ପ୍ରେମ କଲୁ ,ଅଗ୍ନିକୁ ସାକ୍ଷୀ ରଖି ବାହା ବି ହେଲୁ ..ଏବେ ତୁ ମୋ ଜୀବନ ନେଲୁ

life

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏପଟେ ସୁନ୍ଦୁର ପନ୍ଧେଇଲୁ ସେପଟେ ପାଟିରେ ବିଷ ଦେଲୁ । ତୁ କେମିତିକା ପ୍ରେମିକ ଆଜିିବି ତୁ ମାରିଦେଲୁ । ଭଲ ପାଇ ପାଇ ପଛରେ ଗୋଡେଇଲୁ ଯେତେ ବେଳେ ତ ପ୍ରେମ ନିବେଦନ କୁ ଶୀକ୍ୱାର କଲି ସେତେ ବେଳେ ତୁ ମୋ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲୁ । କେବଳ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲୁନି ରେ ମତେ ମନ୍ଦିର ରେ ସିନ୍ଦୁର ବି ପିନ୍ଧେଇଲୁ । ଆଉ ବାହା ହେଲା ପରେ ତୁ ଲୋକଙ୍କ କଥାରେ ପଡି ଏବେ ବେଇମାନ ହୋଇଗଲୁ ଯେ ତୁ ମୋ ଜିବନ ନେଇ ଗଲୁ ।

ବନ୍ଧୁଗଣ ମନ୍ଦିର ରେ ଚାଲିଛି ବାହାଘର ବ୍ରହ୍ମଣ ର ମନ୍ତ୍ରୀ ଧ୍ୱନୀ ରେ ଫାଟି ପଡୁଛି ମନ୍ଦିର । ଏ ହେଉଛି ପ୍ରେମି ଯୁଗଳ ଙ୍କ ବାହାଘର ଏ ହେଉଛି ମୃ-ତ୍ୟୁ ପୂର୍ବର ଭିଡ଼ିଓ । ସେହି ବାହଘର ର ଭିଡ଼ିଓ ଆଉ ବାହାଘର ରେ ସିନ୍ଦୁର ପିନ୍ଧାଉଥିବା ଏହି ପ୍ରେମିକ ଟି ଆଜ୍ଞ୍ୟା କିଛି ଦିନରେ ହିଁ ନିଜ ସ୍ତ୍ରୀ କୁ ମାରି ଦେଇଛି । କେଇଟା ଟଙ୍କା ପାଇଁ ତାର ଜିବନ ନେଇ ଜାଇଛି ।

love 1

ଏମିତି ଏକ ଅଭାବନିୟ ଘଟଣା ସୁଣିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭୀମ ପୁର ଗ୍ରାମରେ ସେହି ଗ୍ରାମ ର କାର୍ତ୍ତିକ ଦିକ୍ଷିତ୍ ଙ୍କ ପୁଅ ବିଜୟ ଦିକ୍ଷିତ୍ ଶିମୁଳିଆ ଥାନା ଅଧିନ ଗରଡି ପାଟ୍ନା ଥାନା ଅଧିନ ରବିନ୍ଦ୍ର ସୁଦାନ ଙ୍କ ଝିଅଙ୍କୁ ଭଲ ପାଇ ବୈଦ୍ଧିକ ରିତି ନିତି ରେ ବିବାହ କରିଥିଲେ । ବିବାହ ର କିଛି ଦିନ ତଳେ ଝିଅକୁ ବାପ ଘରୁ ଏକ ଲକ୍ଷ ଟଙ୍କା , ଏବଂ ବିଭିନ୍ନ ଆସଭାବ ପତ୍ର ଆଣିବା ପାଇଁ ଝିଅକୁ କହିଥିଲେ । ଆଉ ଏହା ସହିତ ଝିଅକୁ ମାରପିଟ କରି ଯୈତୁକ ନିର୍ଜାତନା ଦେଉଥିଲେ ।

ଆଉ ଏଥିରେ ପୁଅକୁ ସୋପୋର୍ଟ କରୁଥିଲେ ପୁଅର ବାପା ମାଆ । ଯେ ପର୍ଯ୍ୟନ୍ତ ଏକ ଲକ୍ଷ ନଦେବ ସେତେ ବେଳେ ଯାଏ ଝିଅକୁ ବାପ ଘରକୁ ଯିବାକୁ ଦେଇ ନଥିଲେ । ଆଉ ପରେ ଝିଅକୁ ଟଙ୍କା ପାଇଁ ସ୍ୱାମୀ ମାରିଦେଇଥିବା ଘଟଣା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ହେଲେ ବର୍ତମାନ ସୁଧା ପ୍ରେମିକ ଏବଂ ତାଙ୍କ ପରିବାର ବିରୋଧ ରେ କାର୍ଯ୍ୟାନୁଷ୍ଟାନ ନିଆଜାଇ ନାହିଁ । ତେବେ ଆଜି ଏସ୍ ପି ଙ୍କୁ ଭେଟ କରି ଏହି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଦେବି କରିବାକୁ କହିଛନ୍ତି ଝିଅର ପରିବାର ଲୋକେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *