ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପରେ ବେଶ କିଛି ଦିନ ସୁଖ ଶାନ୍ତିରେ ସଂସାର କଟିଲା । ହେଲେ ଏବେ କାହିଁକି କେଜାଣି ସ୍ୱାମୀର ଟିକେ ତା ସ୍ତ୍ରୀ ପ୍ରତି ସନ୍ଧେହ ଆସିଲା । ଆଉ ସ୍ୱାମୀର ବି ରାତି ଡ୍ୟୁଟି ପଡୁଥିଲା । ଆଉ ସ୍ୱାମୀ ବି ସତ କଥା ଜାଣିବା ପାଇଁ ଚେଷ୍ଟା କରୁଥିଲା । ଦିନେ ଅଧା କାମରୁ ଘରକୁ ପଳେଇ ଆସିଲା । ଆଉ ଯେତିକି ବେଳେ ରାତି ଦୁଇଟା ବାଜିଥିଲା । ଆଉ ସେତିକି ବେଳେ ପାଖ ପୋଡଶୀ କୁ ଘର ଭିତରେ ଦେଖିଥିଲା । ଆଉ ତା ପରେ ନିଜ ମୋବାଇଲ ଖୋଲି ଭିଡ଼ିଓ କରିଥିଲା ।
ଆଉ ସ୍ତ୍ରୀ କୁ ପଚାରିଥିଲା ବର୍ତମାନ ଟାଇମ୍ କେତେଟା । ରାତି 2.00 ଇଏ ଏଇ ଘରେ କଣ କରୁଛି ? ଆଉ ପ୍ରେମିକ କୁ ପାଚିଥିଲା ତୁ ଏ ଘରକୁ ରାତି 2.00 ରେ କଣ ପାଇଁ ଆସିଛୁ । ଆଉ ପ୍ରେମିକ ଜଣଙ୍କ ଭାଇ କୁ ହାତ ଯୋଡି ନେହୁରା ହୋଇ କହୁଛି । ଭାଇ ମୁଁ କିଛି ଖରାପ ଉଦ୍ଧେଶ୍ୟ ରେ ଆସି ନାହିଁ । ହେଲେ ମୁଁ ଆସିଛି । ମୁଁ ମୋ ମାଆ ରାଣ ପକେଇ କହୁଛି ଭାଇ ମୁଁ କିଛି ମନ୍ଦ ଉଦ୍ଦେଶ୍ୟ ନେଇ ତୁମ ଘରକୁ ଆସି ନାହିଁ ।
ହେଲେ ସ୍ୱାମୀ ଜଣଙ୍କ ପଚାରିବା କଥା ରାତି 2.00 ରେ ତୁ ମୋ ଘରକୁ କଣ ପାଇଁ ଆସିଛୁ । ଯେଉଁ ପ୍ରଶ୍ନ ବାଣ ରେ ଘାଇଲା ହୋଇଛନ୍ତି ନିଜ ସ୍ତ୍ରୀ ଏବଂ ପ୍ରେମିକ । ବନ୍ଧୁଗଣ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ସୁରକ୍ଷା ଦୃଷ୍ଟି ରୁ ଏହି ଭିଡ଼ିଓ ଟି କେଉଁଠିକାର ଆମେ କହି ପାରିବୁ ନାହିଁ । ହେଲେ ଏହି ଭିଡ଼ିଓ ଏତିକି ଜଣା ପଡୁଛି ଯେ ଚୋରା ପୀରତି କେତେ କଷ୍ଟ ଦାୟକ । ଏହି ପରି କିଛି କାମ କରିବା ପୂର୍ବରୁ 100 ଥର ଭାବିବା ଦରକାର ।
ଯିଏ ରାତି ଅନିଦ୍ରା ହୋଇ ଖଟିବା ପାଇଁ ଯାଇଛି । ସେ ରାତି ଅନିଦ୍ରା ହୋଇ ଦୁଇ ପଇସା ପାଇଲେ ତୁମେ ମାନେ ସୁଖରେ ରହିବ ଶାନ୍ତିରେ ରହିବ । ସେହିଥି ପାଇଁ ତ ସମସ୍ତେ ଶୋଇଗଲା ପରେ ସେ ଖଟିବା ପାଇଁ ଯାଉଛି । ଆଉ ତାର ସରଳତାର ସୁଯୋଗ ନେଇ ତୁମେ ତମ ପ୍ରେମିକ କୁ ଘର ଭିତରକୁ ଡାକି ଦେଉଛ । ଏହି ଦୁନିଆଁ ରେ ତୁମକୁ ସମସ୍ତେ କ୍ଷେମା କରି ଦେଇ ପାରନ୍ତି । ହେଲେ ଭଗାବାନ ତୁମକୁ କେବେବି କ୍ଷେମା କରିବେ ନାହିଁ । ଏମିତି କିଛି ସୋସିଆଲ ମିଡିଆ ରେ ସିଟିଜେନ ମାନେ କମେଣ୍ଟ ଲେଖୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।