ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ୧୦ ଗ୍ରାମ ପିଛା ସୁନା ଦର ରହିଛି ୫୭ ହଜାର । ୯୯୯ ସୁନ୍ଧତା ରୂପାର ମୁଲ୍ୟ ରହିଛି ୬୮୩୭୧ ଟଙ୍କା । ଦର ଜାଣିବା ପାଇଁ ଏହି ନମ୍ବର ୮୯୫୫୬୬୪୪୩୩ ରେ ମିସ୍ କଲ ଦେଇପାରିବେ । ୨୦୨୩ ମସିହା ଜାନୁୟାରୀ ୨୫ ତାରିଖରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଁଥିବା ଖବର ମିଳିଛି ।
ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୫୭ ହଜାର ଟଙ୍କା ଥିବା କୁହାଯାଉଛି । ସେହିପରି ରୂପା ଦର ପ୍ରତି କିଲୋ ପିଛା ୬୮ ହଜାର ଟଙ୍କା ରହିଛି । ଜାତୀୟ ସ୍ତରରେ ୯୯୯ ସୁନ୍ଧତା ଥିବା ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୫୭ ହଜାର ୧୩ ଟଙ୍କା ରହିଛି । ଏହି କ୍ରମରେ ୯୯୯ ସୁନ୍ଧତା ଥିବା ରୂପା ମୂଲ୍ୟ ୬୮ ହଜାର ୩୭୧ ଟଙ୍କାରେ ପହଞ୍ଚିଛି ।
ବୁଧବାର ସଂନ୍ଧ୍ୟାରେ ୨୪ କ୍ୟାରେଟ ସୁନ୍ଧତା ସୁନା ୫୭ ହଜାର ୫୦ ଟଙ୍କା ପ୍ରତି ୧୦ ଗ୍ରାମ ପିବଛା ଥିବା ବେଳେ ଆଜି ସକାଳେ ୯୯୯ ସୁନ୍ଧତା ଥିବା ୧୦ ଗ୍ରାମ ସୁନା ମୂଲ୍ୟ ହ୍ରାସ ପାଇଁ ୫୬ ହଜାର ୭ଶହ ୮୫ ଟଙ୍କାରେ ପହଞ୍ଚିଛି । ସେହିପରି ୯୧୬ ସୁନ୍ଧତା ଥିବା ସୁନା ଥିବା ଆଜି ୫୨ ହଜାର ୨୨୪ ଟଙ୍କା ହୋଇଯାଇଛି । ଏତଦ୍ ବ୍ୟତୀତ ୭୫୦ ସୁନ୍ଧତା ସୁନା ମୂଲ୍ୟ ହ୍ରାସ ପାଇଁ ୪୨ହଜାର ୭୬୦ରେ ପହଞ୍ଚିଛି । ୫୮୫ ସୁନ୍ଧତା ଥିବା ସୁନା ଆଜି ୩୩ ହଜାର ୩୫୩ ଦରକୁ ଖସି ଆସିଛି ।
ଏହି କ୍ରମରେ ୯୯୯ ସୁନ୍ଧତା ଥିବା ଏକ କିଲୋ ରୂପା ଆଜି ୬୮ ହଜାର ୩୭୧ ଟଙ୍କାରେ ପହଞ୍ଚିଛି । ତେବେ ୨୨ କ୍ୟାରେଟ ଓ ୧୮ କ୍ୟାରେଟ ସୁନା ଦର ଜାଣିବା ପାଇଁ ୮୯୫୫୬୬୪୪୩୩ ଏହି ନମ୍ବରେ ମିସ୍ କଲ ଦେଇପାରିବେ । କିଛି ସମୟ ମଧ୍ୟରେ MMSS ଜରିଆରେ ଏହାର ମୂଲ୍ୟ କେତେ ଅଛି ତାହାର ସୂଚନା ପାଇଁ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।