ସକାଳୁ ଉଠି କୁହନ୍ତୁ କେବଳ ଏହି ୧ ମନ୍ତ୍ର | ମିଳିବ ପ୍ରବଳ ଧନ

mantra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠି ଆପଣ ଏହି ମନ୍ତ୍ରକୁ ଜପ କଲେ ଆପଣଙ୍କ ଘରୁ ସବୁଦିନ ପାଇଁ ଦରିଦ୍ରତା ଦୂର ହୋଇଯିବ । କାରଣ ଯେଉଁ ଘରେ ସକାଳେ ଶୁଭ ହୋଇଥାଏ ବୁଝି ଯାଆନ୍ତୁ କି ସେହି ବ୍ୟକ୍ତିଙ୍କ ପାଖରୁ ଦୁଃଖ ଦରିଦ୍ରତା ଆସି ନଥାଏ । ଘରୁ ମଧ୍ୟ ସବୁ ବାଧାବିଘ୍ନ ଦୂର କରିବା ପାଇଁ ଶକ୍ତି ମିଳିଥାଏ । ଆମ ଶାସ୍ତ୍ର ଭିତରେ ଏପରି ମନ୍ତ୍ର ଲେଖା ଅଛି ଯାହାକୁ ଆପଣ ଉଚ୍ଚାରଣ କରିବେ ତ ଏହାର ମାଧ୍ୟମରେ ଆପଣଙ୍କ ଜୀବନରେ ସଫଳତା କିଛି ପାଇଁ ପାରିବେ ।

ଯୋଗ ଯୋଗ ଧରି ଏହି ମନ୍ତ୍ରର ବିଶେଷ ମହତ୍ ରହିଛି । ମନ୍ତ୍ର ଭିତରେ ଶକ୍ତି ନଥାଏ ମନ୍ତ୍ର ବୋଲିବା ଦ୍ୱାରା ଶକ୍ତି ପ୍ରାପ୍ତ ହୋଇଥାଏ । ସର୍ବ ପ୍ରଥମେ ଯଦି କୌଣସି ମନ୍ତ୍ର ତ ଭୋଳାନାଥଙ୍କ ଅବତାର ହନୁମାନଙ୍କୁ ଜପ କରିବା ଉଚିତ୍ । କାରଣ ସବୁଠୁ ଅଧିକ ଶକ୍ତି ତାହା ଭିତରେ ଅଛି । କଳି ଯୁଗରେ ଯେଉଁ ଦେବତା ଧରିତ୍ରୀ ରେ ଥିଲେ ସେ ହେଉଛନ୍ତି ହନୁମାନ ।

hanuman

ଆପଣ ସକାଳୁ ଉଠି ଆପଣଙ୍କ ମୁହଁ କୁ ଉତ୍ତର ଦିଗ କରି କରି ବସି ଯାଆନ୍ତୁ । ହନୁମାନ ଚାଳିଶା କୁ ଗୋଟିଏ ଥର ଜପ କରନ୍ତୁ । କୌଣସି ଭକ୍ତ ସକାଳୁ ଉଠି ହନୁମାନ ଚାଳିଶା କୁ ଜପ କରି ଦେଲେ ତ ଆପଣଙ୍କ ଜୀବନରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ । ଆପଣ ବିଜୟ ପ୍ରାପ୍ତ କରିବେ । ତେଣୁ ଏହି ମନ୍ତ୍ରର ବିଶେଷ ମହତ୍ ରହିଛି ।

ଭୋଳାନାଥଙ୍କ ର ଏହି ମନ୍ତ୍ର ଓଁ ନମଃ ଶିବାୟ । ଓଁ ନମଃ ଶିବାୟ ଛୋଟିଆ ମନ୍ତ୍ର ଅଟେ । ଯେଉଁ ଓଁ ଆପଣ ଉଚ୍ଚାରଣ କରୁଛନ୍ତି ତାହା ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ର ଶକ୍ତି ରହିଛି । ବ୍ରହ୍ମା ଯିଏ ବ୍ରହ୍ମାଣ୍ତ ର ରଚନା କରିଛନ୍ତି । ଭଗବାନ ବିଷ୍ଣୁ ଯାଏ ସୌନ୍ଦର୍ଯ୍ୟ ରଚନା କରିଛନ୍ତି । ଭଗବାନ ମହେଶ୍ୱର ଯିଏ କି ସୃଷ୍ଟିର ସନ୍ତୁଳନ କରୁଛନ୍ତି । ଏହି ତିନି ଦେବଙ୍କ ଶକ୍ତି ଏହି ଓମ୍ ଭିତରେ ଅଛି । ସେହି ଓମ୍ ଦ୍ୱାରା ତିନି ଦେବତାଙ୍କ ନାମ ଜପ କରିପାରିବେ ।

mahadev

ଏହାର ଶକ୍ତି ଆପଣଙ୍କୁ ମିଳିଥାଏ । ମହାଦେବଙ୍କ ର ଅନ୍ୟ କୈଣସି ମନ୍ତ୍ର ମଧ୍ୟ ଜପ କରିପାରିବେ । ଏହି ଆପଣଙ୍କୁ କୌଣସି ଦୁର୍ଘଟଣା କି ରୋଗରେ ପିଡୀତ ଅଛନ୍ତି ଆଉ ସେଥିରୁ ମୁକ୍ତି ହେବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଏହି ଗୋଟିଏ ମନ୍ତ୍ର ଜପ କରିବା ଉଚିତ୍ । ଆପଣଙ୍କ ସବୁ ପ୍ରକାରର ଚିନ୍ତା ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *