ଆଶାୟୀ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ ନିଯୁକ୍ତି ଆଶାୟୀ ଯୁବକ , ଯୁବତୀ ମାନଙ୍କୁ ସରକାରୀ ଚାକିରୀ ଦେବା ଲାଗି ରୋଜଗାର ମେଳା ଆୟୋଜିତ ହୋଇଛି । ଓଡିଶା ର ଭୁବନେଶ୍ୱର ର ସ୍ଥିତ ଆଚାର୍ଯ୍ୟ ବିହାର ରେ ସ୍ଥିତ CSIR ବସ୍ତୁ ପ୍ରଜୁଯ୍ୟ ପ୍ରତିଷ୍ଟାନ IMg ରେ ରୋଜଗାର ମେଳା ଆୟୋଜିତ ହୋଇଛି । ଏହି ଆୟୋଜନ ସମୟ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ୍ୟ ମନନିତ ପ୍ରାର୍ଥି ମାନଙ୍କୁ ସରକାରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।

ଏହି ରୋଜଗାର ମେଳା ରେ 128 ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହୋଇଛି । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଚଳିତ ବର୍ଷ 10 ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ ରଖାଜାଇଛି । ଆଜି ଦେଶରେ 71 ହାଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଜାଇ ଥିବା ବେଳେ ଓଡିଶା ରେ 128 ଜଣ ରହିଛନ୍ତି । ଏବଂ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୁନିୟର ଇଂଜିନିୟ , ଜୁନିୟର ଆଶିଷ୍ଟାଣ୍ଟ , ନର୍ସିଂ ଅଫିସର ଭଳି ବିଭିନ୍ନ ପଦବୀ ରେ ନିଯୁକ୍ତି ଦିଆଜାଇଛି ।

Dharmendra

ବର୍ତମାନ ସୁଧା ତିନୋଟି ସଂସ୍କରଣ ଆୟୋଜନ ହୋଇଥିବା ବେଳେ ପ୍ରତି ସଂସ୍କରଣ ରେ 70 ହଜାର ରୁ ଅଧିକ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ ହୋଇଛି । ଏବଂ ଏହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ରୋଜଗାର ମେଳା ରେ 128 ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହୋଇଛି । ଆଉ ଆଜି ଦେଶରେ 70 ହଜାର ରୁ ଅଧିକ ପିଲା ମାନଙ୍କୁ ନିଯୁକ୍ତି ପତ୍ର ବା ଚାକିରୀ ର ନିଯୁକ୍ତି ପତ୍ର ଦିଆଗଲା ।

ଏହା ତୃତୀୟ ଏଡିସନ ହୋଇଥିବା ବେଳେ 10 ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଏହି ବର୍ଷ ସରକାରୀ ନିଯୁକ୍ତି ଦିଆଯିବ । କେବଳ ସେତିକି ନୁହେଁ ଆଜି ରୋଜଗାର , ଆତ୍ମନିର୍ଭର ଶୀଳତା ବଢେଇବା ପାଇଁ ଭାରତ ସରକାର ନିର୍ଭର ଶୀଳ ଏବଂ ସେହିଥି ପାଇଁ ଭାରତ ସରକାର ଙ୍କ ବିଭିନ୍ନ ଯୋଜନା ରେ ପ୍ରତ୍ୟୋକ କାର୍ଯ୍ୟ କ୍ରିୟାଇନ୍ନ ହେବା ଆରମ୍ଭ କରିଛି । ଓଡିଶା ରେ ରହିଥିବା ଯୁବକ ଯୁବତୀ ମାନେ ବି ଏହିଥିରେ ଲାଭାର୍ଥି ହୁଅନ୍ତୁ ଏହା ମୋଦି ସରକାର ଙ୍କ ଯୋଜନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *