ଭାଇରାଲ ବୟ Santanu ଙ୍କ ‘କୁଞ୍ଚୁ କୁଞ୍ଚୁଆ ବାଳରେ ନନି’ ଗୀତରେ ଦୁଲୁକିଲା ମଞ୍ଚ…ଦେଖନ୍ତୁ

Santanu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସବୁ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି । ବନ୍ଧୁଗଣ ଏପରି ଅନେକ ଲୋକ ରହିଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଂଞ୍ଜନ କରିପାରନ୍ତି । ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଂଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଗୋଟିଏ ଏପରି କୁନି ପିଲା ବିଷୟରେ କହିବାକୁ ଯାଉଛୁ ଯିଏ ଲୋକ ମାନଙ୍କ ମନୋରଂଞ୍ଜନ କରାଇ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛି । ଶାନ୍ତନୁ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସିଙ୍ଗିଙ୍ଗ ସୋ ଓଡିଶାର ନୂଆ ସ୍ଵର ରେ ପ୍ରଥମ ଥର ପାଇଁ ନଜର ଆସିଥିଲେ । ଏହା ପରେ ତାଙ୍କ ଜବରଦସ୍ତ କମେଡି ଏବଂ ସୁନ୍ଦର ଗୀତ ଶୁଣି ସମସ୍ତେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଥିଲେ ।

Santanu

ତେବେ ଶାନ୍ତନୁଙ୍କୁ କେତେକ ଆଲବମ ଗୀତରେ ମଧ୍ୟ ଗାଇବା ପାଇଁ ମଉକା ମିଳି ସାରିଛି । କିଛି ଦିନ ହେବ ସୋସିଆଲ ମିଡିଆରେ ଶାନ୍ତନୁଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆମେ ଆଜି ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ହସିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଶାନ୍ତନୁ ସ୍ଟେଜ୍ ଉପରେ ମଞ୍ଚ ଦୁଲୁକାଉ ଛନ୍ତି । ଶାନ୍ତନୁ ଓଡିଆ ଲୋକପ୍ରିୟ ଗୀତ କୁଞ୍ଚୁ କୁଞ୍ଚିଆ ବାଳରେ ନନି ଗୀତ ଗାଉଥିବାର ନଜର ଆସୁଛନ୍ତି । ତାଙ୍କ ସହ ଓଡିଆ କମେଡିଆନ ପ୍ରଜ୍ଞାନ ମଧ୍ୟ ସ୍ଟେଜରେ ଦର୍ଶକଙ୍କ ମନୋରଂଞ୍ଜନ କରାଉ ଥିବାର ଦେଖିବା ପାଇଁ ମିଳିଥିବା ବେଳେ ଏହା ବର୍ତମାନ ସମୟ ରେ ସୋସିଆଲ ମି଼ଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *