ଯଦି ରାସ୍ତାରୁ ପଇସା ପାଆନ୍ତି ତ ଆପଣଙ୍କୁ କେଉଁ ସଙ୍କେତ ମିଳିଥାଏ ? ଆଜିର 20ଟି ଅନୁଚିନ୍ତା

Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନୁଷ୍ୟ ଜୀବନରେ ଭଲ ମନ୍ଦ କିମ୍ବା ଶୁଭ ଅଶୁଭ ସବୁବେଳେ ଲାଗି ରହିଥାଏ । ତେବେ ଏ ସବୁ ଘଟିବା ଆଗରୁ ପ୍ରକୃତି କିଛି ସଂକେତ ମିଳିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଯଦି ନିଜେ ପିନ୍ଧୁଥିବା ବସ୍ତ୍ରରେ ତୁଳା ଲାଗିବାର ଦେଖନ୍ତି ତେବେ ଶୁଭ ହେବା ସହ ଭଲ ଖବର ମିଳିବାର ସଂକେତ ହୋଇଥାଏ । ଚାବି ଗୁଛାରେ ଯଦି ବାରମ୍ବାର ଜଙ୍କ ଲାଗେ ତେବେ ସମ୍ପର୍କୀୟଙ୍କ ଠାରୁ ଜିନିଷ ପାଇବାର ସୂଚନା ମିଳିଥାଏ ।

ଘରେ ଯଦି ଅଚାନକ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ପରିବାରରେ ବିପଦ ପଡିବାର ସଂକେତ ହୋଇଥାଏ । ବହୁତ ଚେଷ୍ଟା ପରେ ବି କାର୍ଯ୍ୟ ସଫଳ ହୁଏ ନାହିଁ ଏହା ଧନ ହାନି ହେବାର ସଂକେତ ହୋଇଥାଏ । ପେଟ ଜନିତ ସମସ୍ୟା ଥିଲେ ଓ ମନ ଚିଡିଚିଡା ଲାଗେ ଆକସ୍ମିକ ଦୁର୍ଘଟଣା ହେବାର ସଂକେତ ହୁଏ ।

jitu das

ମୁହଁରେ ଅଧିକ ଲାଲ ଉତପନ ହେଲେ ଧନ ବୃଦ୍ଧି ଓ ଆଇନଜନିତ ସମସ୍ୟା ବଢିବାର ସଂକେତ ହୋଇଥାଏ । ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହୁଏ ବା କାଚ ଭାଙ୍ଗିଯାଏ ତେବେ ଏହା ଅଶୁଭ ହେବ ସହ ପରିବାର ପ୍ରତି କିଛି ବିପଦ ପଡିବାର ସଂକେତ ହୋଇଥାଏ ।

ରୋଷେଇ ଘରେ ରଖାଯାଇଥିବା କାଚ ପାତ୍ର ଯଦି ଗୋଟେ ପରେ ଗୋଟେ ଭାଙ୍ଗିବାକୁ ଲାଗେ ତେବେ ଆର୍ଥିକ ସଙ୍କଟ ପଡିବାର ସଂକେତ ହୋଇଥାଏ । ଯଦି ଘରେ ହେଉଥିବା ଶୁଭ କାମରେ ବାରମ୍ବାର ବାଧା ଉପୁଜୁଥାଏ ତେବେ ପରିବାର ପ୍ରତି ବିପଦ ପଡିବାର ସଂକେତ ହୋଇଥାଏ । ଯଦି ଘର ଉପରେ ଅଚାନକ ପକ୍ଷୀ ହାଡ ଖଣ୍ଡ ପକାଏ ତେବେ ଅଶୁଭ ସୂଚନା ମିଳିବାର ସଂକେତ ହୋଇଥାଏ ।

କ୍ଷୀର ଗରମ କରିବା ସମୟରେ ବାରମ୍ବାର କ୍ଷୀର ଉତୁରି ତଳେ ପଡିଯାଏ ଏହା ଅଶୁଭ ସଂକେତ ହୋଇଥାଏ । ଯଦି ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖନ୍ତି ତେବେ ଭଲ ସମୟ ଆସିବାର ସଂକେତ ହୋଇଥାଏ । ଛୋଟ ବୁଢିଆଣୀ ମୁଣ୍ଡ ପଡିଲେ ଧନ ପ୍ରାପ୍ତିର ସୂଚନା ଦେଇଥାଏ । କୌଣସି ପକ୍ଷୀ ଘର ଉପରେ ମାରିବାର ଦେଖନ୍ତୁ ତେବେ ପ୍ରେତ ଗୃହକୁ ପ୍ରବେଶ କରିବାର ସଂକେତ ହୋଇଥାଏ ।

jitu das

ଯଦି ଘରେ କଳା ପିମ୍ପୁଡି ସମୂହ ଭାବେ ବୁଲୁଥିବାର ଦେଖନ୍ତୁ ତେବେ ଏହା ଐଶ୍ଚାର୍ଜ୍ୟ ବୃଦ୍ଧି ହେବାର ସଂକେତ ହୋଇଥାଏ । ଘରେ ଯଦି ଖାଲି ବାଲଟି ରଖିଥାନ୍ତି ତେବେ ପାଣି ଭରି ରଖିବା ଶୁଭ ସଂକେତ ହୋଇଥାଏ । ଯଦି ରାସ୍ତାରେ ଯିବା ସମୟରେ ପଇସା ବା ମୁଦ୍ରା ମିଳେ ତେବେ ଏହା ଅଶୁଭ ହୁଏ ଓ କାର୍ଯ୍ୟରେ ସଫଳତା ମିଳିବାର ବିଳମ୍ବ ହେବାର ସଂକେତ ଦେଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *