ପୋଲିସ ଚାକିରୀ କୁଲୁ ବୋଲି ଆମର କଣ ମନ ନାହିଁ…

police jobs

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଜିନିଷ ଛଡା ଯାଉଛି କିଏ ନାଚି କରି ସୋସିଆଲ ମିଡିଆରେ ଭିଡିଓ କରୁଛି ତ କିଏ ଗାଇ କରି । ସୋସିଆଲ ମିଡିଆରେ ବହୁତ ଅନେକ ଜିନିଷ ଛଡା ଯାଉଛି । ଏଥିରୁ କିଛି ଜିନିଷ ଶିକ୍ଷଣୀୟ ହୋଇ ଥିବା ବେଳେ ଆଉ କିଛି ଜିନିଷ ନିନ୍ଦା ଜନକ ।

ବର୍ତ୍ତମାନ ମଣିଷ ଜୀବନରେ ଆପଣ ମଣିଷକୁ ଘରେ କମ ପ୍ରାୟ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ପାଇବେ। ଏହା ଯେତେ ଭଲ ହୋଇଥାଏ ସେତିକି ଖରାପ ମଧ୍ୟ ହୋଇଥାଏ । ଏହା ଛୋଟ ଛୋଟ ପିଲା ମାନଙ୍କୁ ନଷ୍ଟ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମାଆ ଆଗରେ ଡିଜେ ଡେନ୍ସ । ପୂରା ହାତକୁ ହଲେଇ ନାଚିବାରେ ବ୍ୟସ୍ତ । ନିଶ୍ଚିତ କିଛି ଖୁସୀ ଖବର ଥିବ ନାଁ ଏମିତି ବୋବାଲିଆ ନାଚ ଆପଣ ମାନେ ଦେଖିଲେ ଆପଣ ମାନେ ନନାଚି ରହି ପାରିବେ ନାହିଁ ।

Police

ତେବେ ସେହି ଦୃଶ୍ୟ ଉପରେ ଟିକେ ନଜର ପକେଇ ଦେବା । ତେବେ ଏଠାରେ ବନ୍ଧୁଗଣ ଆପଣ ମାନେ ଦେଖି ପାରୁଥିବେ ମହିଳା ପୋଲିସ୍ ଜଣଙ୍କ କେମିତି ଡେନ୍ସ କରିବାରେ ମଜି ଜାଇଛନ୍ତି । ଏବଂ ହେଲେ ଏଠାରେ ନାଚିବାକୁ କେହି ମନା କରୁନାହାଁନ୍ତି । ହେଲେ ଆପଣ ଡ୍ୟୁଟି ସାରିବା ପରେ ବର୍ଦ୍ଧି ଖୋଲିବା ପରେ ନାଚି ପାରିଥାନ୍ତେ । ଏମିତି ବର୍ଦ୍ଧି ପିନ୍ଧି ସର୍ବସାଧାରଣ ରେ ନାଚିବା ଏବଂ ଭିଡ଼ିଓ ଭାଇରଲ କରିବା ଅଶୋଭ ନିୟ କାର୍ଯ୍ୟ ଆପଣ ବର୍ଦ୍ଧି କୁ ସମ୍ମାନ ଦିଅନ୍ତୁ । ନିଜ ଦାୟୁତ୍ୱ ର ମର୍ଯ୍ୟଦା ରଖନ୍ତୁ ।

ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟି କେଉଁଠି କାର ଜଣା ପଡିନାହିଁ । ହେଲେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କ ମତାମତ ଏହି ଭିଡ଼ିଓ କୁ ନେଇ କଣ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *