଣ ସବ୍ୟସାଚୀ ମିଶ୍ରଙ୍କୁ କିଏ ବା ନଜାଣେ ବହୁତ ସାରା ଚଳଚିତ୍ର ରେ ଅଭିନୟ କରି ଘରେ ଘରେ ସେ ପରିଚିତ ହୋଇ ପାରିଛନ୍ତି । ଓଡିଆ ହିରୋ ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ଙ୍କ ସହିତ ଏକାଠି ସିନେମା ରେ କାମ କରୁ କରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା । ଆଉ ତା ପରେ ସେମାନେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ବିଗ ସ୍କ୍ରିନ୍ ରେ ବିଗ୍ ସୋ ରେ ବହୁତ ଶୀଘ୍ର ବଡ ପରଦା କୁ ଆସୁଛି ଓଡିଆ ଚଳଚିତ୍ର ପୁସ୍କୁରା ତରଙ୍ଗ ସିନେ ପ୍ରଡକ୍ଟୋସନ ର ଏହା 44 ତମ ଅବଦାନ ଫିଲ୍ମ ରେ ଅଭିନେତା ସବ୍ୟସାଚୀ ଙ୍କ ସହିତ ସୁପ୍ରିୟା ଙ୍କୁ ଦେଖିବାକୁ ମିଳିବ ।

sabya

ଫିଲ୍ମ ର ନିର୍ଦ୍ଧେଶନା ଦେଇଛନ୍ତି ସୁଭ୍ରାଂଶୁ ଦାସ ପୁସ୍କୁରା ଏକ ଫିଲ୍ମ ନୁହେଁ ବରଂ ଆମର ସୃତି ଓ ହଜିଜାଉଥିବା ସଂସ୍କୃତି ମଧ୍ୟରେ ବଞ୍ଚିଥିବା ଏକ ରହସ୍ୟ ମୟ ଚରିତ୍ର ସାହିତ୍ୟ ରୁ ସିନେମା ପର୍ଯ୍ୟନ୍ତ ଏକାଥରେ ସବୁ ଅର୍ଜିନାଲ ତଥ୍ୟ ଏକ ଜିବନ୍ତ କାହାଣୀ ସହ ବର୍ତମାନ ସମାଜ ରେ ହଜିଯାଉଥିବା ଏବଂ କୈଳିକ ବୃତ୍ତି କୁ ବି ଏହି ଫିଲ୍ମରେ ସ୍ଥାନ ଦିଆଯାଉଛି ।

ଫିଲ୍ମ ର ଭିନ୍ନ ଏକ କାହାଣୀ ଏବଂ କଳାକାର ଙ୍କ ଦମଦାର ଅଭିନୟ ଦର୍ଶକ ଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି । ତେବେ ସବ୍ୟସାଚୀ ଙ୍କ ଏହି ଫୋଟ ଆପଣ ମାନେ ଦେଖୁଛନ୍ତି ତାହା କୈଣସି ରିୟଲ ଲାଇଫ ର କଥା ନୁହେଁ ବରଂ ରିଲ ଲାଇଫ ର କଥା ଅଟେ ଖୁବଶୀଘ୍ର ବଡ ପରଦା କୁ ଆସୁଛି ସବ୍ୟସାଚୀ ଙ୍କ ଓଡିଆ ଚଳଚିତ୍ର ପୁସ୍କରା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *