ଦେଖନ୍ତୁ ଦୁର୍ଘଟଣାର LIVE ଭିଡିଓ- ଘାଟି ରାସ୍ତାରେ ବସ ଯାଉ ଯାଉ ଟ୍ରକ ସହ ହେଲା ଧୋକା…। ଆଉ ତା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

bas 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ ରେ ଭକ୍ତି ଭାବନା ନେଇ ବାବା ଶିରିଡି ଙ୍କୁ ଦର୍ଶନ କରିବାକୁ ଯାଉଥିଲେ ଭକ୍ତ । ବାବା ଙ୍କୁ ଦର୍ଶନ କରିବା ମନସ୍କାମନା ପୂର୍ଣ୍ଣ କରିବା ଏବଂ ଆହୁରି ଅନେକ ତୀର୍ଥ ସ୍ଥାନ ଭ୍ରମଣ କରିବା ର ଇଚ୍ଛା ନେଇ ଗୋଟିଏ ପ୍ରାଇଭେଟ ବସ ରେ ଯାଉଥିଲେ 50 ରୁ ଅଧିକ ଭକ୍ତ । ହେଲେ ଭଗବାନ ଙ୍କ ର ଲୀଳା ବଧେ କିଛି ଅଲଗା ରହିଥିଲା ଆଉ ବାବା ଶିରିଡି ଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଘଟିଗଲା ଗୋଟିଏ ବଡ଼ ଦୂର୍ଘଟଣା ଆଉ ସବୁକିଛି ଶେଷ ହୋଇଗଲା ।

ଘଟଣା ସ୍ଥଳରେ 10 ଜଣ ଭକ୍ତ ଙ୍କର ମୃ-ତ୍ୟୁ ହୋଇଗଲା ଏବଂ ଏବେବି ଅନେକ ଭକ୍ତ ହସ୍ପିଟାଲରେ ନିଜ ଜୀବନ ଓ ମୃ-ତ୍ୟୁ ର ବାଜି ଲଢ଼ୁଛନ୍ତି । ତେବେ ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜାଣିନେବା । ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ । ଏବଂ ଆପଣ ବି କହିବେ ଏମିତି ମୃ-ତ୍ୟୁ କାହା ଜୀବନ ରେ ନ ଆସୁ ବୋଲି ।

bas

ତେବେ ଆଜି ଏକ ତୀର୍ଥ ଯାତ୍ରୀ ବସ ରେ ପ୍ରାୟ 50 ରୁ ଅଧିକ ଭକ୍ତ ବାବା ଶିରିଡି ଙ୍କୁ ଦର୍ଶନ କରିବା ପାଇଁ ଯାଉଥିଲେ । କିନ୍ତୁ ମହାରାଷ୍ଟ୍ର ର ନାସିକ ର ଶିରିଡି ହାଇ ୱେ ରେ ଘଟିଗଲା ବଡ଼ ଦୁର୍ଘଟଣା । ତୀର୍ଥ ଯାତ୍ରୀ ଙ୍କ ବସ କୁ ଆସି ଧକା ଦେଇଥିଲା ଗୋଟିଏ ଟ୍ରକ । ତେବେ ଟ୍ରକ ର ଧକା ରେ ବସ ଟି ପୁରା ନଷ୍ଟ ହୋଇଯାଇଥିଲା ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ଏବଂ ମର୍ମାହତ ଥିଲା କି ଘଟଣା ସ୍ଥଳ ରେ ହିଁ 10 ଜଣ ଭକ୍ତ ଙ୍କ ର ମୃ-ତ୍ୟୁ ହୋଇ ଯାଇଥିଲା ।

ସବୁଠାରୁ ଦୁଃଖ ର ବିଷୟ ଏହା କି ଏହି ମୃ-ତ୍ୟୁ 10 ଜଣ ଭକ୍ତ ଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ମଧ୍ୟ ରହିଥିଲେ ଏବଂ ଆଉ ଆଠ ଜଣ ମହିଳା । ଏହା ସହିତ ଏବେ ବି ବହୁତ ଭକ୍ତ ଙ୍କ ର ଅବସ୍ଥା ଶଙ୍କଟାପୂର୍ଣ୍ଣ ରହିଛି ଏବଂ ପାଖ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଭଗବାନ ଙ୍କୁ ଦର୍ଶନ କରିବା କୁ ଯାଉଥିବା ଏହି ଭକ୍ତ ଙ୍କୁ ଉଦ୍ଧାର କରି ପାରିଲେନି ବାବା ଶିରିଡି ଆଉ ଘଟିଗଲା ଏପରି ଦୁର୍ଘଟଣା । ତେବେ ଘଟଣା ଟିକୁ ନେଇ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଦୁଖଃ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *